ବିପଦ ଆସିବା ପୂର୍ବରୁ ମିଳିଥାଏ ଏହି 5ଟି ସଂକେତ ! ଏହା ହେଉଛି ଗରିବୀର କାରଣ- Vaastu Tips

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଘର ପରିବାରରେ ସମସ୍ତେ ହସଖୁସି ଓ ଶାନ୍ତିର ବାତାବରଣରେ ରହିବାକୁ ପସନ୍ଦ କରିଥାନ୍ତି । ହେଲେ ଜୀବନ ତ ସୁଖ ଓ ଦୁଃଖର ମିଶ୍ରଣ ହୋଇଥାଏ । ତେଣୁ ଜୀବନରେ ସୁଖ ଅଛି, ତେବେ ଜୀବନରେ ଦୁଃଖ ମଧ୍ୟ ଅଛି । ତେବେ ଚାଲନ୍ତୁ ଘର ପରିବାର ଉପରେ ବିବାଦ ଆସିବାର ଥିଲେ ଆମକୁ କେଉଁ ପ୍ରକାର ସଂକେତ ମିଳିଥାଏ । ଘରେ ଲାଗିଥିବା ତୁଳସୀ ଗଛ ଯଦି ଯତ୍ନ ନେବା ସତ୍ବେ ମଧ୍ୟ ଶୁଖିଯାଉଥାଏ । ତେବେ ଏହା ଘର ପାଇଁ ବିପଦ ଡାକି ଆଣିଥାଏ ।

ଏହାକୁ ଜମାରୁ ମଧ୍ୟ ଅଣଦେଖା କରିବା ଉଚିତ ନୁହେଁ । ଯଦି ଘରେ ଲାଗିଥିବା ତୁଳସୀ ଗଛ ଶୁଖିଯାଉଥାଏ । ତେବେ ଯଥାଶୀଘ୍ର ସେହି ଶୁଖିଲା ଗଛକୁ କାଢି ଆଣି ତାହାକୁ ପ୍ରବହୁତ ଜଳରେ ବିସର୍ଜନ କରି ଦିଅନ୍ତୁ । ଏହା ସହ ସେହି ସ୍ଥାନରେ ଆଉ ଏକ ସବୁଜ ସୁନ୍ଦର ତୁଳସୀ ଗଛ ରୋପଣ କରି ଦିଅନ୍ତୁ । ଘରେ କୌଣସି ଶୁଖିଲା ବୃକ୍ଷକୁ ବହୁ ସମୟ ପର୍ଯ୍ୟନ୍ତ ରଖିବାକୁ ଦିଅନ୍ତୁ ନାହିଁ । ଝାଡୁକୁ କେବେ ମଧ୍ୟ ଠିଆ କରି ରଖନ୍ତୁ ନାହିଁ ।

ଯେଉଁ ଘରେ ସର୍ବଦା ଝାଡୁକୁ ଠିଆ କରି ରଖିଥାନ୍ତି । ସେହି ଘରେ ବହୁ ସମୟରେ କଳହ ଲାଗିବାର ଦେଖିବାକୁ ମିଳିଥାଏ । ଯେଉଁ ଘରେ ଅନ୍ଧାର ହେବା ପରେ ମଧ୍ୟ ଝାଡୁ ଲଗାଯାଇଥାଏ । ସେହି ଘରେ ସବୁବେଳେ ଅଭାବ ଅନାଟନ ଲାଗି ରହିଥାଏ । ଯେଉଁ କ୍ଷୀର ହଟାତ ଉତୁରିକି ପଡିଥାଏ । ସେହି ଘରେ ଆର୍ଥିକ ଅଭାବ ହଟାତ ବଢିଯାଇଥାଏ । ଅନେକ ଲୋକଙ୍କର କହିବା ଅନୁଯାଇ ଯଦି କ୍ଷୀର ଉତୁରିକି ତଳେ ପଡିଥାଏ । ତେବେ ତାହା ଶୁଭ ହୋଇଥାଏ ।

ହେଲେ ସର୍ବଦା କ୍ଷୀର ଉତୁରିକି ତଳେ ପଡିବା ଅନୁଚିତ । ଘରୁ କୌଣସି କାମ ପାଇଁ ବାହାରକୁ ଯାଇଥିଲେ । ହଟାତ ଘରକୁ ଫେରି ଆସି ଘରର ମୁଖ୍ୟ ଦ୍ଵାରରେ ଝିଟିପିଟି ଦେଖିବାକୁ ମିଳିଗଲେ । ତେବେ ସେହି ବ୍ୟକ୍ତିର ଖରାପ ସମୟ ଆରମ୍ଭ ହୋଇଯାଇଥାଏ । ଘରେ ଝିଟିପିଟି ଦେଖାକୁ ଶୁଭ ମନା ଯାଇଥାଏ । ହେଲେ ଘରେ ମରିଯାଇଥିବା ଝିଟିପିଟି ଦେଖିବା ଅଶୁଭ ହୋଇଥାଏ ।

ଝିଟିପିଟି ଯଦି ଆପଣଙ୍କ ଶିର ବା ମୁଣ୍ଡ ଉପରେ ପଡିଥାଏ । ତେବେ ଜୀବନରେ କୌଣସି ପ୍ରକାର ସଙ୍କଟର ଆପଣଙ୍କୁ ସାମ୍ନା କରିବାକୁ ପଡିଥାଏ । ମହିଳା ମାନଙ୍କର ଡାହାଣ ଆଖି ଡେଇଁବା ସେମାନଙ୍କ ପାଇଁ ଅଶୁଭ ହୋଇଥାଏ । ଏହା ଛଡା ପୁରୁଷ ମାନଙ୍କର ବାମ ଆଖି ଡେଇଁବାକୁ ଅଶୁଭ ବୋଲି ବିବେଚନା କରାଯାଇଥାଏ ।

ଯଦି ଏକ କାଉ ଆସି ବିବାହିତ ମହିଳାର ମୁଣ୍ଡ ଉପରେ ବସିଯାଇଥାଏ । ତେବେ ସେହି ମହିଳାର ସ୍ଵାମୀ ଉପରେ ସଙ୍କଟ ଆସିବା ପାଇଁ ଯାଉଛି ବୋଲି ସୂଚନା ମିଳିଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ