ଜାଣନ୍ତୁ କଣପାଇଁ ଏ ବଲିଉଡ ଷ୍ଟାର ମାନଙ୍କ ପାଖକୁ ପଠାଯାଇ ନ ଥିଲା ରାମ ମନ୍ଦିରର ନିମନ୍ତ୍ରଣ ପତ୍ର ।

କିଙ୍ଗ ଖାନ ନିକଟକୁ ନିମନ୍ତ୍ରଣ ପଠାଯାଇ ନାହିଁ । ସଲମାନ ଖାନ, ଅମିର ଖାନ ଙ୍କ ନିକଟକୁ ମଧ୍ୟ ନିମନ୍ତ୍ରଣ ପଠାଯାଇ ନାହିଁ । ଦୀପିକା ପାଦୁକୋନ ଓ ରଣବିର ସିଂ ଙ୍କୁ କରାଯାଇ ନାହିଁ ନିମନ୍ତ୍ରଣ । ସେଫ ଅଲ୍ଲୀ ଖାନ ଓ କରିନା କପୁର ଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ । ଶିଲ୍ପା ଶେଠୀ ଙ୍କୁ ମଧ୍ୟ କରାଯାଇ ନାହିଁ ନିମନ୍ତ୍ରଣ । ଅକ୍ଷୟ କୁମାର ଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ । କିଆରା ଆଡଭାନୀ ଓ ସିଦ୍ଧାର୍ଥ ମଲହୋତ୍ରା ଙ୍କୁ ମଧ୍ୟ ନିମନ୍ତ୍ରଣ ହୋଇ ନାହିଁ । ହଁ ଦର୍ଶକ ବନ୍ଧୁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉଶ୍ଚବରେ ବଲିଉଡ କଳାକାର ଙ୍କୁ ମିଳି ନାହିଁ ନିମନ୍ତ୍ରଣ ।

ବଲିଉଡ ଅନେକ କଳାକାରଙ୍କୁ ନିମନ୍ତ୍ରଣ ମିଳି ନାହିଁ  । କିନ୍ତୁ ଯେଉଁ କଳାକାରଙ୍କୁ ନିମନ୍ତ୍ରଣ ମିଳିଛି ତାଙ୍କର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଅଯୋଧ୍ୟା ପ୍ରାଣ ପ୍ରତିଷ୍ଠା ସମରହ ପାଇଁ ଯେବେ ପ୍ରସ୍ତୁତି ଆରମ୍ଭ ହୋଇଥିଲା ସେତେବେଳେ ଜଣ ଜଣ କରି ସମସ୍ତଙ୍କ ପାଖକୁ ନିମନ୍ତ୍ରଣ ପତ୍ର ପଠା ଯାଇଥିଲା । ଏମିତିକି ଅନେକ କଳାକାର ଙ୍କ ପାଖକୁ ନିମନ୍ତ୍ରଣ ପତ୍ର ଯାଇ ନ ଥିଲା ।

ଅଜୋଧ୍ୟା ପ୍ରାଣ ପ୍ରତିଷ୍ଠା ପାଇଁ ଯେବେ ପ୍ରସ୍ତୁତି ଚାଲିଥିଲା ସେତେବେଳେ ଯେଉଁ ମାନଙ୍କୁ ନିମନ୍ତ୍ରଣ ପତ୍ର ମିଳି ନ ଥିଲା ସେମାନେ ଅନେକ ଆସା ବାନ୍ଧି ଥିଲେ ଶେଷ ମୁହୂର୍ତ୍ତ ଯାଏଁ କିନ୍ତୁ ମିଳି ନ ଥିଲା ନିମନ୍ତ୍ରଣ । ସିନେମା ଜଗତର ଅନେକ ସେଲିବ୍ରେଟି ଅଯୋଧ୍ୟାରେ ପହଞ୍ଚିଥିଲେ ଯେବେ ରାମ ମନ୍ଦିର ପ୍ରତିଷ୍ଠା କରା ଯାଉଥିଲା । ପ୍ରାଣ ରାମଲାଲ ଙ୍କୁ ଗର୍ଭ ଗୃହରେ ପ୍ରାଣ ପ୍ରତିଷ୍ଠା କରା ଯାଉଥିଲା । ସେଠାରେ ଉପସ୍ଥିତ ଥିବା କିଛି ସେଲିବ୍ରେଟି ମାନେ ଟ୍ରାଡିସ୍ନାଲ ପୋଷାକ ପିନ୍ଧି ସାମ୍ନା କୁ ଆସିଥିଲେ ।

ସେମାନଙ୍କ ମଧ୍ୟରେ ଥିଲେ ରଣବିର କପୁର, କ୍ଯାଟ୍ରିନା କେଫ, ଭିକି କୌଶଲ, ଆଲିଆ ଭଟ୍ଟା, ମାଧୁରୀ ଦୀକ୍ଷିତ, ଅମିତାଭ ବଚନ, ଅଭିଷେକ ବଚନ ଙ୍କ ଅନେକ ତାରକା ସାମ୍ନା କୁ ଆସିଥିଲେ । ଯାହାର ଫୋଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । କିନ୍ତୁ ଦୁଃଖ ର ବିଷୟ ବଲିଉଡର ଅନେକ ନାମିଦାମି କଳାକାର ଙ୍କୁ ନିମନ୍ତ୍ରଣ ମିଳି ନାହିଁ । ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ରେ ଅନେକ ସୁପର ଷ୍ଟାରଙ୍କୁ କାହିଁକି ନିମନ୍ତ୍ରଣ କରାଯାଇ ନାହିଁ ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହିଁ ।

ସେମାନଙ୍କ ମଧ୍ୟରେ ଅଛନ୍ତି କିଙ୍ଗ ଖାନ ଶାହରୁଖାନ ଖାନ, ସଲମାନ ଖାନ, ଅକ୍ଷୟ କୁମାର, ଅମିର ଖାନ, ଦୀପିକା ପାଦୁକୋନ, ରଣବିର ସିଂ, ଶେଫ ଅଲ୍ଲୀ ଖାନ, କରିନା କପୁର, ଶିଳ୍ପ ଶେଠୀ, କିଆରା ଆଡଭାନୀ, ସିଦ୍ଧାର୍ଥ ମଲ୍ହୋତ୍ରା ଙ୍କୁ ନିମନ୍ତ୍ରଣ କରାଯାଇ ନ ଥିବା ଏବେ ଚର୍ଚ୍ଚା ହେଉଛି । ଏହାରି ମଧ୍ୟରେ ଆହୁରି ଅନେକ କଳାକାର ମଧ୍ୟ ଅଛନ୍ତି ଯାହାଙ୍କୁ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ ନିମନ୍ତ୍ରଣ କରାଯାଇ ନାହିଁ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।