Interesting GK Q&A: ଗୋଟିଏ ନାରୀ ନିଜ ଜୀବନରେ କେତୋଟି ଶିଶୁକୁ ଜନ୍ମ ଦେଇପାରେ ? ଏହାସହ ଜାଣନ୍ତୁ ଆହୁରି 15+ ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର

ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ ।

୧- କେଉଁ ତାରା ୧୬ ବର୍ଷ ପରେ ଦେଖାଯାଏ ?

ଉ: ପୁଚ୍ଛଳ ତାରା ।

୨- କେଉଁ ପରିବା ଖାଇବା ଦ୍ଵାରା ଦାନ୍ତ ସଫା ହୋଇଥାଏ ?

ଉ: ପାଳଙ୍ଗ ଶାଗ ।

୩- ଏମିତି କେଉଁ ପକ୍ଷୀ ଅଛି ଯିଏ ନିଜର ପୁରା ଜୀବନ କାଳରେ କେବେବି ଗଛ ଉପରେ ବସି ନଥାଏ ?

ଉ: ଟିଟୋନୀ ପକ୍ଷୀ ।

୪- କେଉଁ ଜୀବ ମନୁଷ୍ୟର ସବୁଠୁ ବଡ ଶତ୍ରୁ ?

ଉ: ମଶା ସବୁଠୁ ବଡ ଶତ୍ରୁ ।

୫- ବିଶ୍ଵର ସବୁଠାରୁ ଲମ୍ବା ନଦୀର ନାମ କଣ ?

ଉ: ନୀଳ ନଦୀ ସବୁଠୁ ଲମ୍ବା ନଦୀ ।

୬- ଏମିତି କେଉଁ ଜିନିଷ ଅଛି ଯାହା କାରଣରୁ ଖୁସି ସମୟରେ ବି ଆଖିରୁ ଲୁହ ଝରି ଆସେ ?

ଉ: ପିଆଜ ।

୭- ଏମିତି କେଉଁ ଜିନିଷ ଅଛି ଯାହାର ମୁଣ୍ଡ ନାହିଁ ହେଲେ ବି ସେ ଟୋପି ପିନ୍ଧିଥାଏ ?

ଉ: ବୋତଲ ।

୮- ଏମିତି କେଉଁ ଜିନିଷ ଅଛି ଯାହାକୁ ଆମେ କେବେବି ଧରି ରଖି ପାରିବା ନାହିଁ ?

ଉ: ଛାଇ ।

୯- ଏମିତି କେଉଁ ଜିନିଷ ଅଛି ଯାହା ପାଖରେ ହେଡ୍ ଓ ଟେଲ୍ (Tail) ଅଛି କିନ୍ତୁ ଶରୀର ନାହିଁ ?

ଉ: Coin (ମୁଦ୍ରା) ।

୧୦- ଏମିତି କେଉଁ ଜିନିଷ ଅଛି ଯାହାକୁ ଯେତେ ଟାଣିଲେ ସେତିକି ଛୋଟ ହୋଇଯିବ ?

ଉ: ସିଗାରେଟ ।

୧୧- ପର ନାହିଁ କିନ୍ତୁ ସେ ଉଡି ଥାଏ, ହାତ ନାହିଁ କିନ୍ତୁ ସେ ଲଢି ଥାଏ, ତାହା କଣ ?

ଉ: ଗୁଡି ।

୧୨- ଏମିତି କେଉଁ ଫସଲ ଅଛି ଯାହା କଞ୍ଚା ବେଳେ ମିଠା ଲାଗିଥାଏ କିନ୍ତୁ ପାଚିଗଲେ ଖଟା ଲାଗିଥାଏ ?

ଉ: ସପୁରୀ ।

୧୩- ଦୁନିଆରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ କେତେ ଜଣ ମହାନ ବ୍ୟକ୍ତି ଜନ୍ମ ହୋଇଛନ୍ତି ?

ଉ: ସମସ୍ତେ ପ୍ରଥମେ ସାଧାରଣ ହୋଇ ଜନ୍ମ ହୋଇଥାନ୍ତି ଓ ପରତେ ଯାଇ ମହାନ ହୋଇଥାନ୍ତି ।

୧୪- ତାହା କଣ ଅଟେ ଯାହା ହାତୀ ଠାରୁ ବଡ ହୋଇଥାଏ, କିନ୍ତୁ ତା’ର ଓଜନ କିଛି ବି ନୁହେଁ ?

ଉ: ହାତୀର ଛାଇ ।

୧୫- ଓଡିଶାର ବ୍ରୁହତମ ବନ୍ଦରର ନାମ କଣ ?

ଉ: ପାରାଦ୍ଵୀପ ।

୧୬- ଓଡିଶାର ପଲ୍ଲୀ କବି କାହାକୁ କୁହାଯାଏ ?

ଉ: ନନ୍ଦକିଶୋର ବଳ ।

୧୭- ଓଡିଶାର ଉଚ୍ଚତମ ଜଳପ୍ରପାତର ନାମ କଣ ?

ଉ: ଡୁଡୁମା ।

୧୮- ଆଲେକଜାଣ୍ଡାର କେବେ ଭାରତ ଆକ୍ରମଣ କରିଥିଲେ ?

ଉ: ଖ୍ରୀଷ୍ଟପୂର୍ବ- ୩୨୬ ।

୧୯- କେଉଁ ଜିନିଷକୁ ଫ୍ରିଜରେ ରଖିଲେ ବି ତାହା ଗରମ ରୁହେ ?

ଉ: ଗରମ ମସଲା ।

୨୦- ଗୋଟିଏ ନାରୀ ନିଜ ଜୀବନରେ କେତୋଟି ଶିଶୁକୁ ଜନ୍ମ ଦେଇପାରେ ?

ଉ: ୪୦ ଟି ଛୁଆ ଜନ୍ମ କରିପାରେ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।