ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ମୋଦି ଅଯୋଧ୍ୟାରେ ସାଜିଛନ୍ତି ଜଜମାନ ,ଏପଟେ ରାହୁଲଙ୍କୁ ମନ୍ଦିରକୁ ମିଳିଲାନି ଏଣ୍ଟ୍ରି ।

ଦର୍ଶକ ବନ୍ଧୁ ଯେଉଁ କଥାକୁ ଦୀର୍ଘ 500 ବର୍ଷ ହେଲା ଅପେକ୍ଷା କରା ଯାଇଥିଲା ସେହି କାର୍ଯ୍ୟ ହୋଇ ସାରିଛି । ଗୋଟେ ପଟେ ପ୍ରଭୁ ରାମଲାଲ ଙ୍କ ପ୍ରାଣ ପ୍ରତିଷ୍ଠା ଅନୁଷ୍ଠିତ ହୋଇ ସାରିଛି । ଆଉ ଏପଟେ ମନ୍ଦିର ବାହାରେ ରାହୁଲ ଗାନ୍ଧୀ ବସିଛନ୍ତି । ରାହୁଲ ଗାନ୍ଧୀ ରାମ ମନ୍ଦିର ଭିତରକୁ ଯିବା ପାଇଁ ବାରଣ କରାଯାଇଛି । ରାହୁଲ ଗାନ୍ଧୀ ଙ୍କୁ ଗତ କାଲି ମନ୍ଦିର ଭିତରକୁ ଛଡା ଗଲା ନାହିଁ । ଏହା ପରେ ରାହୁଲ କହିଛନ୍ତି ମୋର ଭୁଲ କଣ ? ମୋତେ କାହିଁକି ପ୍ରବେଶ କରିବାକୁ ଅନୁମତି ମିଳୁ ନାହିଁ ?

ମୋର ଦୋଷ କଣ ? ରାହୁଲ ଗାନ୍ଧୀ ଙ୍କୁ ମନ୍ଦିର ଭିତରକୁ ନ ଯିବା ବାରଣ କରା ଯାଇଥିବାର ଅଭିଯୋଗ ଆଣିଛନ୍ତି ନିଜେ ରାହୁଲ ଗାନ୍ଧୀ । କଂଗ୍ରେସ ତରଫରୁ ଏକ ଭିଡିଓ ମଧ୍ୟ ପୋଷ୍ଟ କରା ଯାଇଛି । ଉକ୍ତ ଭିଡିଓ ରେ ରାହୁଲ କହିଛନ୍ତି ତାଙ୍କୁ ମନ୍ଦିର ଭିତରକୁ ଯିବା ପାଇଁ ଦିଆଗଲା ନାହିଁ । ପୋଲିସ ତାଙ୍କୁ ମନ୍ଦିର ଭିତରକୁ ଯିବାକୁ ଦେଲା ନାହିଁ । ତାଙ୍କର ଭୁଲ କଣ ଦୋଷ କଣ କାହିଁକି ତାଙ୍କୁ ପ୍ରବେଶର ଅନୁମତି ଇଲିଳା ନାହିଁ ଏମିତି କିଛି କଥା ରାହୁଲ ଗାନ୍ଧୀ କହିଛନ୍ତି ।

ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଆସାମ ର ବାଟଦ୍ରୋସପ୍ତମ ମନ୍ଦିର ରେ । ଆସାମ ର ସାଧୁ ତଥା ପଣ୍ଡିତ ଶ୍ରୀମନ୍ତ ଶଙ୍କର ଦେବଙ୍କ ଜନ୍ମ ସ୍ଥାନ ଯେଉଁଠି କି ରାହୁଲ ଗାନ୍ଧୀ ପରିଦର୍ଶନ କରିବାକୁ ଯାଇଥିଲେ । କିନ୍ତୁ ସେଠାରେ ତାଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନ ଥିଲା । ଫଳରେ ରାହୁଲ ଗାନ୍ଧୀ ଅସନ୍ତୋଷ୍ଟ ହୋଇଥିଲେ ।

ତାଙ୍କ ଉପରେ ଲାଗିଥିଲା ପ୍ରତିବନ୍ଧକ କୁ ନେଇ ରାହୁଲ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଯେ ମନ୍ଦିର ଦର୍ଶନ କରିବାକୁ ଚାହୁଁ ଥିବା ବେଳେ କେଉଁ କାରଣ ପାଇଁ ତାଙ୍କୁ ଅନୁମତି ମିଳିଲା ନାହିଁ । ଅନ୍ୟ ପଟେ ତାଙ୍କର ଅପରାଧ କଣ ଦୋଷ କଣ କଣ ଭୁଲ କରିଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ଏକ ଭିଡିଓ ରେ ପୋଷ୍ଟ କରିଛନ୍ତି । ସେ ଆଗକୁ କହିଛନ୍ତି କୌଣସି ଅସୁବିଧା ସୃଷ୍ଟି କରିବାକୁ ଚାହୁଁ ନାହାନ୍ତି ।

କେବଳ ମନ୍ଦିରରେ ପ୍ରାର୍ଥନା କରିବାକୁ ଚାହୁଁ ଛନ୍ତି । ହେଲେ କାହିଁକି ତାଙ୍କୁ ମନ୍ଦିର ପ୍ରବେଶ କରିବାକୁ ଅନୁମତି ମିଳିନୀ । ବର୍ତ୍ତମାନ ନରେନ୍ଦ୍ର ମୋଦୀ ସ୍ଥିର କରନ୍ତୁ ରାହୁଲ ଗାନ୍ଧୀ ମନ୍ଦିର ରେ ପ୍ରବେଶ କରିବେ କି ନାହିଁ ? ତାଙ୍କ ଇଛା ରେ ଜଣେ ମନ୍ଦିର ଭିତରକୁ ଯାଇ ପାରିବ ବୋଲି କହିଛନ୍ତି ରାହୁଲ ଗାନ୍ଧୀ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।