ଆଜିର ରାଶିଫଳ, 2 ଜୁନ 2023, ଶୁକ୍ରବାର, ଲକ୍ଷ୍ମୀଙ୍କ କୃପା ରହିବ ଏହି 6ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ 2 ଜୁନ ୨୦୨3 ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ସମାଜରୁ କାର୍ଯ୍ୟ କୁ ନେଇ ଚିନ୍ତାରେ ଅଛନ୍ତି ତେବେ ତାହାର ସମାଧାନ ମିଳିବ । ସନ୍ତାନ ଙ୍କ ସହ ସମ୍ପର୍କ ଭଲ ରହିବ । ଜୀବନ ସାଥିଙ୍କ ସହ ସମ୍ପର୍କ ଠିକ ଠାକ ରହିବ । କାର୍ଯ୍ୟ ରେ ସଫଳତା ପାଇବେ । ଛାତ୍ର ଙ୍କ ପାଇଁ ଦିନ ବେହତର ସାବ୍ୟସ୍ତ ହେବ । ଇଚ୍ଛିତ ପରିଣାମ ପ୍ରାପ୍ତ ହେବ । ଆଜି ପ୍ରେମ ଓ ନିକର ସମ୍ପର୍କ ର ମାମଲାରେ ନିସ୍ପତି ଠିକ ନେବେ । ଯୁବକଙ୍କର ପୁରା ଦିନ ଖୁସି ରେ ଭରପୁର ରହିବ । ବ୍ୟାପାରରେ ଅଚାନକ ଲାଭ ମିଳିବା ଆରମ୍ଭ ହୋଇଯିବ ।

ବୃଷ ରାଶି : ଆତ୍ମବିଶ୍ଵାସ କୁ ବଢାଇବାର ଅଛି । କ୍ଯାରିୟର କୁ ବେହତର ବନାଇବାର ଅବସର ମିଳିବ । ମାତା ପିତା ଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ପାରିବାରିକ ସମସ୍ଯା ଦୂର ହେବ । ଘରେ ସୁଖ ଶାନ୍ତି ରହିବ । ଆପଣ ବିବାଦ ଠାରୁ ବଞ୍ଚିତ ରୁହନ୍ତୁ । ବିଜନେସ ରେ କିଛି ନୂଆ ପ୍ଳାନ କରିବେ । ଯାହା ପାଇଁ ଆପଣଙ୍କ ଖୁସି ଦୁଇ ଗୁଣା ହେବ ।ନୂଆ ସମ୍ପର୍କ ପ୍ରତିଷ୍ଠା ହେବ ।

ମିଥୁନ ରାଶି : ସେମାନଙ୍କ ଉପରେ ନଜର ରଖନ୍ତୁ ଯେଉଁ ମାନେ ଆପଣଙ୍କୁ ଭୁଲ ରାସ୍ତା ରେ ନେଇ ଅଯାଉଛନ୍ତି । ଆଜି ଆପଣ ବହୁତ ଚିନ୍ତାରେ ରହିବେ । ଲେଖକ ନିଜର ବହି ଲେଖିବାରେ ସଫଳ ହେବେ । ଆଜି ବ୍ୟବସାୟ ରେ ନୂଆ ଅବସର ପ୍ରାପ୍ତ ହେବ । ଚାକିରି ରେ ଅବସର ମିଳିବ । ବାହନ ଚଳାଇବା ସମୟରେ ସତର୍କ ରହିବାର ଜରୁରତ ଅଛି । ତରବର ହେବା କାରଣରୁ ମୂଲ୍ୟବାନ ବସ୍ତୁ ହଜି ଯାଇପାରେ ।

କର୍କଟ ରାଶି : ବୈବାହିକ ଜୀବନ ସୁଖମୟ ରହିବ । କିଛି କଥାକୁ ନେଇ ଜୀବନ ସାଥିଙ୍କ ସହ ଚର୍ଚ୍ଚା ହୋଇପାରେ । ଆପଣଙ୍କ ବାଣୀ ବଳରେ ଭାବିଥିବା କାମ ପୁରା ହେବ । ସଙ୍ଗୀତ କ୍ଷେତ୍ର ସହ ଜଡିତ ଲୋକଙ୍କୁ ଉନ୍ନତି ପାଇଁ ଅନେକ ନୂଆ ରାସ୍ତା ନଜର ଆସିବ । ଆର୍ଥିକ ସ୍ଥିତି ମଜବୁତ ହେବ । ଫର୍ଣ୍ଣିଚର ର କାରୋବାର କରୁଥିବା ଲୋକଙ୍କୁ ଭଲ ଲାଭ ହେବ । ଆଜି ଦିନରେ ଆପଣ ଭରପୁର ଜୋସ ସହକାରେ ମସ୍ତି କରିବେ । ଆଜି ସ୍ଥିତି ଅନୁକୂଳ ରହିବ ।

ସିଂହ ରାଶି : ଆପଣ ପରିଶ୍ରମ ଦ୍ଵାରା ବାଧା ଦୂର କରିବେ । ଦୁର୍ଘଟଣା ରୁ ବଞ୍ଚିତ ରୁହନ୍ତୁ । ଉଚ୍ଚ ଶିକ୍ଷା ଗ୍ରହଣ କରୁଥିବା ଛାତ୍ର ନିଜ ପାଇଁ ଆଶାବାଦୀ ରହିବେ । ଏମିତି କ୍ଷେତ୍ରରେ କାମ କରିବା ପାଇଁ ଆଗ୍ରହୀ ହେବେ ଯାହା ସେମାନଙ୍କ ପଢା କ୍ଷେତ୍ରକୁ ନେଇ ରହିବ । ଆଜି ଅନ୍ୟ ର କାମରେ ଦଖଲ ଅନ୍ଦାଜ କରନ୍ତୁ ନାହିଁ । ପରିବାରର ଲୋକ ଅନୁକୂଳ ବ୍ୟବହାର କରିବେ । ବ୍ୟବସାୟ ଠିକ ଚାଲିବ । ନେଗେଟିଭ ବିଚାର ଠାରୁ ଦୂରେଇ ରୁହନ୍ତୁ ।

କନ୍ୟା ରାଶି : ଶାରୀରିକ ରୂପ ରେ ବଞ୍ଚିକି ରୁହନ୍ତୁ । ବରିଷ୍ଠ ବ୍ୟକ୍ତିଙ୍କ ସହାୟତରେ କାର୍ଯ୍ୟ ରେ ଆସୁଥିବା ବାଧା ଦୂର ହୋଇ ଲାଭର ସ୍ଥିତି ଦେଖାଯିବ । ଚାକିରି କରୁଥିବା ଲୋକ ନିଜ ପାଇଁ ନୂଆ ଅବସର ପ୍ରାପ୍ତ କରିବେ । ଆଜି ଧର୍ଯ୍ୟ ହରାନ୍ତୁ ନାହିଁ । ଆପଣଙ୍କ ଭାଗ୍ୟ ରେ ବହୁତ କିଛି ନୂଆ ଅଛି । ଆଜି ଆପଣ ଅଭୂଲା ସ୍ମୃତି ମନେ ପକାଇ ଭଲ ଅନୁଭବ କରିବେ । ଘର ପରିବାରର ବାତାବରଣ ଶାନ୍ତିଦାୟକ ବଜାୟ ରହିବ ।

ତୁଳା ରାଶି : ଆଧ୍ୟାତ୍ମିକତା ପ୍ରତି ଆଗ୍ରହୀ ହେବେ । ଯାହା ସହ ଆପଣ ବିବାହ କରିବାକୁ ଚାହୁଁ ଛନ୍ତି ତାଙ୍କ ତରଫରୁ ଆଜି ପଜେଟିଭ ସିଗନାଲ ମିଳିବ । ଆଜି ଆପଣ ନିଜ ଭାଗ୍ୟକୁ ପରୀକ୍ଷା କରିବେ । ବିବାହ ର ପ୍ରସ୍ତାବ ଆସିପାରେ । ଆପଣଙ୍କ ଦ୍ଵାରା କରା ଯାଇଥିବା କାର୍ଯ୍ୟ ରେ ଭାରି ଧନ ଲାଭ ମିଳିପାରେ । ଆଜି ଅଫିସ କାମରେ ଆପଣଙ୍କୁ ଚ୍ୟାଲେଞ୍ଜର ସମାନ କରିବାକୁ ପଡିପାରେ ।

ବିଛା ରାଶି : କ୍ଯାରିୟର ମାମଲାରେ ଆପଣ ମନ କଥା ଶୁଣନ୍ତୁ । ଆଜି ପୁରୁଣା କଥା ମନେ ପକାଇ ଖୁସି ଅନୁଭବ କରିବେ । ନିଜକୁ ଷ୍ଟ୍ରଙ୍ଗ ରଖନ୍ତୁ । କିଛି ଅପ୍ରତ୍ୟାଶିତ ସ୍ଥିତି ସାମ୍ନା କୁ ଆସିପାରେ । ବ୍ୟକ୍ତିଗତ ପରିବର୍ତ୍ତନ ଉପରେ ବିଚାର କରନ୍ତୁ । ଆଜି ପରିବାର ଲୋକଙ୍କ ସହଯୋଗ ମିଳିବ । ଯାହା କାରଣରୁ କାମ ପୁରା ହେବ । ଶାରୀରିକ ରୂପରେ ଫୁର୍ତ୍ତି ରହିବେ । ମନ ପ୍ରସନ୍ନ ରହିବ ।

ଧନୁ ରାଶି : ଆପଣ ଭୌତିକ ବସ୍ତୁ ଉପରେ ଖର୍ଚ୍ଚ କରିବେ । ମଧ୍ୟାହ୍ନ ପରେ ଘରେ ଶାନ୍ତି ପୂର୍ଣ୍ଣ ବାତାବରଣ ବଜାୟ ରହିବ । ନୂଆ ଚାକିରି ସନ୍ଧାନରେ ଥିଲେ ନିଜର ପ୍ରୟାସ ଜାରି ରଖନ୍ତୁ । ବିଜନେସ ରେ ଲାଭ ହେବାର ସମ୍ଭାବନା ଅଛି । ଉଚ୍ଚ ଅଧିକାରୀ ଙ୍କ ଠାରୁ ସମ୍ମାନ ପ୍ରାପ୍ତ ହେବ । କାମ ସମ୍ବଧିତ ଯାତ୍ରା ଭଲ ଫଳ ଦେବ । ନେଗେଟିଭ ବିଚାର ଠାରୁ ଦୂରେଇ ରୁହନ୍ତୁ । ଅଧିକାରୀଙ୍କ ସହଯୋଗ କରନ୍ତୁ ।

ମକର ରାଶି : ଆଜି ଆପଣଙ୍କୁ ଅନେକ କିଛି ନୂଆ କରିବାର ଅବସର ମିଳିବ । ଏଥିରୁ ଆପଣ କିଛି ନୂଆ ଜିନିଷ ଶିଖିବେ । ଆପଣଙ୍କ ପାଖରେ ନୂଆ ଅଧିଗ୍ରହଣ ହୋଇପାରେ । ଯାହା ଆପଣଙ୍କ ଜୀବନ ଶୈଳୀ ରେ ସୁଧାର କରିବ । ଘରେ ଅତିଥି ଙ୍କ ଆଗମନ କାରଣରୁ ମାହୋଲ ଖୁଶିମୟ ରହିବ । କାର୍ଯ୍ୟ ରେ ତରବର ହେବାର ନାହିଁ । ଶାରୀରିକ ଓ ମାନସିକ ଆରୋଗ୍ଯ ଭଲ ରହିବ । ଅଧିକାରୀ ପ୍ରସନ୍ନ ହେବେ ।

କୁମ୍ଭ ରାଶି : ପ୍ରେମ ପୂର୍ଣ୍ଣ ସମ୍ପର୍କ ଯଦି ଅଛି ତ ଭଲ ମୋଡ ନେଇପାରେ । ସାଂସାରିକ ଜୀବନରେ ଆନନ୍ଦର ଅନୁଭବ କରିବେ । ଅଚାନକ ଧନ ଲାଭ ହୋଇପାରେ । ଆର୍ଥିକ ସ୍ଥିତି ରେ ସୁଧାର ଆସିବ । ବ୍ୟାପାର ସହ ଜାଇଦତା ଲୋକଙ୍କୁ କଠିନ ମେହନତ କରିଲେ ଯାଇ ଫଳ ଭଲ ମିଳିବ । ବ୍ୟାପାରି ବର୍ଗ ଙ୍କ ପାଇଁ ଧନ ଲାଭର ସମ୍ଭାବନା ଅଛି । କୌଣସି ଖାସ ବ୍ୟକ୍ତି ଙ୍କ ସହ ଅଚାନକ ଭେଟ ହେବା କାରଣରୁ ଆପଣଙ୍କ କ୍ୟାରିୟରର ଦିଶା ବଦଳାଇ ଦେବ ।

ମୀନ ରାଶି : ଆପଣଙ୍କୁ ରୋଜଗରରେ କିଛି ଭଲ ଅବସର ପ୍ରାପ୍ତ ହେବ । ଆଜି ଆପଣଙ୍କୁ ଉତ୍ତମ ବସ୍ତି ପ୍ରାପ୍ତ ହେବ । ପୁରୁଣା ସମାଜରୁ ଚାଲି ଆସୁଥିବା ସମସ୍ୟାର ସମାଧାନ ହେବ । ବ୍ଯବସାୟିକ ଯୋଜନା କରିବେ । ନିଜ ମନରେ ସମର୍ପଣ ର ଭାବ ରଖନ୍ତୁ । ଆଜି ଆପଣଙ୍କ ଚିନ୍ତାଧାରା ପଜେଟିଭ ରଖନ୍ତୁ । କାମ କରିବାର ତରିକାରେ ଚେଞ୍ଜ କରନ୍ତୁ । ସବୁ ଠିକ ହୋଇଯିବ । ଆପଣ ଭ୍ରମଣ କରି ପାରନ୍ତି । ଏହି ସ୍ଥିତି ଆପଣଙ୍କ କାମ ପୁରା କରିବାରେ ସହାୟକ ହେବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।