ଏୟାରପୋର୍ଟରେ ବହୁତ ଛୋଟ କପଡାରେ ମିଡିଆ ସାମ୍ନାରେ ଏମିତି Uncomfortable ନଜର ଆସିଲେ Disha Patani

ବଲୀଉଡର ଗ୍ଲାମରସ, ବୋଲ୍ଡ ଓ ସେକ୍ସି ଅଭିନେତ୍ରୀ ଦିଶା ପାଟନୀ ସେହି ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଅଟନ୍ତି ଯିଏ ନିଜକୁ ଫିଟ ରଖିବା ପାଇଁ ବହୁତ ପରିଶ୍ରମ କରିଥାନ୍ତି । ଏହି କାରଣ ଅଟେ କି ତାଙ୍କ ଉପରେ ସବୁ ଡ୍ରେସ ଭଲ ଲାଗି ଥାଏ । ଏହା ଛଡା ଦିଶା ପାଟନୀ ନିଜର ବଡିକୁ ସମସ୍ତଙ୍କ ସାମ୍ନାରେ ଦେଖାଇବାରେ ବି ପଛରେ ରୁହନ୍ତି ନାହିଁ । ଏହି ସମୟରେ ବି ଦିଶା ପାଟନୀ କିଛି ଏହିଭଳି ଅବତାରରେ ନଜର ଆସିଛନ୍ତି ।

ଏୟାରପୋର୍ଟରେ ସ୍ପଟ ହୋଇଥିବା ଦିଶା ପାଟନୀଙ୍କୁ ଏହିଭଳି ଡ୍ରେସରେ ଦେଖାଗଲା ଯେଉଁଥିରେ ତାଙ୍କର ଶରୀରର କିଛି ଅଂସ ଦେଖା ଯାଉଥିଲା । ଯେଉଁଥିପାଇଁ ବି ସେ ମିଡିଆ ସାମ୍ନାରେ ବହୁତ ଅସୁବିଧା ବି ମାନେ କରୁଥିଲେ ।

ଆପଣ ଭିଡିଓରେ ଦେଖି ପାରିବେ କି ଦିଶା ନିଜ ମୁହଁରେ ମାସ୍କ ଲଗାଇ ମିଡିଆକୁ ନଜରଅନ୍ଦାଜ କରି ଏୟାରପୋର୍ଟରୁ ବାହାରକୁ ଯାଉଛନ୍ତି । ମୁମ୍ବାଇ ଏୟାରପୋର୍ଟରେ ନଜର ଆସିଥିବା ଦିଶା ପାଟନୀ ଅଳ୍ପ ହଳଦିଆ ରଙ୍ଗର ଛୋଟ ପ୍ୟାଣ୍ଟ ପିନ୍ଧିଥିଲେ ଓ ଏହା ସହିତ ସେ ଧଳା ରଙ୍ଗର ଟପ ବି ପିନ୍ଧିଥିଲେ । ଏହା ସହିତ ସେ ବିନା ମେକଅପରେ ବି ନଜର ଆସୁଥିଲେ ଓ ନିଜର କେସକୁ ଖୋଲା ଛାଡି ଦେଇଥିଲେ ।

କହିବାକୁ ଗଲେ ଏହା ପ୍ରଥମ ଥର ନୁହେଁ ଯେତେବେଳେ ଦିଶା ଏୟାରପୋର୍ଟରେ ଛୋଟ ଡ୍ରେସରେ ନଜର ଆସିଛନ୍ତି ଏହା ପୂର୍ବରୁ ବି ପ୍ରାୟତଃ ଦିଶା ଏହିଭଳି ଛୋଟ ଛୋଟ ଡ୍ରେସରେ ନଜର ଆସୀସାରିଛନ୍ତି । ଆପଣଙ୍କୁ କହିଦେଉଛୁ କି କିଛି ଦିନ ପୂର୍ବେ ଦିଶା ପାଟନୀ ନିଜର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ । ଯେଉଁଥିରେ ସେ ଛୋଟ ଟପ ପିନ୍ଧିଥିବାର ନଜର ଆସୁଥିଲେ । ଦିଶା ପାଟନୀ ନିଜର ଏହି ଲୁକରେ ବହୁତ ସୁନ୍ଦର ନଜର ଆସୁଥିଲେ ।

ଦିଶା କେବଳ ଏୟାରପୋର୍ଟରେ ନୁହେଁ କୌଣସି ଇଭେଣ୍ଟ କିମ୍ବା ଫିଲ୍ମ ପ୍ରମୋଶନ ପାଇଁ ବି ଛୋଟ ଛୋଟ ଡ୍ରେସ ପିନ୍ଧି ଯାଇଥାନ୍ତି । କିନ୍ତୁ ସବୁଠୁ ଖାସ କଥା ଏହା ଅଟେ କି ସବୁବେଳେ ତାଙ୍କର ଲୁକରେ କିଛି ନା କିଛି ନୂଆ ଦେଖିବାକୁ ମିଳିଯାଏ । ଏହା ସହିତ ପ୍ରାୟତଃ ହୋଟେଲରେ ମଧ୍ୟ ଦିଶା ଛୋଟ ଟପ ପିନ୍ଧିଥିବାର ବି ନଜର ଆସିଥାନ୍ତି । ଯେତେବେଳେ ବି ତାଙ୍କର ଛୋଟ କ୍ରପଟପ ବାଲା ଫଟୋ ସାମ୍ନାକୁ ଆସିଥାଏ ତାହା ଦେଖୁ ଦେଖୁ ବହୁତ ଭାଇରାଲ ହୋଇଯାଏ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।