ଯବାନମାନେ ମିଡିୟାଙ୍କୁ କରିଲେ ନିବେଦନ, ‘ସହିଦଙ୍କର ପରିବାରଙ୍କର କାନ୍ଦୁଥିବା ବା ଦୁଃଖ ଫଟୋ ଦେଖାନ୍ତୁ ନାହିଁ, କାରଣ ଏହା ଦ୍ଵାରା….’

ଗତ ଗୁରୁବାର ଦିନ ପୁଲୱାମାରେ ହୋଇଥିବା ଆତଙ୍କି ଆକ୍ରମଣରେ ଦେଶରେ ରାଗ, ଗର୍ବ ଏବଂ ଆଖିରେ ଲୁହର ବାତାବରଣ ଅଛି । ଏମିତିରେ ଯେତେବେଳେ ଠାରୁ ଏହି ଘଟଣା ଘଟିଛି, ସେହି ସମୟରୁ ମିଡିୟା ଚ୍ୟାନେଲ ଗୁଡିକ ଏହା ସହିତ ଜଡିତ ସମସ୍ତ ଘଟଣା ଗୁଡିକ ଦେଖାଉଛନ୍ତି । କିନ୍ତୁ ଯବାନମାନେ ଏଥିରେ ଆପତ୍ତି କରିଛନ୍ତି । ଯବାନମାନେ ମିଡିୟାମାନଙ୍କୁ କହିଛନ୍ତି କି ଏହା ଉପରେ କିଛି ଖାସ କଥାର ହିଁ ଅପଡେଟ ଦେଖାନ୍ତୁ ଏବଂ ସହିଦ ପରିବାରଙ୍କର ଜଡିତ କିଛି ଅପଡେଟ ଦେଖାନ୍ତୁ ନାହିଁ ।

୧୪ ଫେବ୍ରୁୟାରୀ ଦିନ ଲଗାତାର ଆପଣ ମିଡିୟାରେ ଚାଲୁଥିବା ଆତଙ୍କି ଆକ୍ରମଣ ସହିତ ଜଡିତ ଖବର ଦେଖୁଛିନ୍ତି । କହିବାକୁ ଗଲେ ଇମୋଶନଲୀ ଟଚ ରଖିବା ପାଇଁ ମିଡିୟାମାନେ ସହିଦଙ୍କର ପରିଜନମାନଙ୍କର କାନ୍ଦୁଥିବା ଫଟୋ ଗୁଡିକୁ ମଧ୍ୟ ଆପଣଙ୍କ ନିକଟରେ ପହଞ୍ଚାଉ ଥିଲେ । କିନ୍ତୁ ଯବନାମାନେ ଏଥିରେ ଆପତ୍ତି କରି ମିଡିୟାମାନଙ୍କୁ କହିଛିନ୍ତି କି ସହିଦ ପରିବାରଙ୍କର କାନ୍ଦୁଥିବା ଫଟୋ ନ ଦେଖାଇବା ପାଇଁ ।

ମିଡିୟାଙ୍କୁ ଏହିଭଳି ନ କରିବା ଉଚିତ – ଯବାନ

ଯବାନମାନେ ମିଡିୟାଙ୍କୁ ନିବେଦନ କରି କହିଛନ୍ତି କି ଆପଣ ସମସ୍ତେ ସହିଦଙ୍କର ପରିଜନମାନଙ୍କର ଦୁଖ ଫଟୋ ଗୁଡିକ ଦେଖାନ୍ତୁ ନାହିଁ । ଏହା ପରେ ଯବାନମାନେ ଆଗକୁ କହିଲେ କି ପୁଲୱାମା ଆକ୍ରମଣ ପରେ ଦେଶରେ ପୁରା ରାଗ ଏବଂ ଦୁଖର ବାତାବରଣ ଅଛି । ଏମିତି ଅବସ୍ଥାରେ ମିଡିୟାକୁ ଟିକେ ସମ୍ଭାଳିବା ଦରକାର । ଟିକେ ତାଙ୍କୁ ସମୟ ଦିଅନ୍ତୁ ଏବଂ ପୁଣି ତାଙ୍କ ସହିତ କଥାବାର୍ତ୍ତା କରନ୍ତୁ, କିନ୍ତୁ ବର୍ତ୍ତମାନ ତାଙ୍କ ସହିତ ଏହିଭଳି କରିବା ଠିକ ନୁହେଁ । ଯବାନମାନେ ଆଗକୁ କହିଲେ କି ସମସ୍ତଙ୍କୁ ବର୍ତ୍ତମାନ ସାହସ ସହିତ କାମ କରିବା ଉଚିତ ।

କାହିଁକି ଦେଲେ ଯବନାମାନେ ମିଡିୟାଙ୍କୁ ଦେଲେ ଉପଦେଶ ?

ଏହି ପୁରା ପ୍ରକରଣରେ ସୈନିକମାନେ କହିଲେ କି ଜଣା ଅଜଣାତାରେ ମିଡିୟା ତାହା ହିଁ କରୁଛନ୍ତି ଯାହା ଆତଙ୍କବାଦୀମାନେ ଚାହୁଁଛନ୍ତି । ଜବାନମାନେ କହିଲେ କି ଆତଙ୍କବାଦୀମାନେ ଚାହୁଁଛନ୍ତି କି ଦେଶରେ ଡର ଏବଂ ଦୁଖର ବାତାବରଣ ଖେଳିଯାଉ । ଯବାନମାନେ କହିଲେ କି ଏହି ଫଟୋ ଦେଖାଇ ଆପଣମାନେ ଆତଙ୍କବାଦୀମାନଙ୍କର ମନୋବଳ ବଢାଉଛନ୍ତି ଏବଂ ଦେଶର ଅବସ୍ଥା ଖରାପ ହେଉଛି । ଆମକୁ ଟାଇମ ଦିଅନ୍ତୁ ଆମେ ନିଶ୍ଚିତ ପ୍ରତିଶୋଧ ନେବୁ ।

ମୋଦୀ ସରକାର ବି କରିଲେ ନିବେଦନ

ପୁଲୱାମା ଆକ୍ରମଣରେ ମୋଦୀ ସରକାର ବି ମିଡିୟା ମାନଙ୍କୁ ନିବେଦନ କରିଛନ୍ତି କି ଏହିଭଳି ଅବସ୍ଥାରେ କୌଣସି ବି ଖବର ପ୍ରାସାରିତ ନ କରାଯାଉ, ଯେଉଁଥିରେ ଦେଶରେ ହିଂସାର ବାତାବରଣ ଖେଳିଯିବ । ସେଥିପାଇଁ ଏହିଭଳି ଖବରରୁ ବଞ୍ଚିବା ଦରକାର । ଏହା ସହିତ ସେ ମିଡିୟାଙ୍କୁ ଅନୁରୋଧ କରିଛନ୍ତି କି ଏହିଭଳି ଖବର ପ୍ରସାରିତ ନ କରିବା ପାଇଁ, ଯେଉଁଥିରେ ଦେଶର ଅଖଣ୍ଡତା ଏବଂ ଏକତା ଉପରେ ଆଞ୍ଚ ଆସିବ ।

ଆଗକୁ ଅପଡେଟ ରହିବା ପାଇଁ ପେଜକୁ ଏବେହିଁ ଲାଇକ କରନ୍ତୁ ।