ପ୍ରାଣ ପ୍ରତିଷ୍ଠା ପରେ ପ୍ରଭୁ ଶ୍ରୀରାମଙ୍କୁ କଣ ପାଇଁ ଭୁଲ ମାଗିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ? PM Modi ।

ସବୁ କିଛି ଖୁସି ମନରେ ସମ୍ପନ୍ନ ହେଲା । ତଥାପି କାହିଁକି ଭଗବାନଙ୍କୁ କ୍ଷମା ମାଗିଛନ୍ତି ମୋଦୀ ? ସବୁ ଆଡେ ଖୁସି ର ମାହୋଲ । ସମସ୍ତେ ହୋଇଥିଲେ ଭାବ ବିହ୍ଵଳ । ଏମିତି କି ମୋଦୀ ମଧ୍ୟ ସେତିକି ଖୁସି ଓ ଆନନ୍ଦିତ ଥିଲେ । ଆଉ ଏହାରି ମଧ୍ୟରେ ଏମିତି କେଉଁ ଭୁଲ ହୋଇଗଲା ଯେଉଁଥି ପାଇଁ ପ୍ରଭୁ ରାମ ଙ୍କୁ କ୍ଷମା ମାଗିଲେ ମୋଦୀ ? ହଁ ଦର୍ଶକ ବନ୍ଧୁ ଲୁହ ଭରା ଆଖିରେ ପ୍ରଭୁ ରାମଙ୍କ ପାଦ ତଳେ ପଡି କ୍ଷମା ମାଗିଛନ୍ତି ନରେନ୍ଦ୍ର ମୋଦୀ ।

ସୂଚନା ଅନୁଯାୟୀ ଖାଦ୍ଯ କୁ ବାରଣ କରି 11 ଦିନ କାଳ ଉପବାସ ରହିଥିଲେ ମୋଦୀ । ସବୁ କଷ୍ଟ କୁ ଖାତିର ନ କରି ବ୍ରତ ରଖିଥିଲେ ମୋଦୀ । ଆଉ ଗତ କାଲୀ ଉପବାସ ଭଙ୍ଗ କରିଥିଲେ ମୋଦୀ ପୂଜା ପରେ । କିନ୍ତୁ ଏମିତି କେଉଁ ଭୁଲ ରହିଗଲା ଯାହା ପାଇଁ କ୍ଷମା ମାଗିଛନ୍ତି ମୋଦୀ ? ମୋଦୀ ତାଙ୍କ ସମ୍ବୋଧନ ରେ କହିଛନ୍ତି ଆଜି ମୁଁ ମଧ୍ୟ ପ୍ରଭୁ ଶ୍ରୀରାମ ଙ୍କୁ କ୍ଷମା ମାଗୁଛି ।

ଆମର ବଳିଦାନ ପ୍ରୟାସରେ ବୋଧ ହୁଏ କିଛି ଅଭାବ ରହିଥିଲା ଅଯାହା ଏତେ ସପ୍ତାଦ୍ଦି ଧରି ଏହି କାମ କରିପାରୁ ନ ଥିଲୁ । ଆଜି ସେଇ ଅଭାବ ପୂରଣ ହୋଇଛି । ହଁ ମୋର ବିଶ୍ଵାସ ଅଛି ଭଗବାନ ରାମ ଆମକୁ କ୍ଷମା କରି ଦେବେ । ବର୍ତ୍ତମାନ ଠାରୁ 1000 ବର୍ଷ ଯାଏଁ ଲୋକ ମାନେ ଏହି ତାରିଖ ଏହି ମୁହୂର୍ତ୍ତ କୁ ମନେ ରଖିବେ । ପ୍ରଭୁ ରାମଙ୍କ ର ଆଶୀର୍ବାଦ ଅଛି ଆମେ ଏହି ମୂହୁର୍ତ୍ତ ରେ ସମସ୍ତେ ବଞ୍ଚିଛୁ । ସାକ୍ଷାତ ରେ ଏହା ଘଟୁଛି ।

ଅଯୋଧ୍ୟାରେ ପ୍ରଭୁ ରାମ ଙ୍କର ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହୋଇ ପାରିଛି । ଏ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ସହ ଅନେକ ବରିଷ୍ଠ ବ୍ୟକ୍ତି ଭଗବାନ ରାମଙ୍କ ପୂଜା ରେ ଉପସ୍ଥିତ ଥିଲେ । ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ମୋଦୀ ଘିଅ ରଙ୍ଗର କୁର୍ତ୍ତା ଧୋତି ପିନ୍ଧିଥିବାର ନଜର ଆସୁଛନ୍ତି । ଏମିତିକି ମୋଦୀ ରାମଲାଲା ଙ୍କ ପାଇଁ ଆରକେ ରୂପାର ମୁକୁଟ ନେଇ ଆଣିଥିଲେ ।

ପ୍ରାଣ ପ୍ରତିଷ୍ଠା ରେ ମୋଦୀ ରାମଲାଲା ଙ୍କୁ ପ୍ରଥମ ଆଳତି କରିବା ସହ ସାଷ୍ଟାଙ୍ଗ ପ୍ରଣିପାତ କରିଥିଲେ । ତେବେ ମୋଦୀ କ୍ଷମା ମାଗିବାର ଗୋଟେ କାରଣ ଯେ ଆଜି ଯାଏଁ ବର୍ଷ ବର୍ଷ ବୀତି ଯାଇଥିଲା । ଆମେ ଏହାକୁ ଗଢିପାରି ନ ଥିଲୁ । ଏବେ ଏହାକୁ ସଫଳତା ର ଗଢିଲୁ । ଆଉ ଏହି ଡେରି ପାଇଁ ମୋଦୀ ଭଗବାନଙ୍କୁ କ୍ଷମା ମାଗିଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।