ବିକିନୀରେ ମସ୍ତି କରୁଥିବା ପ୍ରିୟଙ୍କାଙ୍କୁ ନିକ ଜୋନସ ଦେଲେ ସମୁଦ୍ରରେ ଧକ୍କା, ତ ପ୍ରିୟଙ୍କା ଉଠିକି…

ପ୍ରିୟଙ୍କା ଚୋପଡା ଆଜି ବଲୀଉଡର ଟପ ଅଭିନେତ୍ରୀ ଅଟନ୍ତି । ବର୍ତ୍ତମାନ ତାଙ୍କୁ ଇଣ୍ଟରନ୍ୟାସନାଲ ଲେବୁଲରେ ବି ଲୋକମାନେ ଚିହ୍ନିବାକୁ ଲାଗିଲେଣି । ସେ ହଲିଉଡର ବହୁତ ସିରିଜ ଓ ଫିଲ୍ମରେ ବି ନଜର ଆସି ସାରିଛନ୍ତି । ଗତ ବର୍ଷ ଜୋଧପୁରର ଉମେଦ ଭବନରେ ପ୍ରିୟଙ୍କା ଓ ନିକ ଜୋନସଙ୍କ ବିବାହ ବହୁତ ଧୁମ ଧାମରେ ସମ୍ପନ୍ନ ହୋଇଥିଲା ।

ଯେବେଠୁ ନିକ ଓ ପ୍ରିୟଙ୍କାଙ୍କର ବିବାହ ହୋଇଛି ସେହି ସମୟରୁ ପ୍ରିୟଙ୍କା କୌଣସି ନା କୌଣସି କାରଣରୁ ମିଡିଆର ହେଡ ଲାଇନ ହୋଇ ଯାଇଛନ୍ତି । ବର୍ତ୍ତମାନ ହିଁ ପ୍ରିୟଙ୍କା ନିଜର ମା’ଙ୍କ ସହିତ ସିଗାରେଟ ପିଉଥିବାର ନଜର ଆସିଥିଲେ । ଯାହା ପରେ ସେ ଚର୍ଚାର ବିଷୟ ହୋଇ ଯାଇଥିଲେ । ସିଗାରେଟ ପିଇବା ଉପରେ ଫ୍ୟାନମାନେ ତାଙ୍କୁ ଟ୍ରୋଲ ବି କରିବା ଆରମ୍ଭ କରି ଦେଇଥିଲେ ।

ଗତ କିଛି ଦିନ ତଳେ ପ୍ରିୟଙ୍କା ନିଜର ଜନ୍ମଦିନର କିଛି ଫଟୋ ଶେୟାର କରିଥିଲେ । ଏହା ପରେ ପୁଣି ଥରେ ପ୍ରିୟଙ୍କା ଚୋପଡାଙ୍କର ଅନ୍ୟ ଏକ ଫଟୋ ସାମ୍ନାକୁ ଆସିଛି ଯେଉଁଥିରେ ନିକ ତାଙ୍କୁ ପାଣିରେ ଧକ୍କା ମାରୁଥିବା ନଜର ଆସୁଛନ୍ତି । ଏହି ଫଟୋକୁ ଦେଖି ଫ୍ୟାନମାନେ ଏହି ଫଟୋର ଅର୍ଥ ବିଭିନ୍ନ ପ୍ରକାରର ବାହାର କରୁଛନ୍ତି ।

ନିଜର ଜନ୍ମ ଦିନରେ ପ୍ରିୟଙ୍କା ନିଜର ପରିବାର ସହିତ ଫ୍ଲୋରିଡାର ମିୟାମୀରେ ଏକ ବୋଟ ଉପରେ ପାର୍ଟି କରୁଥିବାର ନଜର ଆସିଥିଲେ । ଏହି ସମୟରେ ସେ ବହୁତ ହଟ ବିକିନୀ ପିନ୍ଧିଥିବାର ନଜର ଆସୁଥିଲେ । ଏହି ପାର୍ଟିର ବିଭିନ୍ନ ଫଟୋ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି । ସମସ୍ତେ ଏହି ଫଟୋକୁ ଦେଖି ଏନଜୟ କରୁଛନ୍ତି ।

କିନ୍ତୁ ଏହି ସମସ୍ତ ଫଟୋ ମଧ୍ୟରେ ଗୋଟିଏ ଫଟୋ ବହୁତ ଭାଇରାଲ ହେଉଛି ଯେଉଁଥିରେ ନିକ ଜୋନସ ପ୍ରିୟଙ୍କାଙ୍କୁ ପାଣିରେ ଠେଲି ଦେଉଛନ୍ତି । ପାଣିରେ ପଡିବା ପରେ ହିଁ ପ୍ରିୟଙ୍କା ଯେତେବେଳେ ବାହାରକୁ ବାହାରିଲେ ତେବେ ସେ ସଙ୍ଗେ ସଙ୍ଗେ ଲାଇଫ ଜ୍ୟାକେଟ ପିନ୍ଧି ନେଲେ । ପ୍ରିୟଙ୍କା ବୋର୍ଟ ପାର୍ଟି ପାଇଁ ଏକ ବହୁତ ସୁନ୍ଦର ହଟ ପିଙ୍କ କଲରର ବିକିନୀ ପିନ୍ଧି ଥିଲେ । ଏହି ସମୟରେ ସେ ସମୁଦ୍ରରେ ଜେଟ ବି ଚଲାଉଥିଲେ ।

ବୋଟରେ ପ୍ରିୟଙ୍କାଙ୍କ ମା’ ମଧୁ ଚୋପଡା ଓ ତାଙ୍କର ଭଉଣୀ ପରିଣୀତୀ ଚୋପଡ଼ା ବି ଥିଲେ । ଦୁଇ ଜଣ ପ୍ରିୟଙ୍କାଙ୍କର ଜନ୍ମଦିନକୁ ସେଲିବ୍ରେଶନ କରିବା ପାଇଁ ଖାସ ରୂପରେ ସେଠି ପହଞ୍ଚି ଥିଲେ ।

କହିଦେଉଛୁ କି ପ୍ରିୟଙ୍କାଙ୍କ ଏହି ଜନ୍ମ ଦିନ ପାର୍ଟିକୁ ତାଙ୍କର ସ୍ଵାମୀ ନିକ ଜୋନସ ଅର୍ଗାନାଇଜ କରିଥିଲେ । ସେ ପ୍ରିୟଙ୍କାଙ୍କ ପାଇଁ ଫାଇୱ ଟେୟରର ଏକ କେକ ବି ପ୍ରସ୍ତୁତ କରିଥିଲେ । ଯାହାର ଫଟୋ ସେ ନିଜର ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର ବି କରିଥିଲେ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।