ସୁନ୍ଦରତାରେ କେହି କାହାଠୁ କମ ନୁହଁନ୍ତି ଏହି 5 ଜଣ ଭାରତୀୟ Cricketer ଙ୍କ ପତ୍ନୀମାନେ, Gautam Gambhir ଙ୍କ ପତ୍ନୀ ତ ଲାଗନ୍ତି ପୁରା ସ୍ଵର୍ଗର ଅପ୍ସରା

କ୍ରିକେଟ ଖେଳାଳି ମାନେ ନିଜର ଖେଳ ପାଇଁ ତ କେତେବେଳେ ନିଜର ରୋଜଗାରକୁ ନେଇ ଚର୍ଚାରେ ରୁହନ୍ତି । ଏମାନଙ୍କ ଆଉ ଚର୍ଚାର ବିଷୟ ଖେଳାଳି ମାନଙ୍କର ଜୀବନ ସାଥି । କେତେକ ଖେଳାଳି ବଲିଉଡ ର ଅଭିନେତ୍ରୀ ମାନଙ୍କୁ ବିବାହ କରିଛନ୍ତି । କେତେକ ଜଣ ନିଜର ପିଲା ଦିନର ବନ୍ଧୁକୁ । ଏବେତ ସେମାନେ ନିଜର ପିଲା ମାନଙ୍କ ପାଇଁ ମଧ୍ୟ ମିଡିଆରେ ଦେଖା ଯାଉଛନ୍ତି । ଯେମିତକୀ ହାର୍ଦିକ ପାଣ୍ଡିୟା ନିଜ ପତ୍ନୀ ଓ ନିଜ ସନ୍ତାନକୁ ନେଇ ଚର୍ଚାରେ ଅଛନ୍ତି । ଆଜି ଆମେ ଆପଣଙ୍କୁ କିଛି ଏମିତି ଖେଳାଳି ମାନଙ୍କ ଜୀବନ ସାଥିଙ୍କ ବିଷୟରେ  କହିବାକୁ ଯାଉଛୁ । ଯେଉଁ ମାନେ ବଲିଉଡ ରୁ ସମ୍ବନ୍ଧ ନ ରଖିଥିଲେ ବି ସେମାନେ ଦେଖିବାକୁ ହିରୋଇନ ଭଳି । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ ।

ରୋହିତ ଶର୍ମାଙ୍କୁ ଭାରତ ହିଟ ବ୍ୟାଟ ମ୍ୟାନ ବୋଲି ଜଣା ଯାଏ । ସେ ଏଭଳି ଏକ ଖେଳାଳି ଜିଏକି ଗୋଟେ ମ୍ଯାଚ ରେ ଦୁଇ ଥର ଶତକ କରିଛନ୍ତି ।  “ଆଇ ପି ଏଲ”ରେ ସେ କପ୍ତାନ ରହିଛନ୍ତି “ମୁମ୍ବାଇ  ଇଣ୍ଡିଆନ୍ସ” ର ସେଥିରେ ବି ସେ ନିଜର ଦକ୍ଷତା ପ୍ରମାଣ କରିଛନ୍ତି। ଏଥିରେ ସେ 4ଟି ଟ୍ରଫି ଜିତିଛନ୍ତି ।

ସେ ୨୦୧୫ରେ ରୀତିକା ସଝ୍ଦେ ଙ୍କୁ ନିଜ ଜୀବନ ସାଥି ଭାବେ ଗ୍ରହଣ କରିଥିଲେ । ରୀତିକା ଙ୍କ ପିତା ବବି ସଝ୍ଦେ ଙ୍କର ବହୁତ ବଡ ଜାଗାରେ ବଡ ବଙ୍ଗଳା ଅଛି । ତାଙ୍କ ଭାଇ ମଧ୍ୟ ସେଲିବ୍ରେଟି ମ୍ୟାନେଜର ଅଟନ୍ତି ।

ଦ୍ବିତୀୟରେ ବିରେନ୍ଦ୍ର ସେବାକ ଜଣା ଶୁଣା ଖେଳାଳି ସେ ନିଜର ପ୍ରଥମ ଏକଦିବସ ମ୍ଯାଚ ୧୯୯୯ରେ ଖେଳି ଥିଲେ ଓ ୨୦୦୧ରେ ଭାରାତ କ୍ରିକେଟ ଟିମରେ ସାମିଲ ହୋଇଥିଲେ ।  ସେ ୨୦୦୪ରେ ଆରତି ଏହଲାବତ ଙ୍କୁ ବିବାହ କରିଥିଲେ ।  ସେ ଆରତୀ ଙ୍କୁ ନିଜ ଜୀବନ ସାଥି ରୂପେ ବାଛିଲେ ଯେତେବେଳେ ସେ ମାତ୍ର ୨୧ ବର୍ଷର ଥିଲେ । ଆରତୀଙ୍କ ପିତା ଏକ ଭଲ ଓକିଲ ଅଟନ୍ତି ।

ହରବଜନ ସିଂ ହେଉଛନ୍ତି କ୍ରିକେଟ ଟିମର ଜେନ ଲାମ୍ବା ସମୟ ଧରି ଥିବା ଖେଳାଳି । ଆଜି ବି ଲୋକ ମାନେ ତାଙ୍କୁ ଭଲ ସ୍ପିନ ବୋଲର ଭଳି ମାନେ ରଖିଛନ୍ତି।  ଟିମରେ ଟର୍ମିନେଟର ଭଳି ଜଣା ଶୁଣା । ସେ କ୍ରିକେଟ ରୁ ଦୂରେଇ ଗଲେ ବି ତାଙ୍କୁ ମାନେ ରଖିଛନ୍ତି ଫ୍ୟାନ୍ସ  ମାନେ । ସେ ଅଭିନେତ୍ରୀ ଗୀତା ବସରାଙ୍କୁ ବିବାହ କରିଛନ୍ତି ।ହରବଜନଙ୍କ ଲଭ ଷ୍ଟୋରି ଲଣ୍ଡନ ରେ ଆରମ୍ଭ ହୋଇଥିଲା । ଯେତେବେଳେ ଲଣ୍ଡନ ଯାଇଥିଲେ ଖେଳିବା ପାଇଁ ଓ ଶେଠୀ ଏକ ଭିଡିଓ ଦେଖିଥିଲେ ଯାହା ତାଙ୍କ ପତ୍ନୀ ଙ୍କ ଉପରେ ଥିଲା । ଏହି ବିଡିଓ ସଙ୍ଗୀତଟି ହେଉଛି “ବୋ ଅଜନବି ” । ସେ ଏହି ବିଡିଓ ଦେଖି ଗୀତାଙ୍କୁ ଭଲ ପାଇ ବସିଥିଲେ ଓ ଏହା ପରେ ବିବାହ କରିଥିଲେ ।

ଗୌତମ ଗମ୍ଭୀର ଜଣେ ଜଣା ସୁନା କ୍ରିକେଟ ଖେଳାଳି ଜିଏକି ନିଜ ପିଲା ଦିନର ବନ୍ଧୁ ନତାଶାଙ୍କୁ ବିବାହ କରିଛନ୍ତି । କ୍ରିକେଟ ଜଗତରେ ସଫଳତା ପାଇବା ପରେବୀ ସେ ନିଜ ହୃଦୟରୁ ନତାଶାଙ୍କୁ ବାହାର କରିନଥିଲେ । କେବଳ ଗମ୍ଭୀର ଓ ନତାସା ନୁହନ୍ତି ତାଙ୍କ ପରିବାରରେ ମଧ୍ୟ ପରସ୍ପର ସହ ଅନେକ ଦିନର ସମ୍ପର୍କ ଅଛି ଯାହା ୩୦ ରୁ ୩୨ ବର୍ଷରୁ ଅଧିକ ଅଟେ । ଆପଣ ମାନେ ଦେଖି ପାରିବେ ନତାଶା ହିରୋଇନ ମାନଙ୍କ ଠାରୁ ବି ସୁନ୍ଦରୀ । ୨୮ ଅକ୍ଟୋବର ୨୦୧୧ରେ ବିବାହ କରିଥିଲେ ।

ଯୁବରାଜ ସିଂ ଗୋଟେ ଭଲ ଖେଳାଳି ସେ ତାଙ୍କ ଜୀବନରେ ଅନେକ ଙ୍କୁ ନିଜର ମନ ଦେଇଛନ୍ତି । ମାତ୍ର ସେ ଶେଷରେ ହେଜାଲଙ୍କ ପାଖରେ ନିଜକୁ ହାରି ଥିଲେ । ସେ ଦେଖିବାକୁ ଖୁବ ସୁନ୍ଦର ଅଟନ୍ତି । ସେ ବଲିଉଡ ର ଅନେକ ଚଳଚିତ୍ରରେ ଅଭିନୟ କରିଛନ୍ତି । ତେବେ ବନ୍ଧୁ ମାନେ ଆପଣଙ୍କୁ ଯଦି ଆମର ଏହି ବିବରଣୀ ଭଲ ଲାଗେ ତେବେ ଲାଇକ କରନ୍ତୁ ।