IPL ଟ୍ରୋଫି ର ମୂଲ୍ୟ କେତେ ? ଜାଣିଲେ ଆପଣଙ୍କ ହୋସ ଉଡିଯିବ

ଭାରତୀୟ କ୍ରିକେଟରେ ଖେଳୁଥିବା ଖେଳାଳି ମାନେ ନିଜର ସାନଦାର ପର୍ଫୋମାସ ଦେଇ ପୁରା ବିଶ୍ବରେ ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରି ପଡ଼ିଛନ୍ତି । ଚଳିତ ବର୍ଷ ଏପ୍ରିଲ ୯ରେ ଆପିଏଲ ମ୍ଯାଚ ଆରମ୍ଭ ହୋଇଛି । ଆପିଏଲର ଚତୁଦର୍ଶ ସଂସ୍କରଣରେ ପ୍ରୀତିବର୍ଷ ଭଳି ଏହି ବର୍ଷ ମଧ୍ୟ ଅନେକ ଦଳ ଆପିଏଲ ମ୍ଯାଚ ଜିତିବା ପାଇଁ ନିଜର ସବୁ କିଛି ଲଗେଇ ଦେଇଛନ୍ତି । ଆପିଏଲର ୪୯ ଦିନ ଓ ୬୦ଟି ମ୍ଯାଚ ପରେ ଗୋଟିଏ ଟିମକୁ ଏହି ଆପିଏଲ ଟ୍ରଫି ମିଳିବ ଯାହା ସେହି ଟିମକୁ ଆପିଏଲ ୧୪ର ବିଜେତା ବୋଲି ପ୍ରମାଣ କରିବ।

ଯେଉଁ ଟିମ ଆପିଏଲ ମ୍ଯାଚ ଜିତିଥାଏ ସେହି ଟିମକୁ ଏହି ଟ୍ରଫି ପୁରସ୍କାର ଭାବେ ଦିଆଯାଏ । ଏହି ଟ୍ରଫିର କିଛି ବିଶେଷ ମହତ୍ତ୍ଵ ରହିଛି । ଆଜି ଆମେ ଆପଣ ମାନଙ୍କୁ ଆପିଏଲ ଟ୍ରଫି ସହ ଜଡିତ କିଛି ରୋମାଞ୍ଚକର ତଥ୍ୟ ବିଷୟରେ କହିବାକୁ ଯାଉଛୁ ।

୧- ଟ୍ରଫିକୁ କିପରି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନିଆଯାଏ : ଆପିଏଲରେ ଅନେକ ସ୍ପନ୍ସର ରହିଥାନ୍ତି । ସେମାନେ ନିଜର ବ୍ରାଣ୍ଡକୁ ପ୍ରମାସନ କରିବା ପାଇଁ  ଆପିଏଲ ମ୍ଯାଚରେ କୋଟି କୋଟି ଟଙ୍କା ବିନିଯୋଗ କରନ୍ତି । ସେହି ସ୍ପନ୍ସର ମାନକ ମଧ୍ୟରୁ ଜଣେ ମୋଟୋର ଜାନ କମ୍ପାନୀ ରହିଥାନ୍ତି । ଆପିଏଲ ୧୪ ରେ ଟାଟା ସଫାରି ଆପିଏଲର ସ୍ପନ୍ସର ଅଛି । ଟାଟା ସଫାରିର ଗାଡି ସହିତ ଆପିଏଲର ଟ୍ରଫିକୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ନିଆଯାଇ ଥାଏ ।

୨- ବିଶ୍ଵ ପାଇଁ ଆପିଏଲର ବାର୍ତ୍ତା କଣ ରହିଛି : ଯାତ୍ରା, ପ୍ରତିଭା, ଅବସର ଓ ପ୍ରକୃତି ଏହି ୪ଟି ଶବ୍ଦ ହେଉଛି ଆପିଏଲ ମ୍ଯାଚର ଜାଣ ହୋଇଥାଏ । ଆପିଏଲ ମ୍ଯାଚ ହେଉଛି ବିଶ୍ଵର ସବୁଠାରୁ ଲୋକପ୍ରିୟ ଲିଗ ଯାହା ପୁରା ବିଶ୍ବରେ ଟି-୨୦ କ୍ରିକେଟ ପାଇଁ ଏକ ଭିନ୍ନ ଧାରଣା ସୃଷ୍ଟି କରେ । ଆପିଏଲ କେବଳ ଭାରତ ନୁହେ ପୁରା ବିଶ୍ଵ ପାଇଁ ଏକ ନୂଆ ଦିଗ ସ୍ଥିର କରେ । ଏଥିରେ ଯୁବ ଖେଳାଳି ମାନେ ନିଜର ଟ୍ୟାଲେନ୍ଟ ଦେଖାଇବାର ସୁଯଗ ପାଇଥାନ୍ତି । ଆପିଏଲ ଟ୍ରଫିରେ ଲେଖା ଯାଇଛି ଯେ ଯାତ୍ରା, ପ୍ରକୃତି, ଅବସର, ପ୍ରତିଭା ଯାହାର ଅର୍ଥ ହେଉଛି ସଠିକ ପ୍ରତିଭା ସୁଯୋଗ ପାଇବା ।

୩- ଆପିଏଲର ଟ୍ରଫି କାହା ପାଖରେ ରୁହେ : ଆପିଏଲର ଟ୍ରଫି ନିଜେ ବିଶିସିଆଇ ରଖିଥାଏ । ଯେତେବେଳେ ମ୍ଯାଚ ଆରମ୍ଭ ହୁଏ ସେତେବେଳେ ଟ୍ରଫି ପଡିଆରେ ରଖାଯାଏ । ମ୍ଯାଚ ଆରମ୍ଭ ହେବା ପୂର୍ବରୁ ଦୁଇ ଦଳର କ୍ଯାପଟେନ ଏହି ଟ୍ରଫି ସହ ଫୋଟୋଗ୍ରାଫ ନେଇଥାନ୍ତି । ଏହି ଟ୍ରଫିକୁ ଜିତିଥିବା ଟିମକୁ ଦିଆ ଯାଇଥାଏ ।

୪- ଟ୍ରଫିର ଦାମ କେତେ : ଆପିଏଲ ଟ୍ରଫିରେ ଅନେକ ସୁନା, ରୂପା ଖଞ୍ଜା ଯାଇଥିବାର ଦେଖିବାକୁ ମିଳିଥାଏ । ବିଶିସିଆଇ ଏହି ଟ୍ରଫିର ଦାମ କେତେ ବୋଲି ସୂଚନା ନ ଦେଲେ ମଧ୍ୟ ଏହାର ଦାମ ୫ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ