ଓଲିଉଡର ଫେମସ ଅଭନେତ୍ରୀ Elina Samantray ଙ୍କ ସମ୍ପତ୍ତି କେତେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ଓଡିଆ ଫିଲ୍ମ ଜଗତରେ ବହୁତ ଅବିନେତା ଓ ଅଭିନେତ୍ରୀ ତାଙ୍କର କ୍ୟାରିୟରକୁ ଶୁଦୃଢ କରି ପାରିଛନ୍ତି । ଏହି ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିବା ପାଇଁ ବହୁତ କଳାକାର ବହୁତ ପ୍ରୟାସ କରି ମଧ୍ୟ ସଫଳ ହୋଇନାହାନ୍ତି । କିନ୍ତୁ କିଛି ଏପରି କଳାକାର ଅଛନ୍ତି ଏହି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜ ଭାଗ୍ୟ ପରୀକ୍ଷା କରି ଜୀବନରେ ବହୁତ ଉର୍ଣ୍ଣାତି କରିଛନ୍ତି ଓ ବହୁତ ଲୋକପ୍ରିୟତା ହାସଲ କରି ପାରିଛନ୍ତି । ଏହି ଫିଲ୍ମ ଜଗତରେ ବହୁତ ସୁନାମ ଧନ୍ୟ କଳାକାର ମାନେ ନିଜର ପରାକାଷ୍ଠା ଦେଖାଇଛନ୍ତି ।

ଏହିପରି କଛି କଳାକାର ଅଛନ୍ତି ଯେଉଁମାନେ ବହୁତ କମ ବୟସରେ ହିଁ ଏହି ଓଡିଆ ଫିଲ୍ମ ଇଣ୍ଡସତ୍ରିରେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ଆଜି ଆମେ ଜାଣିବା ଏହିପରି ଜଣେ ଅଭିନେତ୍ରୀଙ୍କ ବିଷୟରେ ଯାହାକି ସେ ବହୁତ କମ ଦିନରେ ଏହି ଇଣ୍ଡଷ୍ଟ୍ରିରେ ଭଲ ଲୋକ ପ୍ରିୟତା ହାସଲ କରିଛନ୍ତି ।

ସେ ଆଉ କେହି ନୁହେଁ ସେ ହେଉଛନ୍ତି ଏଲିନା ସାମନ୍ତରାୟ । ଆଜି ଆମେ ଜଣାଇବୁ ତାଙ୍କ ପରିବାର ଓ ସମ୍ପତ୍ତି ବିଷୟରେ । ଏଲିନା ସାମନ୍ତରାଯ ଙ୍କର ଜନ୍ମ ୧୯୯୬ ମସିହାରେ କଟକ ସହରରେ ହୋଇଥିଲା । ବର୍ତମାନ ତାଙ୍କର ବୟସ ମାତ୍ର ୨୩ ବର୍ଷ ବୟସ ।

ସେ ବହୁତ କମ ବସ୍ରେ ଏହି ଓଡିଆ ଫିଲ୍ମ ଜଗତରେ ବହୁତ ଲୋକପ୍ରିୟତା ହାସଲ କରିପାରିଛନ୍ତି । ସେ ପ୍ରଥମେ ଅଲିଉଡ ଇଣ୍ଡଷ୍ଟ୍ରି ବା ଓଡିଆ ଫିଲ୍ମ ଜଗତରେ ପାଦ ଦେଇଥିଲେ କିଏ ହେବ ମୋ ହିରୋଇନ ରିୟାଲିଟି ସୋ ମାଧ୍ୟମରେ । ସେ ୩ ଏହି ରିୟାଲିଟି ସୋରେ ବିଜେତା ହେବା ପରେ । ସେ ପ୍ରଥମ ଓଡିଆ ଫିଲ୍ମ ତୁହି ତୁ ମାଧ୍ୟମରେ ଓଡିଆ ଫିଲ୍ମ ଜଗତରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ ।

ତାଙ୍କ ବାପାଙ୍କ ନାମ ରାଜତିଳକ ସାମନ୍ତରାୟ । ଓ ମାଙ୍କର ନାମ  ରୀତ ସାମନ୍ତରାୟ । ଏଲିନା ସମନ୍ତରାୟ ବର୍ତମାନ ଶୁଦ୍ଧା ପ୍ରାୟ ସବୁ ନାମୀ ଦାମୀ କଳାକାରଙ୍କ ସହ ଫିଲ୍ମ ରେ ଅଭିନୟ କରିସାରିଛନ୍ତି । ସେ ଓଡିଆ ଫିଲ୍ମ ଜଗତର ସୁପର ଷ୍ଟାର ଅନୁଭବ ମହାନ୍ତିଙ୍କ ସହ ମିଶି କିଛି ଫିଲ୍ମରେ ଅଭିନୟ କରିଛନ୍ତି । ସେ ପପୁ ପମ ପମ , ବାବୁ ଶାନ , ସବ୍ୟସାଚୀ ମିଶ୍ର ଏହି ଭଳି କିଛି କଳାକାରଙ୍କ ସହ ମିଶି ଓଡିଆ ଫିଲ୍ମ ରେ ଅଭିନୟ କରିଛନ୍ତି ।

ଏବେ ତାଙ୍କୁ ନ୨୩ ବର୍ଷ , ଉଚ୍ଚତା ୫ ଫୁଟ ୭ ଇଞ୍ଚ ଓ ଓଜନ ୫୭ କେଜି ଅଟେ । ତାଙ୍କ ଶରୀର ଗଠନ ୩୪ , ୨୮ ଓ ୩୪ ଅଟେ । ଏଲିନା ଗୋଟିଏ ଫିଲ୍ମରେ ଅଭିନୟ କରିବା ପାଇଁ ୧୨ ରୁ ୧୫ ଲକ୍ଷ ଟଙ୍କା ପାରିଶ୍ରମିକ ନେଇଥାନ୍ତି । ଆଜି ପର୍ଯ୍ୟନ୍ତ ସେ ପ୍ରାୟ ୧୨ ଟି ଫିଲ୍ମ ରେ ଅଭିନୟ କରିସାରିଛନ୍ତି । ସେ ବହୁତ ଗୁଡିଏ ବ୍ରାଣ୍ଡ ସ୍ପନସରଶିପ କରିଛନ୍ତି ଓ ବିଜ୍ଞାପନ କରିଛନ୍ତି ।

ସେ ଗୋଟିଏ ବିଜ୍ଞାପନ କରିବା ପାଇଁ ୨ ରୁ ୫ ଲକ୍ଷ ଟଙ୍କା ନେଇଥାନ୍ତି । ତାଙ୍କର ମୋଟ ସମ୍ପତି ୪ କୋଟି ଟଙ୍କା ଅଟେ । ଏହା ସହ ତାଙ୍କର ଗୋଟିଏ ଆଲୀସନ ଘର ମଧ୍ୟ ଅଛି । ଏହା ସହିତ ତାଙ୍କ ପାଖରେ ଗୋଟିଏ ହୁଣ୍ଡାଇ କର ଅଛି । ଏବେ ସେ ଯେଉଁ ଘରେ କଟକରେ ରହୁଛନ୍ତି ତାକୁ ବର୍ଷକ ତଳେ ସେ କ୍ରୟ କରିଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।