ରବୀନ୍ଦ୍ର ଜାଡେଜାଙ୍କୁ କିଏ ଦେଇଛନ୍ତି ସାର ଜାଡେଜା ର ନାଁ ?

ରବୀନ୍ଦ୍ର ଜାଡେଜାଙ୍କୁ କାହିଁକି କୁହାଯାଏ ସାର ଜାଡେଜା ? ଜାଡେଜାଙ୍କୁ କିଏ ଦେଇଥିଲେ ଏହି ନା ? ହଁ ଦର୍ଶକ ବନ୍ଧୁ ଭାରତୀୟ କ୍ରିକେଟର ଜଣେ ଦକ୍ଷ ଅଲ ରାଉଣ୍ଡର । ବୋଲିଙ୍ଗ, ବ୍ୟାଟିଙ୍ଗ, ଫିଲଡିଙ୍ଗ ସବୁଥିରେ ସେ ପାରଙ୍ଗ । ବେ ଏ ଖେଳାଳିଙ୍କୁ ନେଇ ବେଶ ଚର୍ଚ୍ଚା । IPL ରେ ଚେନ୍ନାଇ ସୁପର କିଙ୍ଗସକୁ ଚାମ୍ପିୟାନ କରାଇବା ପରେ ଚାରିଆଡେ ଜାଡେଜାକୁ ପ୍ରଶଂସା ମିଳୁଛି ।

ସୋସିଆଲ ମିଡିଆରେ ସାରା ଜାଡେଜାଙ୍କ ନାଁରେ ଅନେକ ପୋଷ୍ଟ ମଧ୍ୟ ଦେଖିବାକୁ ମିଳୁଛି । ତେବେ ତାଙ୍କୁ କାହିଁକି ସାର ବୋଲି କୁହାଯାଇଛି ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛି । ସୋସିଆଲ ମିଡିଆ ହେଇ କି ନିଜର ଟିମ ମେମ୍ବର ତାଙ୍କୁ ସମସ୍ତେ ଏହି ନାଁ ରେ ହିଁ ଡାକିଥାନ୍ତି ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ନାଁ ତାଙ୍କୁ କ୍ଯାପଟେନ ମହେନ୍ଦ୍ର ସିଂ ଧୋନୀ ଦେଇଛନ୍ତି । IPL 2013 ସମୟରେ ଧୋନୀ ଜାଡେଜାଙ୍କୁ ଏଇ ସାର ବୋଲି ସମ୍ବୋଧନ କରିଥିଲେ । ଆଉ ସେବେ ଠାରୁ ଜାଡେଜା ଙ୍କୁ ସମସ୍ତେ ସାରା ରବୀନ୍ଦ୍ର ନାମରେ ଜାଣିଛନ୍ତି । 2013ରେ ଧୋନୀ ଏ ଟ୍ବିଟ କରିଥିଲେ ।

ଯେଉଁଥି ରେ ସେ ଲେଖିଥିଲେ କି ସାରା ଜାଡେଜା କ୍ୟାଚ ଧରିବାକୁ ଦୌଡି ନ ଥାନ୍ତି ବରଂ ବଲ ଆପେ ଆପେ ଖୋଜି ତାଙ୍କ ପାଖକୁ ଚାଲି ଆସେ । ଏପରି ଆଉ ଟ୍ଵିଟ ରେ ଧୋନୀ ଲେଖିଥିଲେ ସାର ଜାଡେଜା ଯେବେ ନିଜ କାର ଚଲାନ୍ତି ସେତେବେଳେ କାର ଛିଡା ହୋଇଥାଏ ଆଉ ରାସ୍ତା ଚାଲିବାକୁ ଲାଗିଥାଏ ।

ଆଉ ସେ ଯେବେ ବ୍ଯାଟିଙ୍ଗ କରିବାକୁ ଆସନ୍ତି ସେତେବେଳେ ପ୍ୟାଭିଲର ପିଚ ଆଡକୁ ଚାଲି ଆସେ । ଧୋନୀଙ୍କର ଏମିତି ଅନେକ ଟ୍ଵିଟ ଭାଇରାଲ ହୋଇଛି ଏଉନଥି ରେ ସେ ଜାଡେଜା ଙ୍କୁ ସାର ବୋଲି ସମ୍ବୋଧନ କରିଛନ୍ତି । ଅନ୍ୟ ଏକ ଟ୍ବିଟ ରେ ଧୋନୀ କହିଥିଲେ ଯେବେ ଭଗବାନ ଙ୍କୁ ଲାଗିଲା ରଜନୀକାନ୍ତ ସାର ବାହା ହେଉଛନ୍ତି ସେତେବେଳେ ସେ ଜାଡେଜା ଙ୍କୁ ତିଆରି କରିଥିଲେ ।

2012ରେ ଘରୋଇ କ୍ରିକେଟ ରେ ରବୀନ୍ଦ୍ର ଜାଡେଜା 320 ରନ ର ବିଶାଳ ପାଳି ଖେଳି ବଡ ରେକର୍ଡ କରିଥିଲେ । ଯାହା ପରେ ପରେ ଧୋନୀ ତାଙ୍କୁ ସାର ଡାକିବା ଆରମ୍ଭ ଅଋ ଦେଇଥିଲେ । ଖାଲି ଧୋନୀ ନୁହେଁ ଅନ୍ୟ ଟିମ ମେମ୍ବର ମଧ୍ୟ ଜାଡେଜା ଙ୍କୁ ସାର ସମ୍ବୋଧନ କରିଥାନ୍ତି ।

ଜାଡେଜା ଟିମ ଇଣ୍ଡିଆ ପାଇଁ ବୋଲିଙ୍ଗ ଓ ବ୍ୟାଟିଙ୍ଗ ଉଭୟରେ ଚମତ୍କାର ପ୍ରଦର୍ଶନ କରିଥାନ୍ତି । 64ଟି ଟେଷ୍ଟ ମ୍ଯାଚ ଖେଳି ସେ 258 ରନ ଓ 264 ୱିକେଟ ନେଇଛନ୍ତି । ସେହିପରି ଦିନିକିଆରେ 174 ମ୍ଯାଚ ରେ 2526 ରନ କରି 191 ୱିକେଟ ନେଇଛନ୍ତି ।

ଟି-20 ରେ 65 ମ୍ଯାଚରେ 472 ରନ ହାସଲ କରିଥିବା ବେଳେ 52ଟି ୱିକେଟ ହାସଲ କରିଛନ୍ତି । 2023 IPL ଚେନ୍ନାଇକୁ ଚାମ୍ପିୟାନ କରିବାରେ ଜାଡେଜାଙ୍କର ବଡ ଅବଦାନ ରହିଛି । ଶେଷ ରନ ରେ ଜାଡେଜା ଛକା ଚୌକା ମାରି ଚେନ୍ନାଇ କୁ ବିଜୟୀ କରାଇଥିଲେ । ବନ୍ଧୁଗଣ ଆପଣଙ୍କୁ ରବୀନ୍ଦ୍ର ଜାଡେଜାଙ୍କ ପର୍ଫୋମାଂସ କେମିତି ଲାଗିଲା ଆମକୁ କମେଣ୍ଟରେ ଜଣାଇବେ, ଧନ୍ୟବାଦ ।