ଯଦି ଘରେ ଦେଖାଯାଏ ଏହି ୫ ଟି ମଧ୍ୟରୁ କୌଣସି ଗୋଟିଏ ବି ସଂକେତ ତେବେ ବୁଝି ଯାଆନ୍ତୁ କି ଆପଣଙ୍କ ଉପରେ ମାତା ଲକ୍ଷ୍ମୀ କୃପା କରିଛନ୍ତି, ଭୁଲରେ ବି କରନ୍ତୁ ନାହିଁ ନଜରଅନ୍ଦାଜ

ହିନ୍ଦୁ ଧର୍ମ ଶାସ୍ତ୍ରଗୁଡିକରେ ମାତା ଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଏ । କୁହାଯାଏ କି ଧନର ଦେବୀ ମାତା ଲକ୍ଷ୍ମୀ ବହୁତ ଚଞ୍ଚଳ ସ୍ଵଭାବର ଅଟନ୍ତି । ଯେଉଁ କାରଣରୁ କେବେ ବି ସେ କୌଣସି ଗୋଟିଏ ଘରେ ସ୍ଥାୟୀ ହୋଇ ରୁହନ୍ତି ନାହିଁ ଓ ସମୟ ସମୟରେ ସେ ସବୁ ଘର ଉପରେ ନିଜର ଜୃପା ଦୃଷ୍ଟି ରଖିଥାନ୍ତି । କହିବାକୁ ଗଲେ ଆମ ଶାସ୍ତ୍ରରେ ଏମିତି ବହୁତ ଉପାୟ ବିଷୟରେ କୁହାଯାଇଛି ଯାହାକୁ କରିବା ଦ୍ଵାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।

Image courtesy: Google

କିନ୍ତୁ ବିଷ୍ଣୁ ପୁରାଣରେ ମାତା ଲକ୍ଷ୍ମୀଙ୍କ ବିଷୟରେ ଏମିତି କିଛି ତଥ୍ୟ ଉଲ୍ଲେଖନୀୟ ଅଛି ଯାହା ବିଷୟରେ ଜାଣିବା ଆମ ପାଇଁ ବହୁତ ହିତକର ପ୍ରମାଣିତ ହୋଇପାରେ । କହିଦେଉଛୁ କି ବିଷ୍ଣୁ ପୁରାଣ ଅନୁସାରେ ମାତା ଲକ୍ଷ୍ମୀ କୌଣସି ବି ଘରେ ବାସ କରିବା ପୂର୍ବରୁ ସେଠାରେ ରହୁଥିବା ଲୋକମାନଙ୍କୁ କିଛି ନା କିଛି ସଂକେତ ନିଶ୍ଚିତ ଦେଇଥାନ୍ତି ।

ଆଜି ଆମେ ଆପଣଙ୍କୁ ଏମିତି ହିଁ ୫ ଟି ସଂକେତ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣ ଅନୁଭବ କରିବାର ଅର୍ଥ ଅଟେ କି ଜଲ୍ଦି ଆପଣଙ୍କର ଭାଗ୍ୟ ଚମକିବ ଓ ମାତା ଲକ୍ଷ୍ମୀଙ୍କର କୃପା ଆପଣଙ୍କୁ ମିଳିବ ।

ପେଚା

Image courtesy: Google

ବିଷ୍ଣୁ ପୁରାଣରେ ଉଲ୍ଲେଖ ଅଛି କି ପେଚା ମାତା ଲକ୍ଷ୍ମୀଙ୍କର ବାହନ ଅଟେ । ସେଥିପାଇଁ ଯଦି ଆପଣଙ୍କ ଘର ଆଖପାଖରେ କେଉଁଠି ବି ପେଚା ନଜର ଆସୁଛି ତେବେ ବୁଝି ଯାଆନ୍ତୁ କି ମାତା ଲକ୍ଷ୍ମୀଙ୍କ ପାଦ ଜଲ୍ଦି ଆପଣଙ୍କ ଘରେ ପଡିବାର ଅଛି ।

ସବୁଜ ବସ୍ତୁ

ଯଦି ଆପଣଙ୍କୁ ଅଚାନକ ସବୁଜ ଜିନିଷ ଯେମିତି କି ଗଛଲତା, ପତ୍ର ଇତ୍ୟାଦି ଆଖପାଖରେ ନଜର ଆସୁଛି ତେବେ ବୁଝି ଯାଆନ୍ତୁ କି ମାତା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ଜଲ୍ଦି ପଡିବାର ଅଛି ।

ଝାଡୁ

Image courtesy: Google

ଯଦି ଆପଣଙ୍କୁ ସକାଳେ ଘରୁ ବାହାରକୁ ବାହାରିବା ସମୟରେ କେହି ଝାଡୁ ଲଗାଉଥିବାର ନଜର ଆସୁଛି ତେବେ ବୁଝି ଯାଆନ୍ତୁ କି ବହୁତ ଜଲ୍ଦି ମାତା ଲକ୍ଷ୍ମୀଙ୍କର ଆଗମନ ହେବାର ଅଛି ଓ ଆପଣଙ୍କର ଭାଗ୍ୟ ବଦଳିବାର ଅଛି । କାରଣ ଝାଡୁ ମାତା ଲକ୍ଷ୍ମୀଙ୍କୁ ବହୁତ ପସନ୍ଦ ହୋଇଥାଏ ।

ଶଙ୍ଖ

Image courtesy: Google

ଯଦି ସକାଳେ ଉଠିବା ମାତ୍ରେ ହିଁ ଆପଣଙ୍କୁ କେଉଁଠି ଶଙ୍ଖର ଆବାଜ ଶୁଣିବାକୁ ମିଳୁଛି ତେବେ ଏହାର ଅର୍ଥ ହୋଇଥାଏ କି ମାତା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ପଡିବାର ଅଛି ।

ଆଖୁ

ଯଦି ଆପଣଙ୍କୁ ସକାଳ ସମୟରେ ଆଖୁ ନଜର ଆସୁଛି ତ ବୁଝି ଯାଆନ୍ତୁ କି ଭବିଷ୍ୟତରେ ଧନ ସମ୍ବନ୍ଧିତ ମାମଲାରେ ଆପଣଙ୍କୁ ସଫଳତା ମିଳିବାର ଅଛି ନଚେତ ଟଙ୍କା ଆୟର ବିଭିନ୍ନ ଉପାୟ ମିଳିପାରେ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।