ଇଜରାୟଲ ର ଏହି ଅମିଷା ପଟେଲଙ୍କୁ ଦେଖିଲେ ଭୁଲିଯିବେ ଆପଣ ଅସଲି ଅମିଷା ପଟେଲଙ୍କୁ, ବୋଲ୍ଡନେସ ଏତେ କି ପାଗଳ..

ଆଜିର ଏହି ଡିଜିଟାଲ ଯୁଗରେ ଲୋକମାନଙ୍କ ଉପରେ ଇଣ୍ଟରନେଟର ଭୁତ ସମସ୍ତଙ୍କ ମଧ୍ୟରେ ବଢି ଛାଲିଛି । ଯାହାକୁ ଦେଖ ସିଏ ଇଣ୍ଟରନେଟର ବ୍ୟବହାର କରୁଛନ୍ତି । ଗତ କିଛି ବର୍ଷ ହେବ ଲୋକମାନେ ସୋସିୟାଲ ମିଡିୟା ପ୍ରତି ଆକର୍ଷିତ ହେଉଛନ୍ତି । ଆଜିକାଲି ଚର୍ଚିତ ଷ୍ଟାର ଠାରୁ ଆରମ୍ଭ ହୋଇ ସାଧାରଣ ମଣିଷ ସମସ୍ତେ ସୋସିୟାଲ ମିଡିୟାର ଦିବାନା ଅଟନ୍ତି ।

କିଛି ଲୋକମାନେ ସୋସିୟାଲ ମିଡିୟାରେ ବର୍ତ୍ତମାନ ନିଜର ଅଜୀବ – ଗରିବ ଫଟୋ ଶେୟାର କରୁଛନ୍ତି ।

ପୁରା ବିଶ୍ଵରେ ହେବାକୁ ଲାଗେ ଚର୍ଚା :

ସୋସିୟାଲ ମିଡିୟାରେ ଟୈଲେଂଟେଡ ଲୋକମାନଙ୍କୁ ବହୁତ ଖୋଜାଯାଏ । ଯାହାଙ୍କ ଭିତରେ କିଛି ପ୍ରକାରର ଟୈଲେଂଟ ଥିବ, ସେମାନେ ନିଜର ଟୈଲେଂଟେ କୁ ଶେୟାର କରି ଚର୍ଚିତ ହୋଇ ପାରିବେ । ଯଦି ଆପଣ ସୁନାଦର ଗୀତ ଗାଇ ପାରୁଥିବେ ତେବେ ତାହାର ଭିଡିଓ କରି ସୋସିୟାଲ ମିଡିୟାରେ ଅପ୍ଲୋଡ କରି ପାରିବେ, ଯଦି ଅପଣ ଭଲ ଡାନ୍ସ କରି ପାରୁଛନ୍ତି ତେବେ ଏହାର ବି ଭିଡିଓ ମଧ୍ୟ ଛାଡି ପାରିବେ ।

ଏହି ଭଳି କେତେକ ସୋସିୟାଲ ମିଡିୟାରେ ବହୁତ ମଡେଲଙ୍କର ଫଟୋ ଭାଇରାଲ ହେଉଛି ।

ସୁନ୍ଦରତାର ତୁଳନା କରାଯାଇଥାଏ ପରିମାନଙ୍କ ସହ :

ଆଜି ଆମେ ଆପଣଙ୍କୁ ଏମିତି ଏକ ମଡେଲ ବିଷୟରେ କହିବୁ, ଯିଏକି ସୋସିୟାଲ ମିଡିୟା କାରଣରୁ ବହୁତ ଚର୍ଚିତ ହୋଇଯାଇଛନ୍ତି । ଏହି ମଡେଲ ର ବିଶ୍ଵସାରା ଦିବାନା ଅଟନ୍ତି । ଏହି ବଡ ଦୁନିଆରେ ଭିନ୍ନ ଭିନ୍ନ ପ୍ରକାରର ଲୋକମାନେ ରହୁଛନ୍ତି । ଏମାନଙ୍କ ମଧ୍ୟରେ କେତେକ ବହୁତ ସୁନ୍ଦର ହୋଇଥାନ୍ତି ଏବଂ କେତେକ ଲୋକମାନେ ଏତେ ସୁନ୍ଦର ହୋଇଥାନ୍ତି କି ତାଙ୍କର ତୁଳନା ପରିମାନଙ୍କ ସହ କରାଯାଇଥାଏ ।

ଆଜି ଆମେ ଯେଉଁ ମଡେଲ ବିଷୟରେ କହିବାକୁ ଯାଉଛୁ ସେ କୌଣସି ପରି ଠାରୁ କମ ନୁହଁନ୍ତି  । ଫଟୋ ଦେଖିବା ପାଇଁ ଲୋକମାନେ ପାଗଳ ହୋଇ ଯାଆନ୍ତି :

କହିବାକୁ ଗଲେ ଆମେ ଯେଉଁ ମଡେଲ ବିଷୟରେ କହିବାକୁ ଯାଉଛୁ ତାଙ୍କର ନାମ ‘ନୋୟା କୋହେନ’ ଅଟେ । ସେହି ସୁନ୍ଦର ମଡେଲ ଇଜରାୟଲର ବାସିନ୍ଦା ଅଟନ୍ତି । ବର୍ତ୍ତମାନ ନୋୟା ନିଜର ସୁନ୍ଦରତାରେ ଚାରିଆଡେ ନିଆ ଲଗାଇ ଦେଇଛନ୍ତି । ତାଙ୍କର ବୋଲ୍ଡନେସକୁ ଦେଖି ସମସ୍ତେ ତାଙ୍କର ଚର୍ଚା କରୁଛନ୍ତି ।

ସେ ନିଜର ବୋଲ୍ଡ ଅନ୍ଦାଜ ଦ୍ଵାରା କାହାକୁ ବି ନିଜର ଦିବାନ କରି ଦେବେ । ନୋୟା ନିଜର ଫଟୋ କାରଣରୁ ବର୍ତ୍ତମାନ ସୋସିୟାଲ ମିଡିୟାରେ ଚର୍ଚାର ବିଷୟ ହୋଇଯାଇଛନ୍ତି । ଇଂସ୍ଟାଗ୍ରାମରେ ନୋୟାଙ୍କର ଲକ୍ଷ ଲକ୍ଷ ଫଲୋଅର୍ସ ଅଛନ୍ତି । ଯଦି ଆପଣଙ୍କୁ ଆମର ଏଇ ପୋଷ୍ଟଟି ପସନ୍ଦ ଆସିଥାଏ, ଅଧିକରୁ ଅଧିକ ଶେୟାର କରନ୍ତୁ ଓ ଆମ ପେଜକୁ ଲାଇକ କରନ୍ତୁ । କହିଦେଉଛୁ ଯେ ନୋୟା ଇଅଜରାଇଲ ର ଆର୍ମିରେ ମଧ୍ୟ କାମ କରୁଛନ୍ତି ।