ଶିକ୍ଷା ଶେଷ ହେବା ପରେ ପ୍ରାୟତଃ ଆପଣମାନେ ଜବ ପାଇଁ ପ୍ରତିଯୋଗିତା ପରୀକ୍ଷା ଦେଇଥାନ୍ତି । ଏହି ପ୍ରତିଯୋଗିତା ପରୀକ୍ଷାରେ ବହୁତ ଚରଣ ଥାଏ ଯେଉଁଥିରେ ସମସ୍ତ ଚରଣକୁ ପାସ କରିବା ଜରୁରୀ ହୋଇଥାଏ । ଏହି ପ୍ରତିଯୋଗିତା ପରୀକ୍ଷାର ଅନ୍ତିମ ଚରଣ ଇଣ୍ଟରଭ୍ୟୁ ହୋଇଥାଏ । ପ୍ରାୟତଃ ଲିଖିତ ପରୀକ୍ଷାରେ ତ ସମସ୍ତେ ପାସ ହୋଇ ଯାଆନ୍ତି । କିନ୍ତୁ ଇଣ୍ଟରଭ୍ୟୁରେ ଫେଲ ହୋଇ ଯାଆନ୍ତି । କାରଣ ଇଣ୍ଟରଭ୍ୟୁର ଏହି ପ୍ରଶ୍ନ ଗୁଡିକ କୌଣସି ବହିରୁ ଆସି ନ ଥାଏ ବରଂ ଇଣ୍ଟରଭ୍ୟୁର ପ୍ରଶ୍ନ ନିଜର ବୁଦ୍ଧି ବ୍ୟବହାର କରିବା ପାଇଁ ଦିଆଯାଇଥାଏ ।

ପ୍ରାୟତଃ ଇଣ୍ଟରଭ୍ୟୁରେ ଏମିତି ପ୍ରଶ୍ନ ପଚରାଯାଇଥାଏ ଯାହାକୁ ଶୁଣିବା ପରେ ଅଜବ ଲାଗିଥାଏ । ଇଣ୍ଟରଭ୍ୟୁ ନେଉଥିବା ବ୍ୟକ୍ତି ପ୍ରାୟତଃ ଏମିତି ପ୍ରଶ୍ନ ପଚାରିଥାଏ କି ତାହାକୁ ଶୁଣିଲେ ଆପଣ ବେଳେ ବେଳେ ରାଗି ବି ଯାଇ ପାରନ୍ତି । ଏହା ଛଡା ଏହି ପ୍ରଶ୍ନକୁ ଶୁଣି ଆପଣଙ୍କର ତାଙ୍କୁ ଗାଳି ଦେବାକୁ ମନ କରିବ । କିନ୍ତୁ ଇଣ୍ଟରଭ୍ୟୁ ନେଉଥିବା ବ୍ୟକ୍ତି ଯେଉଁ ପ୍ରଶ୍ନ କରିଥାଏ ତାହା ପଛରେ କୌଣସି ନା କୌଣସି କାରଣ ନିଶ୍ଚିତ ଥାଏ ।
ଏହି ପ୍ରଶ୍ନର ଜବାବ ବି ବହୁତ ସଲିଡ ହୋଇଥାଏ । ଆସନ୍ତୁ ଜାଣିବା ଏମିତି କିଛି ପ୍ରଶ୍ନ ଯାହାକୁ ପ୍ରାୟତଃ ଇଣ୍ଟରଭ୍ୟୁରେ ପଚରାଯାଇଥାଏ ।

୧. ପ୍ରଶ୍ନ : କଣ ଆପଣ ବିବାହ ପୂର୍ବରୁ କାହା ସହିତ ଶୋଇ ପାରିବେ ?
ଉତ୍ତର : ହଁ, ମୁଁ ନିଜର ପରିବାରର କୌଣସି ବି ସଦସ୍ୟ ସହିତ ଶୋଇ ପାରିବି କାରଣ ନିଜ ପରିବାର ସଦସ୍ୟ ସହିତ ଶୋଇବା ଖରାପ ନୁହେଁ ।
୨. ପ୍ରଶ୍ନ : ଶରୀର କେଉଁ ଅଙ୍ଗ ଜନ୍ମ ପରେ ଆସିଥାଏ ଓ ମୁର୍ତ୍ୟୁ ପୂର୍ବରୁ ହିଁ ଚାଲି ଯାଇଥାଏ ?
ଉତ୍ତର : ଆମର ଦାନ୍ତ ଜନ୍ମ ପରେ ଆସିଥାଏ ଓ ମୁର୍ତ୍ୟୁ ରୁ ପୂର୍ବେ ହିଁ ଭାଙ୍ଗି ଯାଇଥାଏ ।
୩. ପ୍ରଶ୍ନ : ଧୀରେ ଧୀରେ ଛିଡା କରନ୍ତି ଓ ଛେପ ଲଗାଇ ଠେଲି ଦିଅନ୍ତି !
ଉତ୍ତର : ଛୁଞ୍ଚିରେ ସୂତା

ଏହିଭଳି ପ୍ରଶ୍ନ ଶୁଣି ମନରେ ଅଜବ ଅଜବ କଥା ଆସିଥାଏ କିନ୍ତୁ ଏହି ସମସ୍ତ ପ୍ରଶ୍ନର ଟ୍ରିକ ଅଛି । ଏହି ସମସ୍ତ ପ୍ରଶ୍ନକୁ ବ ହଲ ଭାବେ ଶୁଣି ଓ ବୁଝି କି ଜବାବ ଦେବା ଉଚିତ କାରଣ ଏହି ସମସ୍ତ ପ୍ରଶ୍ନର ଉତ୍ତର ଦେଲା ପରେ ହିଁ ଆପଣ ସଫଳ ହୋଇ ପାରିବେ । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।