ଜଣେ ମହିଳାଙ୍କର ତିନୋଟି ଛୁଆ । ଯାହାଙ୍କ ନାମ ମାର୍ଚ୍ଚ, ଏପ୍ରିଲ ଓ ମେ’ । ତେବେ କହିଲ ଦେଖି ମା’ର ନାମ କଣ ? (Brilliant GK Questions)

ଆଜିର ସମୟରେ ଭଲ ଚାକିରି କରିବା ପାଇଁ ବ୍ୟକ୍ତିଙ୍କ ମଧ୍ୟରେ ଦକ୍ଷତା ସହ ସାଧାରଣ ଜ୍ଞାନ ରହିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜିର ଦୈନନ୍ଦିନ ଜୀବନରେ ସାଧାରଣ ଜ୍ଞାନ ବ୍ୟଞ୍ଜନରେ ଲୁଣ ଭଳି କାମ କରେ । କାରଣ ଯେକୌଣସି ବ୍ୟଞ୍ଜନ ହେଉ ପଛେ ଲୁଣ ବିନା ତାହା ଅସମ୍ପୂର୍ଣ୍ଣ । ସେହିଭଳି ଜଣେ ବ୍ୟକ୍ତି ଅନ୍ୟ କୌଣସି କ୍ଷେତ୍ରରେ ଯେତେ ରୁଚି ରଖିଥାନ୍ତୁ ପଛେ ସାଧାରଣ ଜ୍ଞାନ ଜାଣିବା ମଧ୍ୟ ଜରୁରୀ ଅଟେ । ତେବେ ଚାଲନ୍ତୁ ଜାଣିବା କିଛି ବଛାବଛା ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ।

1- ଏମିତି କେଉଁ ଜିନିଷ ଅଛି ଯାହା ବାହାରେ ଫ୍ରି ରେ ମିଳେ କିନ୍ତୁ ହସ୍ପିଟାଲରେ ସେଥିପାଇଁ ପଇସା ଦେବାକୁ ପଡେ ?

ଉ: ଅକ୍ସିଜେନ ।

2- ଭାରତୀୟ କ୍ରିକେଟ ଟିମ୍ ର ସର୍ବ ପ୍ରଥମ କ୍ୟାପଟେନ କିଏ ଥିଲେ ?

ଉ: ସି.କେ ନାଇଡୁ ।

3- ବିଶ୍ଵ ର ସବୁଠୁ ଛୋଟ ମହିଳା କେଉଁ ଦେଶର ବାସିନ୍ଦା ଅଟନ୍ତି ?

ଉ: ଭାରତ ର ।

4- କେଉଁ ଜୀବ ର ହୃଦୟ ଗୋଟିଏ ମିନିଟରେ 1000 ଥର ସ୍ପନ୍ଦନ ହୋଇଥାଏ ?

ଉ: ଝିଟିପିଟି ।

5- ମନୁଷ୍ୟ ହୃଦୟର ଓଜନ କେତେ ହୋଇଥାଏ ?

ଉ: 300 ରୁ 350 ଗ୍ରାମ ।

6- ଏମିତି କେଉଁ ଜୀବ ଅଛି ଯାହାର ଆଖି ନାହିଁ ?

ଉ: ଜିଆ ।

7- ଭାରତରେ କୁମ୍ଭ ମେଳା କେତେ ବର୍ଷରେ ଥରେ ଲାଗିଥାଏ ?

ଉ: 12 ବର୍ଷରେ ଥରେ ।

8- କେଉଁ ଭିଟାମିନ ଅଭାବରୁ କେଶର ରଙ୍ଗ ଧଳା ହୋଇଯାଏ ?

ଉ: ଭିଟାମିନ B3 ଅଭାବରୁ ।

9- ଏମିତି କେଉଁ ପଶୁ ଅଛି ଯିଏ କୌଣସି ବା ଶବ୍ଦ କରିପାରେ ନାହିଁ ?

ଉ: ଜିରାଫ ।

10- କେଉଁ ପକ୍ଷୀକୁ ବ୍ଲାକ ବାର୍ଡ ନାଁରେ ଜଣାଯାଏ ?

ଉ: ବୁଲବୁଲ ପକ୍ଷୀ ।

11- ସତ୍ୟମେବ ଜୟତେ ନାରା ପ୍ରଥମେ କିଏ ଦେଇଥିଲେ ?

ଉ: ପଣ୍ଡିତ ମୋହନ ମାଲବୀୟ ।

12- କଳ୍ପନା ଚାୱଲା ଅନ୍ତରୀକ୍ଷରେ କେତେ ସମୟ ବିତାଇଥିଲେ ?

ଉ: 31 ଦିନ 14 ଘଣ୍ଟା 54 ମିନିଟ ।

13- ତାଜମହଲ ବନେଇବାକୁ ସେହି ସମୟରେ କେତେ ଟଙ୍କା ଖର୍ଚ୍ଚ ହୋଇଥିଲା ?

ଉ: 33 କୋଟି ଟଙ୍କା ।

14- ଭାରତୀୟ ସମ୍ବିଧାନର ଜନକ କାହାକୁ କୁହାଯାଏ ?

ଉ: ଡକ୍ଟର ଭୀମରାଓ ଆମ୍ବେଦକର ।

15- କେଉଁ ସହରକୁ ରାଜସ୍ଥାନ ର ହୃଦୟ କୁହାଯାଏ ?

ଉ: ଆଜମେର ସହରକୁ ।

16- ଭାରତର ପ୍ରସିଦ୍ଧ ଠକ ମିଷ୍ଟର ନଟବରଲାଲ ର ଅସଲ ନାମ କଣ ଥିଲା ?

ଉ: ମିଥିଲେଶ କୁମାର ଶ୍ରିବାସ୍ତବ ।

17- ଏସିଆର ସବୁଠୁ ଭୟଙ୍କର ଓ ଭୂତିଆ ସ୍ଥାନ କେଉଁ ଜାଗାକୁ କୁହାଯାଏ ?

ଉ: ଭାନଗଡ କିଲ୍ଲା (ରାଜସ୍ଥାନ – ଭାରତ) ।

18- କେଉଁ ରାଜ୍ୟକୁ ଭାରତର କୋହିନୁର କୁହାଯାଏ ?

ଉ: ଆନ୍ଧ୍ରପ୍ରଦେଶ ।

19- ରାଜସ୍ଥାନର ସବୁଠୁ ଉଚ୍ଚ ଶିଖର କେଉଁଟି ?

ଉ: ଗୁରୁ ଶିଖର ।

20- ଜଣେ ମହିଳାଙ୍କର ତିନୋଟି ଛୁଆ । ଯାହାଙ୍କ ନାମ ମାର୍ଚ୍ଚ, ଏପ୍ରିଲ ଓ ମେ’ । ତେବେ କହିଲ ଦେଖି ମା’ର ନାମ କଣ ?

ଉ- ମା’ ଙ୍କ ନାମ “କଣ” ଅଟେ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।