ଜେସିବି ରେ ଫସି କଟିଗଲା କୋବ୍ରା, ପ୍ରତିଶୋଧ ନେବାକୁ ଆସିଲା ନାଗୁଣୀ, ତାହା ପରେ ଯାହା ହେଲା ଜାଣିଲେ ବିଶ୍ବାସ ହେବନି

ନାଗ – ନାଗୁଣୀ ର କାହାଣୀ ଆପଣ ଫିଲ୍ମରେ ବହୁତ ଦେଖିଥିବେ । ଏମିତି ଏକ ଅସଲ କାହାଣୀ ଆପଣଙ୍କୁ କହିବାକୁ ଯାଉଛୁ । ପାନୀପତ – ଖଟୀମା ହାଈୱେ ରେ ପୋଲ ର ନିର୍ମାଣ ଚାଲିଛି । ସେଠି ମାଟି ଖୋଲିବା ସମୟରେ ଗୋଟିଏ କୋବରା ନାଗ ଜେସିବି ର ପଞ୍ଝା ରେ ଫସି କଟି ଗଲା । ତାହା ପରେ ଗୋଟିଏ ନାଗିନ ପ୍ରତିଶୋଧ ନେବା ପାଇଁ ସେଠି ପହଞ୍ଚିଲା ତାକୁ ଦେଖି ଶ୍ରମିକ ମାନେ ଡରି ଗଲେ । ନାଗିନ କୋବରାର ମୁର୍ତ୍ୟୁରେ ଜଳୁ ଥିଲା ।

ସେ ଜେସିବିକୁ ଆୟତ କରି ନେଇଥିଲା । ନାଗିନ ଜେସିବି ଚାଳକ ସାମ୍ନାରେ ଫଣା ଟେକି ବସିଥିଲା । ସମସ୍ତେ ଏହାକୁ ଦେଖି ଡରିଗଲେ ଏବଂ ଜେସିବି ରୁ ଡେଇଁ ପଡିଲେ । ନାଗିନ ୨୪ ଘଣ୍ଟା ପର୍ଯ୍ଯନ୍ତ ଗୋଟିଏ ଜାଗାରେ ବସି ଫଣା ଟେକୁଥିଲା ।

Image courtesy: Google

ଆଖି ସାମ୍ନାରେ ଥିଲା ମୁର୍ତ୍ୟୁ

ଶୁକ୍ରବାର ଦିନ ସକାଳୁ କିଛି ଶ୍ରମିକ ମାଟି ଖୋଲିବା ପାଇଁ ପହଞ୍ଚିଲେ । ମାଟି ଖୋଲିବା ସମୟରେ ସେଠୁ କିଛି ସାପ ଏବଂ ଗାଈ ଆଦି ବାହାରିଲେ । ଏହି ମଧ୍ୟରେ ଗୋଟିଏ କୋବରା ସାପ ଜେସିବି ରେ ଫସି କଟି ଗଲା । କିଛି ସମୟ ପରେ ସେମାନେ ଦେଖିଲେ କି ଏକ ନାଗିନ ଫଣା ଟେକି ବସିଛି ।

Image courtesy: Google

ଏହା ଦେଖି ସେ ଡରି ଗଲେ । କିନ୍ତୁ ପାଖାପାଖି ୨ ଫୁଟ ଦୂରରେ ନାଗିନ ଫଣା ଟେକି ବସିଥିଲା । ତାକୁ ଦେଖି ସମସ୍ତେ ସେଠୁ ଦଉଡି ପଳାଇଲେ । କିଛି ସମୟ ପର୍ଯ୍ୟନ୍ତ ସାପର ଡର ସମସ୍ତଙ୍କ ଭିତରେ ଥିଲା । ଏହାର ଖବର ପୁରା ଗାଁରେ ଖେଳିଗଲା । କେତେକ ସାପ ଧରାଳିଙ୍କୁ ନାଗିନ କୁ ଧରିବା ପାଇଁ ଡକାଗଲା କିନ୍ତୁ ସମସ୍ତେ ଅସଫଳ ରହିଲେ ।

ନାଗିନକୁ ଧରିବା ପାଇଁ ଡକା ଗଲା କିଶାନ କୁ

Image courtesy: Google

ଏହା ପରେ ନାଗିନ କୁ ଧରିବା ପାଇଁ ଜନପଦ ମୁରାଦାବାଦ ଥାନା ଠାକୁରଦ୍ୱାରା ର ଗ୍ରାମ କରନପୁର ଡିଲାରି ନିବାସୀ କିଶାନଙ୍କ ପୁତ୍ର ରାମ୍ମ ସିଂହଙ୍କୁ ଡକା ଗଲା । ପାଖାପାଖି ଦେଢ ଘଣ୍ଟା ପରେ ନାଗିନ କୁ ଧରିବାରେ ସେ ସଫଳ ହେଲେ । ଏହି ବାହାଦୁରି ପାଇଁ ଗ୍ରାମର ପ୍ରଧାନ କିଶନଙ୍କୁ ପାଞ୍ଚ ହଜାର ଟଙ୍କା ଉପହାର ସ୍ୱରୂପ ଦେଲେ । ଏହା ପରେ ସେ ସାପକୁ ନେଇ ପଳାଇଲା । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।