ଜାରି ହେଲା ପ୍ଲେୟର ଫ ଦି ଟୁର୍ଣ୍ଣାମେଣ୍ଟର ତାଲିକା, ଏଥିରେ ଅଛି 2ଜଣ ଭାରତୀୟ ଖେଳାଳିଙ୍କ ନାଁ… ଦେଖନ୍ତୁ କିଏ ସେମାନେ

ଦର୍ଶକ ବନ୍ଧୁ ରବିବାର ଦିନ ହେବାକୁ ଯାଉଛି ଟି-୨୦ ବିଶ୍ଵ କପ ଫାଇନାଲ ମ୍ଯାଚ । ଆଇସିସି ଜାରି କରିଲା ପ୍ଲେୟର ଅଫ ଦି ଟୁର୍ଣ୍ଣାମେଣ୍ଟ ତାଲିକା । ଲିଷ୍ଟ ରେ ଅଛନ୍ତି ଦୁଇ ଜଣ ଭାରତୀୟ ଖେଳାଳୀ । ଇଙ୍ଗଲାଣ୍ଡ ଓ ପାକିସ୍ତାନ ଦଳ ଟି-୨୦ ବିଶ୍ଵ କପ ଫାଇନାଲ ରେ ପ୍ରବେଶ କରିଛନ୍ତି । ଏହି ମ୍ଯାଚ ମେଲବର୍ଣ୍ଣ ରାଉଣ୍ଡ ନଭେମ୍ବର ୧୩ ରେ ଖେଳାଯିବ ।

ଫାଇନାଲ ମ୍ୟାଚ ପୂର୍ବ ରୁ ଆଇସିସିସ ଚଳିତ ବର୍ଷର ବିଶ୍ଵ କପ ରେ ପ୍ଲେୟର ଅଫ ଦି ଟୁର୍ଣ୍ଣାମେଣ୍ଟ ଖେଳ ପାଇଁ ୯ ଜଣ ନୋମିନେସନ ଲିଷ୍ଟ ଜାରି କରିଛନ୍ତି । ପ୍ରଶଂସକ ମାନେ ଆଇସିସି ସାଇଡ ପ୍ରଦର୍ଶନ କରି ଏହି ୯ ଜଣ ଖେଳାଳୀ ଙ୍କ ମଧ୍ୟ ରୁ ସେମାନଙ୍କ ପ୍ରିୟ ଖେଳାଳି ଙ୍କୁ ଭୋଟ ଦେଇ ପାରିବେ । ଏହି ଖେଳାଳି ମାନଙ୍କ ତାଲିକା ରେ ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଓ  ସୂର୍ଯ୍ୟ କୁମାର ଯାଦବ ଙ୍କ ନାମ ସାମିଲ ଅଛି ।

ଉଭୟ ଖେଳାଳି ଟିମ ଇଣ୍ଡିଆ ପାଇଁ ସବୁଠାରୁ ଗୁରୁତ୍ଵ ପୂର୍ଣ୍ଣ ଇନିଙ୍ଗ୍ସ ଖେଳିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ରେ ବିରାଟ କୋହଲି ସର୍ବଦିକ ରାନ୍ସ ସ୍କୋର କରିଛନ୍ତି । ଏହା ପୂର୍ବ ରୁ ସେ ଦୁଇ ଦୁଇ ଥର ବିଶ୍ଵ କପ ରେ ପ୍ଲେୟର ଅଫ ଦି ଟୁର୍ଣ୍ଣାମେଣ୍ଟ ପୁରସ୍କାର ଜିତିଛନ୍ତି । ସବୁଠାରୁ ଅଧିକ ରନ୍ସ ସ୍କୋର କରିଥିବା ତାଲିକା  ରେ ସୂର୍ଯ୍ୟ କୁମାର ଯାଦବ ତୃତୀୟ ସ୍ଥାନରେ ରହିଛନ୍ତି । ପାକିସ୍ତାନର ଦୁଇ ଖେଳାଳି ସାହିଦ ଆଫ୍ରିଡି ଓ ସହଦେବ ଖାନ ଙ୍କୁ ମଧ୍ୟ ଏହି ମ୍ଯାଚ ପାଇଁ ନୋମିନେଟ କରା ଯାଇଛି ।

ଟୁର୍ଣ୍ଣାମେଣ୍ଟ ରେ ଉଭୟ ଖେଳାଳି ଭଲ ପ୍ରଦର୍ଶନ କରିଛନ୍ତି ଆଉ ଏ ଯାଏଁ ଟୁର୍ଣ୍ଣାମେଣ୍ଟ ରେ ୧୦ ଟି ୱିକେଟ ନେଇଛନ୍ତି । ଏହି ତାଲିକା ରେ ଇଂଲଣ୍ଡ ର ୩ ଜଣ ଖେଳାଳୀ ଙ୍କୁ ଅନ୍ତର୍ଭୁକ୍ତ କରା ଯାଇଛି । ଏହି ତାଲିକାରେ ଭାରତ ବିପକ୍ଷ ସେମି ଫାଇନାଲ ରେ ଚମତ୍କାର ପ୍ରଦର୍ଶନ କରିଥିବା ଜସ ପଟଲର ଓ ଆଲେସ୍କ ସେଲ୍ସ ଙ୍କ ନାମ ମଧ୍ୟ ରହିଛି ।ଏହି ଦ୍ରୁତ ବୋଲର ସାମ କରନ ଙ୍କୁ ମଧ୍ୟ ଏହି ତାଲିକା ରେ ସ୍ଥାନ ଦିଆ ଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ରେ ଶ୍ରୀଲଙ୍କା ର ହସିନା ଙ୍କ ୮ଟି ଇନିଙ୍ଗ୍ସ ରେ ସର୍ବଧିକ ୧୫ ଟି ୱିକେଟ ନେଇଛନ୍ତି ।

ତେଣୁ ତାଙ୍କୁ ପ୍ଲେୟର ଅଫ ଦି ଟୁର୍ଣ୍ଣାମେଣ୍ଟ ପାଇଁ ମହଦୀ ମନୋନୀତ କରା ଯାଇଛି । ଯଦି ଜିମ୍ବାୱେ ଦଳ ଟି-୨୦ ବିଶ୍ଵ କପ ରେ ଭଲ ପ୍ରଦର୍ଶନ କରିପାରି ନାହି କିନ୍ତୁ ଜିମ୍ବାୱେ ଦଳର ଶ୍ରେଷ୍ଠ ବ୍ୟାଟ୍ସ ମ୍ୟାନ ସିକନ୍ଦର ରାଜା ମଧ୍ୟ ମନୋନୀତ ହୋଇଛନ୍ତି । ସେ ଟୁର୍ଣ୍ଣାମେଣ୍ଟ ରେ ମୋଟ ୨୧୯ ରନ ସଂଗ୍ରହ କରିଛନ୍ତି ଓ ବୋଲିଙ୍ଗ ବେଳେ ମଧ୍ୟ ୧୦ଟି ୱିକେଟ ନେଇଥିଲେ । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।