Interesting GK Questions: ଯଦି ରାମୁର ବଗିଚାରେ ମିଶ୍ରବାବୁଙ୍କ କୁକୁଡା ଅଣ୍ଡା ଦିଏ ତେବେ ଅଣ୍ଡାଟି କାହାର ହେବ ? 99% ଫେଲ୍

ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି । କିନ୍ତୁ ଅନେକ ସମୟରେ ପରୀକ୍ଷାରେ ପାସ କରିବା ପରେ ମଧ୍ୟ କେତେକ ପିଲା ଇଣ୍ଟରଭ୍ୟୁ ସମୟରେ ପଚରା ଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ତେବେ ଆପଣ ଯଦି କେଉଁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଆମ ପ୍ରଶ୍ନ ଓ ଉତ୍ତର ସବୁ ପଢନ୍ତୁ ଓ ସେଗୁଡିକୁ ନିଜ ବନ୍ଧୁମାନଙ୍କ ସହ ସେୟାର ମଧ୍ୟ କରନ୍ତୁ ।

୧- ଭାରତରେ ପଞ୍ଚନଦୀର ରାଜ୍ୟ କାହାକୁ କୁହାଯାଏ ?

ଉ: ପଞ୍ଜାବକୁ ୫ ନଦୀର ରାଜ୍ୟ କୁହାଯାଏ ।

୨- କେବେ ଓଡିଶାର ସୀମାରେଖା ନିର୍ଦ୍ଧାରଣ କରା ଯାଇଥିଲା ?

ଉ: ୧୯୫୦ ମସିହାରେ ଓଡିଶାର ସୀମାରେଖା ନିର୍ଦ୍ଧାରିତ ହୋଇଥିଲା ।

୩- ପ୍ରଥମେ ଓଡିଶାରେ କେତୋଟି ଜିଲ୍ଲା ଥିଲା ?

ଉ: ୧୩ ଟି ଜିଲ୍ଲା ଥିଲା ।

୪- ପ୍ରଥମେ ଓଡିଶାରେ ଥିବା ୧୩ଟି ଜିଲ୍ଲା ଗୁଡିକର ନାମ କଣ ?

ଉ: କଟକ, ପୁରୀ, ବାଲେଶ୍ଵର, କଳାହାଣ୍ଡି, କୋରାପୁଟ, କେଉଁଝର, ଗଞ୍ଜାମ, ଢେଙ୍କାନାଳ, ଫୁଲବାଣୀ, ବଲାଙ୍ଗୀର, ମୟୂରଭଞ୍ଜ, ସମ୍ବଲପୁର ଓ ସୁନ୍ଦରଗଡ ।

୫- ଓଡିଶାର ଉତ୍ତର ଦିଗରେ କେଉଁ ରାଜ୍ୟ ଅବସ୍ଥିତ ?

ଉ: ବିହାର ଅବସ୍ଥିତ ।

୬- ପ୍ରାକୃତିକ ଗଠନ ଅନୁସାରେ ଓଡ଼ିଶାକୁ କେତେ ଭାଗରେ ବିଭକ୍ତ କରାଯାଇଛି ?

ଉ: ୪ ଭାଗରେ ବିଭକ୍ତ କରାଯାଇଛି ।

୭- ଭାରତର ପ୍ରଥମ ବ୍ଯାଙ୍କ କେଉଁଠାରେ ହୋଇଥିଲା ?

ଉ: ମୁମ୍ବାଇରେ ଭାରତର ପ୍ରଥମ ବ୍ଯାଙ୍କ ହୋଇଥିଲା ।

୮- ଭାରତର ପ୍ରଥମ ବ୍ଯାଙ୍କ କେଉଁ ମସିହାରୁ ଆରମ୍ଭ ହୋଇଥିଲା ?

ଉ: ୧୮୦୪ ରୁ ଆରମ୍ଭ ହୋଇଥିଲା ।

୯- ପୃଥିବୀର କେଉଁ ଦେଶରେ ବହୁତ ମାତ୍ରାରେ ବଜ୍ରପାତ ହୋଇଥାଏ ?

ଉ: ଜାପାନରେ ସବୁଠୁ ଅଧିକ ବଜ୍ରପାତ ହୁଏ ।

୧୦- ପ୍ରଥମ ଭାରତୀୟ ମହିଳା ଏଭରେଷ୍ଟ ବିଜୟିନୀ କିଏ ?

ଉ: ବଚେନ୍ଦ୍ରୀ ପାଲ୍ ପ୍ରଥମ ଭାରତୀୟ ମହିଳା ଏଭରେଷ୍ଟ ବିଜୟିନୀ ।

୧୧- ମହାଭାରତ ଯୁଦ୍ଧରେ କେଉଁ କନିଷ୍ଠତମ ଯୋଦ୍ଧାକୁ ରଣାଙ୍ଗନରେ ବଦ୍ଧ କରା ଯାଇଥିଲା ?

ଉ: ବୀର ଅଭିମନ୍ୟୁ ସବୁଠୁ କନିଷ୍ଠ ଥିଲେ ।

୧୨- ଅଭିମନ୍ୟୁ ବଦ୍ଧ ବେଳେ ତାଙ୍କ ବୟସ କେତେ ହୋଇଥିଲା ?

ଉ: ମାତ୍ର ୧୨ ବର୍ଷ ହୋଇଥିଲା ।

୧୩- ମହାରାଣୀ ଭିକ୍ଟୋରିଆ କିଏ ?

ଉ: ବ୍ରିଟେନର ରାଣୀ

୧୪- ରାଣୀ ଭିକ୍ଟୋରିଆ କେତେ ବର୍ଷ କାଳ ଶାସନ କରିଥିଲେ ?

ଉ: ପ୍ରାୟ ୬୦ ବର୍ଷ କାଳ ଶାସନ କରିଥିଲେ ।

୧୫- ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ କିଏ ?

ଉ: ଇନ୍ଦିରା ଗାନ୍ଧୀ

୧୬- ଝାଁସୀରାଣୀ ଲକ୍ଷ୍ମୀବାଇ କେବେ ଓ କାହା ବିରୁଦ୍ଧରେ ଯୁଦ୍ଧ କରିଥିଲେ ?

ଉ: ୧୮୫୭ ମସିହାରେ ଇଂରେଜ ମାନଙ୍କ ବିରୋଧରେ ।

୧୭- ଓଡିଶାର ପୂର୍ବତନ ନାମ କଣ ଥିଲା ?

ଉ: ଉତ୍କଳ

୧୮- ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ ଥିଲେ ?

ଉ: ଡ. ହରେକୃଷ୍ଣ ମହତାବ

୧୯- ଓଡିଶାର ରାଜଧାନୀ ପ୍ରଥମେ କଣ ଥିଲା ?

ଉ: କଟକ

୨୦- ଯଦି ରାମୁର ବଗିଚାରେ ମିଶ୍ରବାବୁଙ୍କ କୁକୁଡା ଅଣ୍ଡା ଦିଏ ତେବେ ଅଣ୍ଡାଟି କାହାର ହେବ ?

ଉ: ଅଣ୍ଡାଟି କୁକୁଡାର ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।