ଯଦି କେହି ଆପଣଙ୍କ ହୃଦୟ ଭାଙ୍ଗି ଦେଉଛି ତ କଣ ସେ ଆପଣଙ୍କୁ ମନେ ପକାଉଥିବା ? -Krishna Vani

ଯେବେ କୌଣସି ମନୁଷ୍ୟ ଆପଣଙ୍କ ଜୀବନରୁ ଦୂରକୁ ଚାଲିଯାଏ ବା ଆପଣଙ୍କ ସମ୍ପର୍କ ଛିର୍ଣ୍ଣ କରିଦିଏ ତେବେ ସେତେ ବେଳେ ଏହି ପ୍ରଶ୍ନ ଉଠେ କି ସେ ଆପଣଙ୍କୁ ମନେ ପକାଉଥିବ କି ନାହିଁ । ସେ ଆପଣଙ୍କ ବିଷୟରେ କିଛି ଭାବୁଥିବ କି ନାହିଁ । କିନ୍ତୁ ସେତେବେଳେ ଏହି ପ୍ରଶ୍ନ ଉଠେ କି ଆପଣ କଣ ଭାବୁଥିବେ । କଣ ଆପଣ ବି ଆପଣଙ୍କ ବିଷୟରେ ଭାବିବା ଆରମ୍ଭ କରିଦେଇଛନ୍ତି ନା ନାହିଁ ନା ଆପଣ ଏବେ ବି ତାଙ୍କ ବିଷୟରେ ଚିନ୍ତା କରୁଛନ୍ତି ।

ଯଦି ଆପଣଙ୍କର କାହା ସହ ସମ୍ପର୍କ ଛିର୍ଣ ହୋଇଯାଇଛି ତ ସେ କଣ ଭାବୁଥିବ ଆପଣଙ୍କୁ କୌଣସି ଫରକ ପଡିବା ଉଚିତ ନୁହେଁ । ଯଦି ଆପଣଙ୍କ ପ୍ରେମ ଥିଲା ବା ଆପଣ ତାକୁ ନିଜ ହୃଦୟରୁ ପ୍ରେମ କରୁଥିଲେ ତଥାପି ସେ ଆପଣଙ୍କ ସହ ସମ୍ପର୍କ ଛିର୍ଣ୍ଣ କରିଦେଲା ତ ସେହି ମନୁଷ୍ୟ  କେବେ ବି ଯୋଗ୍ୟ ବିବେଚନା କରୁନାହିଁ କି ଆପଣ କେବେ ବି ତାଙ୍କ ବିଷୟରେ କିଛି ବି ଭାବନ୍ତୁ ।

ଏବେ ସମୟ ଆସିଛି ଆପଣ ନିଜେ ଆପଣଙ୍କ ଜୀବନ ବିଷୟରେ ଭାବନ୍ତୁ । କାହିଁକି ନା ଆପଣ ସେହି ମନୁଷ୍ୟ ପ୍ରତି ନିଜ ଜୀବନକୁ ବାଜି ଲଗାଇଦେଲେ । ତଥାପି ସେ ଆପଣଙ୍କୁ ଛାଡି ଚାଲିଗଲା । ଆପଣ ଏବେ ବି ଭାବୁଛନ୍ତି କି ସେ ଆପଣଙ୍କ ବିଷୟରେ ଭାବୁଛି କି ନାହିଁ । ଯେତେବେଳେ ଆପଣଙ୍କର କାହା ସହ ସମ୍ପର୍କ ଭାଙ୍ଗିଯାଏ ତେବେ ଆରମ୍ଭରୁ ସେ ମନୁଷ୍ୟ ଶାନ୍ତି ଅନୁଭବ କରିଥାଏ । ସେହି ମନୁଷ୍ୟ ଭାବିଥାଏ କି ସବୁଦିନର ଖିଟ ପିଟ ରୁ ମୁକ୍ତି ମିଳିଗଲା ।

ଯେତେବେଳ ପର୍ଯ୍ୟନ୍ତ ତାକୁ ଆପଣଙ୍କର ପ୍ରେମ ମିଳୁଥିଲା ସେତେବେଳ ପର୍ଯ୍ୟନ୍ତ ସେ ବୁଝିପାରେନା କି ଆପଣ ତାଙ୍କ ପାଇଁ କଁ ଥିଲେ । ତାଙ୍କର ସବୁ ଆବଶ୍ୟକତା ବେଳେ ଆପଣ ତାଙ୍କ ପାଖରେ ଥାଆନ୍ତି । ସେତେବେଳେ ତାଙ୍କୁ ଆପଣଙ୍କର ଉପସ୍ଥିତି ତାଙ୍କୁ କୌଣସି ପ୍ରଭାବ ପକାଇ ନଥାଏ । ସେ ଆପଣଙ୍କୁ ନିଶ୍ଚିତ ମନେ ପକାଉଥିବ ଯେତେବେଳେ ଆପଙ୍କର ଆବଶ୍ୟକତା ତାଙ୍କୁ ଦରକାର ପଡୁଥିବ ।

ଯଦି ଆପଣଙ୍କର କାହା ସହ ଗଭୀର ସମ୍ପର୍କ ଥିଲା ତେବେ ସେ ଆପଣଙ୍କୁ ନିଶ୍ଚିତ ମନେ ପକାଉଥିବ । କାହିଁକି ନା ଆପଣ ଏକା ସମୟ ନଷ୍ଟ କରି ନାହାନ୍ତି ସେ ମଧ୍ୟ ସମୟ  କରିଥିଲା । ଆପଣ ଯେତେ ପର୍ଯ୍ୟନ୍ତ ଭାବୁଥିବେ କି ସେ ଫେରି ଆସୁ ଆପଣଙ୍କ ସହ କୌଣସି ପ୍ରକାରର ସମ୍ପର୍କ ସ୍ଥାପନ କରୁ , ଏହା ମୁସକିଲ ହୋଇଥାଏ କାହିଁକି ନା ସେ ଜାଣିଥାଏ କି ଆପଣଙ୍କ ଜୀବନରେ ସେ ଯେତେବେଳେ ଚାହିଁବ ପୁଣି ଆସିପାରିବ ।

ଯେଉଁଦିନ ସେ ଭାବିବ କି ଆପଣଙ୍କ ଜୀବନକୁ ସେ ଆଉ ଫେରି ଆସିପାରିବ ନାହିଁ ବା ସେ ଯେଉଁ ଦିନ ଭାବିବ କି ସତରେ ସେ ଆପଣଙ୍କୁ ହରେଇ ଦେଇଛି । ସେ ଯେତେ ଚେଷ୍ଟା କଲେ ବି ଆପଣ ଆଉ ତାକୁ ମିଳିବେ ନାହିଁ ସେଦିନ ନିଶ୍ଚିତ ଭାବରେ ସେ ଆପଣଙ୍କୁ ମିଶ କରିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।