ବିବାହ ପରେ Archita କିପରି Sabyasachi ଙ୍କ ସହ ନିଜର ପ୍ରଥମ ଜନ୍ମଦିନ ପାଳନ କଲେ, ଦେଖନ୍ତୁ

ନମସ୍କାର ବନ୍ଧୁଗଣ । ଆପଣ ମାନେ ଓଲିଉଡ ଜଗତର କଳାକାର ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ସୁନ୍ଦର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରିବାରେ ସଫଳ ହୋଇ ପଡ଼ିଛନ୍ତି । କିଛି କଳାକାର ମାନେ ଫିଲ୍ମ ଦୁନିଆରେ ଯେତିକି ଫ୍ୟାମ୍ସ ସେତିକି ରିୟାଲ ଲାଇଫରେ ମଧ୍ୟ ଫ୍ୟାମ୍ସ ହୋଇ ପାରିଛନ୍ତି ।

କିଛି କଳାକାର ମାନେ ପ୍ରେମ ବିବାହ କରି ଆଜିକା ଡେଟରେ ବେଶ ଖୁସିରେ ଜୀବନ ଅତିବାହିତ କରୁଛନ୍ତି । ତେବେ ଆପଣ ମାନେ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଦୁହିଙ୍କ ଯୋଡି ଓଡିଆ ଜଗତରେ ବେଶ ଲୋକପ୍ରିୟତା ହାସକଳ କରି ପାରିଛି । ଡୁହନେ ଅଙ୍କେ ଫିଲ୍ମରେ ଅଭିନୟ କରି ନିଜର ଜବରଦସ୍ତ ପର୍ଫୋମାଂସ ଦେଇଛନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଅର୍ଚ୍ଚିତା କିପରି ନିଜର ବିବାହ ପରେ ପ୍ରଥମ ଥର ପାଇଁ ସବ୍ୟସାଚୀଙ୍କ ସହ ଜନ୍ମଦିନ ପାଳନ କରିଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।

ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ ସାବୟସଚୀ ଓ ଅର୍ଚ୍ଚିତା ମାର୍ଚ୍ଚ ୧ ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଦୁହେଁ ପରସ୍ପର ସହ ବେଶ ଖିଶିରେ ଜୀବନ ଅତିବାହୀତ କରିବା ନଜର ଆସୁଛନ୍ତି । ଏହା ଛଡା ଦେଶରେ ବ୍ୟାପୀଥିବା କୋରୋନା ଭାଇରସ ଯୋଗୁ ଯେଉଁ ସମସ୍ଯା ସୃଷ୍ଟି ହୋଇଛି ସେଥିପାଇଁ ଏହି ଦୁଇ ଯୋଡି ଲୋକ ମାନଙ୍କୁ ସାହାଜ୍ୟର ହାତ ବଢାଇଛନ୍ତି ।

ପ୍ରଥମ ଥର ଅର୍ଚ୍ଚିତା ନିଜ ଶାଶୁ ଘରେ ପୁରା ପରିବାର ସହ ନିଜର ଜନ୍ମଦିନ ପାଳନ କରିଛନ୍ତି । ଏହା ସହ ସେ ତାଙ୍କ ଜନ୍ମଦିନରେ ସବ୍ୟସାଚୀଙ୍କ ସହ ବେଶ ଏଞ୍ଜୟ କରିବାର ନଜର ଆସିଛନ୍ତି । ସେ ୧୯୯୦ ମସିହାରେ ଜନ୍ମଗ୍ରହଣ କରିଥିଲେ । ବର୍ତ୍ତମାନ ଅର୍ଚ୍ଚିତାଙ୍କର ବୟସ ହେଉଛି ୩୨ ବର୍ଷ । ସେ ନିଜର ୩୨ତମ ଜନ୍ମ ଦିବସରେ ସବ୍ୟସାଚୀଙ୍କ ସହ କେକ କାଟି ବହୁତ ମଜାମସ୍ତି କରିବାର ନଜର ଆସିଛନ୍ତି । ଏହା ଛଡା ଅର୍ଚ୍ଚିତା ନିଜ ପରିବାର ଲୋକଙ୍କ ସହ ବେଶ ହସ ଖୁସିରେ ମସ୍ତି କରିବାର ନଜର ଆସିଛନ୍ତି ।

ସବ୍ୟସାଚୀ ନିଜ ସ୍ତ୍ରୀ ଅର୍ଚ୍ଚିତାଙ୍କର ଜନ୍ମଦିନ ଖୁବ ଧୂମଧାମରେ ପାଳନ କରିହକନ୍ତି । ଅର୍ଚ୍ଚିତା ୧୫ ବର୍ଷ ବୟସରେ ଓଡିଆ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ । ତାଙ୍କର ପ୍ରଥମ ଫିଲ୍ମ “ଆକାଶେ କି ରଙ୍ଗ ଲାଗିଲା” ବହୁତ ସୁପର ଡୂପର ହୋଇଥିଲା ଯାହା ପାଇଁ ସେ ଖୁବ ଲୋକପ୍ରିୟ ହୋଇ ପାରିଥିଲେ । ଏହା ପରେ ଅର୍ଚ୍ଚିତ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି । ଏହା ପରେ ସେ ସବ୍ୟସାଚୀଙ୍କୁ ପ୍ରେମ କରିବା ପରେ ୨୦୨୧ ମାର୍ଚ୍ଚ ୧ ରେ ବିବାହ କରିଥିଲେ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।