ଟିଉସନ ସାର ମୋ ଖରାପ ଫୋଟୋ Video ଭାଇରାଲ କଲାବେଳେ କୋଉଠି ଥିଲେ ମୋ ବାପା ମାଆ… ବାପା ମା’ଙ୍କ ନାଁରେ କଣ କହୁଛି ଝିଅ ଦେଖନ୍ତୁ Video

ତମେ ତ ଜନ୍ମ କଳା ବାପା ମା ହୋଇ ଝିଅର ଦୁଖ ବୁଝିଲା ନାହି ଆଉ ଜଣେ ମୋ ଇଜ୍ଜତ ସହ ଖେଳ ଖେଳୁଥିବା ବେଳେ ତମେମାନେ ଜାଣି ଚୁପ ରହିଲ । ସେ ଟିଉସନ ସାର ମୋ ସହ ଖରାପ ବ୍ୟବହାର କରିଲା ବେଳେ ତାକୁ ପଦେ ବି କହିଲ ନାହି । ଟିଉସନ ସାର ମୋ ସହ ଖରାପ ସମ୍ପର୍କ ରଖିବାକୁ ବାଧ୍ୟ କରିଲା ବେଳେ ତମେ ଆଖି ବୁଜି ଦେଲ । ବାପା-ମା ହୋଇ ମୋ ଇଜତକୁ ବଞ୍ଚେଇବାକୁ ଚେଷ୍ଟା ବି କରିଲ ନାହି ।

ଏକା ଏକା ତା କବଳରୁ ଖସିବାକୁ ମୁଁ ସଂଘର୍ଷ ବି କରିଲି । ମୋ ପରିବାର ହୋଇ ମୋତେ ସମର୍ଥନ ଦେଲ ନାହି । ତାହେଲେ ମୁଁ ଗୋଟେ ଝିଅ ହୋଇ ମୋ ଦୁଖର କାହାଣୀ କାହାକୁ କହିଥାନ୍ତି । ସେତେବେଳେ କାହିଁକି ମୋ ଇଜ୍ଜତକୁ ନେଇ ଚିନ୍ତା କରିଳ ନାହି ଆଉ ଆଜି ଯେବେ ମୋ ମନର ମଣିଷକୁ ମୁଁ ପାଇଛି ମୋ ଜୀବନ ସାଥି ସହ ସଂସାର କରିବାକୁ ବାହାରିଛି ସେତେବେଳେ ତୁମର ଇଜ୍ଜତ କଥା ମାନେ ପଡିଗଲା ।

ବାପା-ମା ହୋଇ ମୋ ଦୁଖ ବୁଝିଲା ନାହି ଆଉ ଯିଏ ମୋ ଦୁଖ ବୁଝିଲ ତାକୁ ବିରୋଧ କରିବାକୁ ତମେ ବାହରି ଆସିଲ ଯିଏ ମୋ ଇଜ୍ଜତ ବଞ୍ଚାଇଲା ତାକୁ ତୁମେ ମାରିବାକୁ ଚେଷ୍ଟା କଲ । ମୁଁ ଯାହା ସହ ଆସିଛି ମୋ ଇଚ୍ଛାରେ ଆସିଛି ତାଙ୍କର ମଣିଷପଣିଆ ଦେଖି ତାଙ୍କୁ ଭଲ ପାଇ ତାଙ୍କ ହାତ ଧରିଛି । ଏଥିରେ ତାଙ୍କର ଟିକେ ବି ଦୋଷ ନାହି ବରଂ ମୁଁ ତାଙ୍କୁ ମୋ ସହ ଆସିବାକୁ ବାଧ୍ୟ କରିଛି । କିନ୍ତୁ ସେ ମୋଟେ ସଇତାନ ସାର କବଳରୁ ରକ୍ଷା କରିଲେ ।

ସେଦିନରୁ ମୁଁ ଜାଣିଲି ତମମାନେ ମୋ ପର ଆଉ ସେ ନିଜର ମୋର । ସେ ଟିଉସନ ସାରା ମୋ ସହ ଖରାପ ସମ୍ପର୍କ ରଖି ଭିଡିଓ ଭାଇରାଲ କରିଦେଲା ମୋତେ ଜୋର ଜବରଦସ୍ତି କରିଲା ଆଉ ଧମକ ଦେଲା । ସେ ଭିଡିଓ ମୋତେ ବଦନାମ କରିଲା ଆଉ ଲୋକ ଲଜ୍ୟାରେ ମୁଁ କାହାକୁ ମୁହଁ ଦେଖାଇ ପାରିଲି ନାହି । ମୋ ଶାଶୁଘର ଲୋକଙ୍କୁ ଆକ୍ରମଣ କରିବାକୁ ଆଉ ଭୁଲରେ ବି ଚେଷ୍ଟା କରିବ ନାହି ନଚେତ ଝିଅ ହୋଇ ଜେଲ ପଠାଇବାକୁ ମୁଁ ପଛେଇବି ନାହି ।

ଦର୍ଶକ ବନ୍ଧୁ ପ୍ରେମିକ ଖଗେଶ୍ଵରଙ୍କ ସହ ପ୍ରେମିକା ପାୟଲ ପଣ୍ଡା ଫେରାର ହେବା ପରେ ଝିଅ ଘର ଆଇ ପୁଅ ଘରେ ଭଙ୍ଗାରୁଜା କରିବା ସହ ମରଣାତ୍ମକ ଆକ୍ରମଣ କରିଥିଲେ । ଏହି ଘଟଣା ଆରେ ପାୟଲ ଭିଡିଓ କରି ତାଙ୍କ ଘର ଲୋକଙ୍କୁ ଦୋଷ ଦେବା ସହ ସେ ନିଜ ଇଚ୍ଛାରେ ଆସିଛନ୍ତି ବୋଲି ସ୍ଵୀକାର କରିଛନ୍ତି । କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ପାନିସହାୟ ଗ୍ରାମର ଏହି ଘଟଣା ଏବେ ନୂଆ ମୋଡ ନେଇଛି ।

ବାପା-ମା ଙ୍କ ଠାରୁ ଅବହେଳାର ଶିକାର ହେବା ପରେ ତାଙ୍କର ସାଥ ଦେଇଥିବା ପୁଅକୁ ପ୍ରେମ କରି ଚାଲି ଆସିଥିବା କଥା ପାୟଲ କହିଛନ୍ତି । ତାଙ୍କ କହିବା ଅନୁଯାୟୀ ପୁଅ କି ତାଙ୍କ ପରିବାର କିଛି ବି ହାତ ନାହି । ବନ୍ଧୁଗଣ ଆପଣଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ। ଧନ୍ୟବାଦ ।