କେବେ କମିବ କରୋନା ? ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ ?

କୋରନା ଆଜିକାଲିର ଯିବନାକୁ ବ୍ୟତୀବ୍ୟସ୍ତ କରିଛି ଏହାର ଆକାର ବଢିବାରେ ଲାଗିଛି। ଏହାକୁ ନେଇ ଅନେକ ଦେଶ ଚିନ୍ତାରେ ଅଛି କିଛି ଜାଗାରେ ସ୍କୁଲ , କଲେଜ , ମନ୍ଦିର , ପବ୍ଲିକ ଜାଗା  ଗୁଡିକୁ ବନ୍ଦ କରାଯାଇଛି । ଏହା ଛଡା କେତେକ ଜାଗାକୁ ସନିଟାଇଜ କରାଯାଉଛି । ନିଆଜକୁ କମ ସେ କମ ୨ମିଟର ଦୂରତାରେ ରଖିବା ପାଇଁ ପରାମର୍ଶ ଦେଉଛନ୍ତି ଡାକ୍ତର ମାନେ । ମାତ୍ର ଫିରବି ଏହାର ରୂପ ଦିନକୁ ଦିନକୁ ବଢୁଛି । ଭ୍ଯାକ୍ଷିଣ ବାହାରିଲା ପରେବୀ ଏହାର ଉଗ୍ରତା କମିନି ।

ଏହା ବିଶେଷ କରି ବୟସ୍କ ଲୋକମାନଙ୍କୁ ହେଉଥିଲା । ଯାହା ଦେହରେ ରୋଗ ପ୍ରତିରୋଧକ ଶକ୍ତି କମ ଅଛି ସେମାନଙ୍କୁ ଏହା ସହଜରେ ହେଉଥିଲା ।  ଏହାର ଏକ ନୂଆ ଚେହେରା ଆସିଛି । ଏହା ଏବେ ଛୋଟ ପିଲା ମାନଙ୍କୁ ଅଧିକ ହେବାରେ ଲାଗିଛି । ଏହାକୁ ନେଇ ଏବେ ସବୁ ଚିନ୍ତାରେ ।

କେମିତି କମିବା ଏହି ମହାମାରୀ ଏହାକୁ ନେଇ IIT କାନପୁରର ବିଶେଷଜ୍ଞ ମାନେ ଆକଳନ କରିଛନ୍ତି କି ମେ ମାସରେ କୋରୋନା ବଢିବ ଓ ପରେ ଏହା ଧୀରେ ଧୀରେ ଖସିବ ।  ମେ ୧ରୁ ୫ଯାଏ ଶୀର୍ଷ  ଛୁଇଁବ କୋରୋନା । ଏହାପରେ ଏହା ତଳକୁ ଖସିବ। ଏହାକୁ ଏକ ମଡେଲ ଦ୍ଵାରା ଦେଖାଇଛନ୍ତି କାନପୁର ବିଶେସଜ୍ଞ। ସେ ଏକ ଗାଣିତିକ ଗ୍ରାଫରେ ଏହା ଦର୍ଶାଇଛନ୍ତି ।

ମେ ମାସ ୧୧ରୁ ୧୫ କୋରୋନା ଛୁଇଁବ ଶୀର୍ଷକ । ମେ  ମାସ ୧ରୁ ୫ ଓଡିଶା, କର୍ଣାଟକ, ପଶ୍ଚିମବଙ୍ଗରେ ଅଧିକ ହେବ କୋରୋନା । ନେ ୬ ରୁ ୧୦ ତାମିଲ ନାଡୁ , ଆନ୍ଧ୍ର ପ୍ରଦେଶ ରେ ଏହା ଆଦିକ ମାତ୍ରରେ ହେବ । ଏପ୍ରିଲ ୨୫ରୁ ୩୦ ଦିଲ୍ଲୀ, ହରିୟାନା, ରାଜସ୍ଥାନ, ତେଲେଙ୍ଗାନା, ବିହାର, ରେ ଅଧିକ ହେବ ସଂକ୍ରମଣ। ମହାରାଷ୍ଟ୍ର ଓ ଛତିଶଗଡ ଛୁଇଁ ସାରିଛି କୋରୋନା ।

ମେ ୧୧ରୁ ୧୫ ରେ ଆଧିକ ସଂକ୍ରମଣ ହେବା ଦ୍ଵାରା ରୋଗୀଙ୍କ ସଂଖ୍ୟା ୩୩ରୁ ୩୫ ଲକ୍ଷ ପଜାଞ୍ଚି ସାରିଥିବ ।  ଗତ ବର୍ଷ ସେପ୍ଟେମ୍ବର ରେ ଅଧିକ ହୋଇଥିଲା କୋରୋନା ମାତ୍ର ଏଥର ଦ୍ଵିତୀୟ ଥର ଏହା ଅଧିକ ହେବାରେ ଲାଗିଛି । ଏଥର ୩୩ଲକ୍ଷ ରୁ ଅଧିକ ହେବ କୋରୋନା । ଗତ ଥର ୧୦ ଲକ୍ଷ ରୁ ଅଧିକ କୋରୋନା ସଂକ୍ରମଣ ହୋଇଥିଲେ ।

ଏଥର କୋରୋନା ଅଧିକ ହେବା ସହ ଏହାର ସିମଟମ ରେ ବି କିଛି ମାତ୍ରରେ ବଦଳିଛି । ଏହି ରୋଗ ହେବା ଦ୍ଵାରା କେବଳ ଜ୍ଵର , ଥଣ୍ଡା , କାସ , ମୁଣ୍ଡବିନ୍ଧା ହେଉଥିଲା ମାତ୍ର ଏହା ପରେ ଏଥିରେ କିଛି ବି ଗନ୍ଧ ଓ ସ୍ଵାଦ ବାରି ହେଉ ନାହିଁ ଓ ଦେହ ହାତ ବି ଦରଜ ହେବାରେ ଲାଗିଛି । ତେବେ ଏହାକୁ କମ କରିବା ପାଇଁ ଆମକୁ ନିଜର ସତର୍କତା ଅବଲମ୍ବନ କରିବାକୁ ହେବ । ତେବେ ବନ୍ଧୁଗଣ ଆପଣଙ୍କୁ ଯଦି ଆମର ଏହି ଗୁରୁତ୍ଵ ପୂର୍ଣ ବିବରଣୀ ଭଲ ଲାଗେ ତେବେ ଆମ ପେଜକୁ ଲାଇକ କରନ୍ତୁ ।