IPL ହିଷ୍ଟ୍ରି ରେ ସବୁଠୁ ଅଧିକ ଛକା ମାରିଥିବା ଟପ 5 ପ୍ଲେୟାର, ଦେଖନ୍ତୁ ନମ୍ବର 1 ରେ ଅଛନ୍ତି କେଉଁ ପ୍ଲେୟାର ?

ବନ୍ଧୁଗଣ ପ୍ରତିବର୍ଷ IPL ଭଳି ଏହି ବର୍ଷ ମଧ୍ୟ IPL ଆରମ୍ଭ ହୋଇସାରିଲାଣି । ବନ୍ଧୁଗଣ ବଢୁଥିବା କୋରଣା ସଂକ୍ରମଣ ଭିତରେ ଆରମ୍ଭ ହୋଇସାରିଲାଣି ଚଳିତ ବର୍ଷର IPL । ବନ୍ଧୁଗଣ କ୍ରିକେଟ ସମସ୍ତଙ୍କୁ ଭଲ ଲାଗେ । ଯେଉଁମାନେ କ୍ରିକେଟ ପ୍ରେମୀ ଅଟନ୍ତି ସେମାନେ ନିଜର ପ୍ରିୟ ଖେଳାଳି ଙ୍କ ବ୍ୟାଟିଂ ତଥା ବଲିଙ୍ଗ ର ଅପେକ୍ଷା କରିଥାନ୍ତି । ସେମାନଙ୍କର ଆକାଶ ଛୁଆଁ ବଲିଙ୍ଗ ଅଥବା ବ୍ୟାଟିଂ ଦେଖିଲେ, କ୍ରିକେଟ ପ୍ରେମୀ ମାନଙ୍କର ଆନନ୍ଦ ର ସୀମା ରହେ ନାହିଁ

ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଜାଣିଥିବେ ପ୍ରତିବର୍ଷ IPL ରେ ଛକା (୬) ଏବଂ ଚୌକା (୪) ର ବର୍ଷା ହୋଇଥାଏ । ବନ୍ଧୁଗଣ ଆଜି ଆମ୍ଭେ ଆପଣ ମାନଙ୍କୁ ୫ ଜଣ ସର୍ବାଧିକ ଛକା (୬) ଏବଂ (୪) ମାରିଥିବା ଖେଳାଳିଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ ।

ବନ୍ଧୁଗଣ ଆମ୍ଭେ ଆଜି ଆପଣଙ୍କୁ ଯାହାଙ୍କ ସମ୍ଭନ୍ଧରେ କହିବାକୁ ଯାଉଅଛୁ, ସେମାନଙ୍କ ରନ କରିବାର ସୀମା ଏପ୍ରିଲ ପର୍ଯ୍ୟନ୍ତ, ଏହାର ଅର୍ଥାତ ଆମ୍ଭେ ଆପଣଙ୍କୁ ଆଜି କହିବାକୁ ଯାଉଅଛୁ ଯେ, ସେମାନେ ଏପ୍ରିଲ ପର୍ଯ୍ୟନ୍ତ ଯେତେ ଗୁଡିଏ ଫିଲ୍ଡ ରେ ନିଜର ପ୍ରଦର୍ଶନ ଦେଖାଇ ଆସିଛନ୍ତି ସେ ସବୁର ସର୍ବମୋଟ ରନ ସମ୍ଭାନ୍ଧରେ ଆଜି ଆମ୍ଭେ ଆପଣଙ୍କୁ ଜଣାଇବାକୁ ଯାଉଅଛୁ ।

୧- “କ୍ରିସ ଗାୟଲ” – ବନ୍ଧୁଗଣ ବିଶ୍ଵ କ୍ରିକେଟ ର ଜଣେ ଅନ୍ୟତ୍ତମ ଖତରନାକ ବ୍ୟାଟ୍ସମ୍ୟାନ ଅଟନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ IPL ମ୍ଯାଚ ରେ ୧୭୫ ରନ ସ୍କୋର କରିସାରିଛନ୍ତି । “କ୍ରିସ ଗାୟଲ” ୨୦୦୮ ରେ IPL ମ୍ଯାଚ ନିଜର କ୍ଯାରିୟର ଆରମ୍ଭ କରିଥିଲେ । ସେ IPL ମ୍ଯାଚ ରେ ୧୨୫ ଟି ମ୍ଯାଚ ଖେଳି ୩୨୬ ଛକା ମାରିଛନ୍ତି ।

୨- “AB ଦେ ଭିଲିୟରସ” – ବନ୍ଧୁଗଣ “AB ଡେ ଭିଲିୟରସ” IPL ରେ ଖେଳୁଥିବା ସବୁଠାରୁ ଲୋକପ୍ରିୟ ଖେଳାଳି ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ସେ ୨୦୦୮ ମସିହାରେ “ଦିଲ୍ଲୀ ଡେୟାର ଡେବୀଲ୍ସ” IPL  ମ୍ଯାଚ ଖେଳି ନିଜର ଉତ୍ତମ ପ୍ରଦର୍ଶନ ଦେଖାଇଥିଲେ । ସେ ସମୁଦାୟ ୧୫୫ ମ୍ଯାଚ ରେ ୨୧୪ ଟି ଛକା ମାରିଛନ୍ତି ।

୩- “ମହେନ୍ଦ୍ର ସିଂହ ଧୋନୀ” – ବନ୍ଧୁଗଣ “ମହେନ୍ଦ୍ର ସିଂହ ଧୋନୀ” ଙ୍କୁ କିଏ ବା ନଜାଣେ, ଭାରତୀୟ କ୍ରିକେଟ ଟିମ ର ଅନ୍ୟତ୍ତମ ଖେଳାଳି ହେଉଛନ୍ତି “ମହେନ୍ଦ୍ର ସିଂହ ଧୋନୀ” । ଆପଣ ସମସ୍ତେ ଜାଣିଥିବେ “ମହେନ୍ଦ୍ର ସିଂହ ଧୋନୀ” ଙ୍କ ଆନ୍ତର୍ଜାତୀୟ କ୍ରିକେଟ କ୍ଯାରିୟର ଅତ୍ୟନ୍ତ ସଫଳ ରହିଅଛି । ସେହିଭଳି ତାଙ୍କର IPL କ୍ଯାରିୟର ମଧ୍ୟ ଅଧିକ ସଫଳ ରହିଅଛି । ସେ “ଚେନାଇ ସୁପର କିଙ୍ଗ” କୁ ୩ ଥର IPL ଟ୍ରଫି ଜିତାଇଛନ୍ତି । ସେ ୨୦୦୮ ରେ IPL ମ୍ଯାଚରେ ନିଜର ସଫଳ ପ୍ରଦର୍ଶନ ଆରମ୍ଭ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସେ ଖେଳିଥିବା ୧୯୨ ଟି ମ୍ଯାଚ ରେ ସେ ସର୍ବୋମୋଟ ୨୧୨ ଟି ଛକା ମାରିଛନ୍ତି ।

୪- “ରୋହିତ ଶର୍ମା” – ବନ୍ଧୁଗଣ ଭାରତୀୟ କ୍ରିକେଟ ଦଳର ସବୁଠାରୁ ବିଶ୍ଵସ୍ଥ ଓପନର “ରୋହିତ ଶର୍ମା” IPL ରେ ମଧ୍ୟ କମାଲ ଦେଖାଇଛନ୍ତି । ଏବଂ ମୁମ୍ବାଇ ପାଇଁ ଜଣେ ସଫଳ ଅଧିନାୟକ ହେବା ବ୍ଯତୀତ ସେ ତାଙ୍କ ବ୍ୟାଟିଂ ଦ୍ଵାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ତାଙ୍କର ଏହି ସାନ୍ଦାର ବ୍ୟାଟିଂ ପାଇଁ ସେ ବର୍ତ୍ତମାନ ୪ ର୍ଥ ସ୍ଥାନ ରେ ଅଛନ୍ତି । ଏହା ସହିତ ସେ ତାଙ୍କ ଦଳର ଏକମାତ୍ର ଏଭଳି ଖେଳାଳି ଅଟନ୍ତି ଯେ କି ତାଙ୍କ ଦଳ କୁ ୪ ଥର IPL ଟ୍ରଫି ଜିତେଇ ସାରିଲେଣି । ସେ ୨୦୦୮ ରେ “ଡେକାନ ଚାର୍ଜେସ” ରେ IPL ରେ ନିଜର ପ୍ରଦର୍ଶନ ଦେଖାଇ ଆଗକୁ ବଢିଆସିଛନ୍ତି । ୨୦୧୩ ବର୍ଷ ରେ ସେ “ମୁମ୍ବାଇ ଇଣ୍ଡିଆନ” ର ଅଧିଆୟକ ହୋଇଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ସେ ୧୯୦ ଟି IPL ମ୍ଯାଚ ଖେଳିଛନ୍ତି ଏଥିରେ ସେ ୨୦୦ ଛକା ମାରିଛନ୍ତି ।

୫- “ବିରାଟ କୋହଲି” –  ବନ୍ଧୁଗଣ ଖେଳାଳି ଙ୍କ ତାଲିକାରେ ରହିଛନ୍ତି ୫ ନମ୍ବର ରେ ରହିଛନ୍ତି “ବିରାଟ କୋହଲି” । ବନ୍ଧୁଗଣ ଭାରତୀୟ କ୍ରିକେଟ ଟିମ ର ଅଧିନାୟକ ହେଉଛନ୍ତି “ବିରାଟ କୋହଲି” । ବନ୍ଧୁଗଣ “ବିରାଟ କୋହଲି” ଙ୍କର IPL ରେକର୍ଡ ମଧ୍ୟ ତାଙ୍କ ଆନ୍ତର୍ଜାତୀୟ କ୍ରିକେଟ ରେକର୍ଡ ଭଳି ଜବରଦସ୍ତ ରହିଆସୁଅଛି । ଏହିସବୁ ରେକର୍ଡ ଯୋଗୁଁ “ବିରାଟ କୋହଲି” ୫ ମ ସ୍ଥାନରେ ରହି ଅଛନ୍ତି । ଦର୍ଶକବନ୍ଧୁ “ବିରାଟ କୋହଲି” ହେଉଛନ୍ତି ପ୍ରଥମ ବ୍ୟାଟ୍ସମ୍ୟାନ ଯିଏ କି IPL ମ୍ୟାଚ ରେ ୫୦୦୦ ରନ ସ୍କୋର କରିଥିବାର ରେକର୍ଡ ରହିଅଛି ।

ଏହା ସହିତ ବର୍ତ୍ତମାନ ପର୍ଯ୍ୟନ୍ତ IPL ଇତିହାସରେ ଅଧିକ ରନ କରିଥିବାର ରେକର୍ଡ ମଧ୍ୟ “ବିରାଟ କୋହଲି” ନାମ ରେ ରହିଅଛି । “ବିରାଟ କୋହଲି” ୨୦୦୮ ରେ ରୟାଲ ଚ୍ୟାଲେଞ୍ଜେସ ବ୍ୟାଙ୍ଗାଲୋର ରେ ଖେଳି IPL କ୍ଯାରିୟର ଆରମ୍ଭ କରିଥିଲେ । ୨୦୧୧ ରେ ତାଙ୍କୁ ଏହି ଦଳର ଅଧିନାୟକ କରାଯାଇଥିଲା । ସେହି ଦିନଠାରୁ “ବିରାଟ କୋହଲି” ଏପର୍ଜ୍ଯନ୍ତ ୧୭୮ ଟି ମ୍ଯାଚ ଖେଳିଛନ୍ତି । ଏଥିରେ ସେ ୧୯୦ ଟି ଛକା ମାରିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।