Gk Questions & Answers- ଯଦି ମା’ର ନାମ Mrs 90, ପୁଅ ର ନାମ 80, ଝିଅର ନାମ 70, ତେବେ କୁହନ୍ତୁ ବାପାଙ୍କ ନାମ କଣ ଅଟେ ?

ଆପଣ ମାନେ ଜାଣିଥିବେ ଯେଉଁ ମାନେ ଇଣ୍ଟରଭିଉରେ ବହୁତ ପ୍ରକାରର ପ୍ରଶ୍ନ ପଚାରିଥାନ୍ତି । ସେମାନେ ଆପଣଙ୍କୁ ବହୁତ କଷ୍ଟ ପ୍ରଶ୍ନ ପଚାରି ଥାନ୍ତି । ସେ ବିଭିନ୍ନ ପ୍ରକାର ପ୍ରଶ୍ନ କରିଥାନ୍ତି । ଏହା ଦ୍ଵାରା ଆମେ ବହୁତ କିଛି ଜାଣି ମଧ୍ୟ ପାରୁ । ଆପଣ ଆମର ଏହି ପ୍ରଶ୍ନ ଓ ଉତ୍ତର ମାଧ୍ୟମରେ ବହୁତ କିଛି ଶିଖିବାକୁ ପାଇବେ । ଯଦି କେଉଁ ପିଲା ପାଠ ପଢୁଥିବ ତାଙ୍କୁ ଆପଣ ଏହି ପ୍ରଶ୍ନ ପଚାରି ମଧ୍ୟ ପାରିବେ ।  ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ।

୧. ସମୁଦ୍ର ରେ ଜନ୍ମ ହୋଇଥିବା କେଉଁ ଜିନିଷ ସମସ୍ତ ଙ୍କ ଘରେ ରହିଥାଏ?
ଉତ୍ତର- ଲୁଣ।

୨. ଲାଲକିଲ୍ଲା ଭାରତ ବ୍ୟତୀତ ଅନ୍ୟ କେଉଁ ଦେଶରେ ଅଛି?
ଉତ୍ତର- ପାକିସ୍ତାନ।

୩. କେଉଁ ଦେଶରେ କ୍ଷୀର ବିକ୍ରି କରିବା ଅପରାଧ ବୋଲି ମାନା ଯାଇଥାଏ?
ଉତ୍ତର- ଫିନ୍ ଲ୍ୟାଣ୍ଡ।

୪. କେଉଁ ଦେଶରେ କୁକୁର କୁ ମଧ୍ୟ କାର୍ ଚଲାଇବା ଶିଖା ଯାଇଥାଏ?
ଉତ୍ତର- ନ୍ୟୁଜିଲ୍ୟାଣ୍ଡ।

୫. କୋର୍ଟ ରେ ଗୀତା ଉପରେ ହାତ ରଖି ପ୍ରତିଜ୍ଞା କଣ ପାଇଁ ନିଆ ଯାଇଥାଏ?
ଉତ୍ତର- କାରଣ ତାହା ଏକ ପବିତ୍ର ଗ୍ରନ୍ଥ ଅଟେ।

୬. ମନୁଷ୍ୟ ୨୪ ଘଣ୍ଟା ମଧ୍ୟରେ କେତେ ଥର ନିଶ୍ୱାସ ନେଇଥାଏ?
ଉତ୍ତର- ୧୭ ରୁ ୩୦ ହଜାର ପର୍ଯ୍ୟନ୍ତ।

୭. ବିଶ୍ୱ ରେ ଏଭଳି କେଉଁ ଦେଶ ରହିଛି ଯେଉଁଠାରେ ଗୋଟିଏ ମଧ୍ୟ ନଦୀ ରହି ନାହିଁ?
ଉତ୍ତର- ସାଉଦି ଆରବ।

୮. ଏଭଳି କେଉଁ ପ୍ରାଣୀ ରହିଛି ଯିଏ ନର ରୁ ମାଦା ହୋଇ ପାରିବ?
ଉତ୍ତର- ଝିଟିପିଟି ଏବଂ ଅକ୍ଟୋପସ।

୯. ବିଶ୍ୱ ର କେଉଁ ଦେଶରେ କପଡ଼ା ରେ ଖବର କାଗଜ ଛପା ହୋଇଥାଏ?
ଉତ୍ତର- ସ୍ପେନ।

୧୦. ସବୁଠାରୁ ପ୍ରଥମେ କେଉଁ ଦେଶରେ ନୋଟ ବନ୍ଦୀ ହୋଇଥିଲା?
ଉତ୍ତର- ଘନା ଦେଶରେ।

୧୧. ଗୋଟିଏ ବର୍ଷ ରେ ସମୁଦାୟ କେତେ ମିନିଟ ହୋଇଥାଏ?
ଉତ୍ତର- ୫୨୫୬୦୦ ମିନିଟ।

୧୨. ଏଭଳି କିଏ ଅଛି ଯାହାର ଟିକଟ ହୋଇନଥାଏ?
ଉତ୍ତର- ନବଜାତ ଶିଶୁ।

୧୩. ଛୋଟ ଭାରତ ବୋଲି କେଉଁ ଦେଶକୁ କୁହାଯାଏ?
ଉତ୍ତର- ଫିଜି ଦେଶ।

୧୪. ଦେଶରେ ପ୍ରତି ବର୍ଷ କେତେ ଜଣ ବ୍ୟକ୍ତି ତମ୍ବାକୁ ଖାଇ ରୋଗରେ ପୀଡିତ ହୋଇ ମୃତ୍ୟୁ ବରଣ କରନ୍ତି?
ଉତ୍ତର- ପାଖାପାଖି ୮ ଲକ୍ଷ।

୧୫. ଭାରତର ସବୁଠାରୁ ଅଧିକ ମହଙ୍ଗା ଫିଲ୍ମ କଣ ଅଟେ?
ଉତ୍ତର- ବହୁବଲି ୨।

୧୬. ଦେଶର କେଉଁ ରାଜ୍ୟ ରେ ଝିଅ ଓ ପୁଅ ଉଭୟ ଏକାଠି ବୁଲି ପାରିବେ ନାହିଁ?
ଉତ୍ତର- ମିଜୋରାମ।

୧୭. କେଉଁ ପ୍ରାଣୀ ମନୁଷ୍ୟ ର ସବୁଠାରୁ ବଡ଼ ଶତ୍ରୁ ଅଟେ?
ଉତ୍ତର- ମଶା।

୧୮. ବିଶ୍ୱ ର ସବୁଠାରୁ ତୀବ୍ର ଗତି ରେ ଦୌଡୁ ଥିବା ମନୁଷ୍ୟ କିଏ?
ଉତ୍ତର- ଉସେନ ବୋଲ୍ଟ।

୧୯. ଭାରତରେ କେତେ ପ୍ରତିଶତ ଲୋକ ଇମାନଦାର ଅଟନ୍ତି?
ଉତ୍ତର- ଏହି ଦୁନିଆ ରେ କେହି ମଧ୍ୟ ଇମାନଦାର ନୁହଁନ୍ତି।

୨୦. ଦୁନିଆର ସବୁଠାରୁ ଛୋଟ ଦେଶ କଣ ଅଟେ?
ଉତ୍ତର- ବେଟିକନ୍ ଦେଶ।

୨୧. କେଉଁ ଦେଶରେ ଗୋଟିଏ ମଧ୍ୟ ଛୁଆ ଜନ୍ମ ନେଇ ନଥାନ୍ତି?
ଉତ୍ତର- ବେଟିକନ ଦେଶ।

୨୨. ସବୁଠାରୁ ବୁଦ୍ଧିମାନ ମାଛ କିଏ?
ଉତ୍ତର- ଡଲଫିନ୍।

୨୩. ବିଶ୍ୱ ର ସବୁଠାରୁ ବଡ଼ ଫଳ କଣ ଅଟେ?
ଉତ୍ତର – ପଣସ।

୨୪. ମନୁଷ୍ୟ କୁ ଗୋଟିଏ ଦିନ ରେ କେତେ ମାତ୍ରାରେ ପାଣି ପିଇବା ଆବଶ୍ୟକ?
ଉତ୍ତର- ଅତିକମ ରେ ୮ ଲିଟର।

୨୫. ତାଜମହଲ ତିଆରି ହେବା ପାଇଁ କେତେ ସମୟ ଲାଗିଥିଲା?
ଉତ୍ତର- ୨୨ ବର୍ଷ।

୨୬. ସୁନା ର ଏଭଳି କେଉଁ ଜିନିଷ ରହିଛି ଯାହା ବଣିଆ ବିକ୍ରି କରି ନଥାଏ?
ଉତ୍ତର- ସୁନାର ଚାରପାଇ।

୨୭. ଏଭଳି କେଉଁ ଜିନିଷ ରହିଛି ଯାହା ସର୍ବଦା ଓଦା ରହିଥାଏ?
ଉତ୍ତର- ଜିଭ।

୨୮. ବେଙ୍ଗ ର ଜୀବନ କାଳ କେତେ ବର୍ଷ ପର୍ଯ୍ୟନ୍ତ ହୋଇଥାଏ?
ଉତ୍ତର- ୫ ରୁ ୧୫ ବର୍ଷ।

୨୯. ଯଦି ମା’ର ନାମ Mrs 90, ପୁଅ ର ନାମ 80, ଝିଅର ନାମ 70, ତେବେ କୁହନ୍ତୁ ବାପାଙ୍କ ନାମ କଣ ଅଟେ ?
ଉତ୍ତର- Mr 90

କାରଣ ସ୍ତ୍ରୀ ଙ୍କୁ ସବୁବେଳେ Mrs+ସ୍ବାମୀଙ୍କ ନାମ ରେ ଡକାଯାଏ । ଯେମିତି କି Mr Rahul ଙ୍କ ସ୍ତ୍ରୀ ଙ୍କୁ Mrs Rahul ।

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।