Personality Test: ବାଛନ୍ତୁ ଯେକୌଣସି ଗୋଟିଏ ଠାକୁରଙ୍କୁ ଓ ଜାଣନ୍ତୁ ଭବିଷ୍ୟତରେ ଆପଣଙ୍କ ସହ କଣ ସବୁ ଘଟିବାକୁ ଯାଉଛି

ବନ୍ଧୁଗଣ ଆପଣ ମାନେ ସମସ୍ତେ ଭଗବାନ ଙ୍କୁ ନିଶ୍ଚୟ ପୂଜା କରୁଥିବେ । ସେ ଭଗବାନ ଗଣେଶ ହୁଅନ୍ତୁ କି ଶିବ ହୁଅନ୍ତୁ କି କୃଷ୍ଣ ହୁଅନ୍ତୁ ନିଶ୍ଚୟ ଭକ୍ତି ସହକାରେ ପୂଜା କରୁଥିବେ । କୁହାଯାଏ ଯଦି ଆପଣ ଏହି ୩ଟି ଠାକୁର ଙ୍କ ମାଧରୁ ଯେ କୌଣସି ଗୋଟିଏ ବାଛିବେ ତେବେ ଆପଣ କହିବେ କି ୩ଟି ଠାକୁର ଙ୍କୁ ଆମେ ପୂଜା କରିଥାଉ । କିନ୍ତୁ ଆଜିର ଆମର ବିଷୟ ବସ୍ତୁ ଏମିତି ରହିଛି । ଆପଣଙ୍କୁ ୩ଟି ଠାକୁରଙ୍କ ମଧ୍ୟରୁ ଯେ କୌଣସି ଗୋଟିଏ ବାଛିବାକୁ ପଡିବ । ଏହା ପରେ ଆମେ ଆପଣଙ୍କୁ ଆପଣଙ୍କର ଭବିଷ୍ୟତ ବିଷୟରେ କହିବୁ ।

୧- ଭଗବାନ ଗଣେଶ : ଆମ ଲିଷ୍ଟର ପ୍ରଥମରେ ଅଛନ୍ତି ଭଗବାନ ଗଣେଶ ଯିଏ ଅଗ୍ରପୂଜ୍ୟ ଅଟନ୍ତି । ଭଗବାନ ଗଣେଶ ଜି ଆପଣଙ୍କୁ ସବୁଠାରୁ ଭଲ ଲାଗିଥିଲେ ଆପଣ ଆଉ ଦୁଖ କରିବେ ନାହି । ସବୁ ଇଚ୍ଛା ପୂରଣ ହେବ । ଆପଣ ଯେଉଁ ବି କାମର ଏ ହାତ ଦେବେ ତାହା ପୁରା ହେବ । ବନ୍ଧୁଙ୍କ ସହ ସମ୍ପର୍କରେ ବାଧା ଆସିଥିଲେ ସମ୍ପର୍କରେ ନୂଆଯୋଗ ଆସିବ ।

ଶତ୍ରୁ ପରାଜିତ ରହିବେ । ଆପଣ ଏବେ ଯେଉଁ ବିବାଦରେ ଫସି ରହିଛନ୍ତି ତେବେ ମୁକ୍ତି ପାଇବେ । କୌଣସି କାମ କରୁଥିଲେ ବିବେକ ଓ ଚିନ୍ତାଧାରାକୁ ଭଲରେ ଲଗାନ୍ତୁ ।

୨- ଭଗବାନ ଶିବ : ଆମ ଲିଷ୍ଟର ଦ୍ବିତୀୟରେ ଅଛନ୍ତି ଭଗବାନ ଶିବ ଯଦି ଆପଣ ଏହି ଫୋଟୋ ଚୟନ କରିଛନ୍ତି ତେବେ ଆପଣ ସୁଖ ସୌଭାଗ୍ୟରେ ଜୀବନ ବ୍ଯତୀତ କରିବେ । ଆପଣ ବର୍ତ୍ତମାନ ଯେଉଁ କାମରେ ବ୍ୟସ୍ତ ରହିଛନ୍ତି ସେଥିରେ ନିଶ୍ଚୟ ସଫଳତା ପ୍ରାପ୍ତ ହେବ । କିନ୍ତୁ ସଫଳତା ବିଳମ୍ବରେ ଆସିବ । ମନ୍ଦ ଦଶା ଯୋଗୁଁ ଅସାନ୍ତି ଭୋଗ କରୁଛନ୍ତି ।

ଆପଣ ଅନେକ ଯନ୍ତ୍ରଣା ଭୋଗ କରିସାରିଛନ୍ତି କିନ୍ତୁ ଆଉ ଏବେ କରିବେ ନାହି । ରୋଗ ପୀଡା ଦୂର ହେବ । ଆପଣଙ୍କ ଜୀବ ଦିଶା ମଧ୍ୟରେ ୨-୩ ଟି ମନ୍ଦ ଦିଶାର ଭୋଗ ହେବ । ଆଗାମୀ ଜୀବନ ମଧ୍ୟରେ ୩ଟି ମନ୍ଦ ଦାସ ଭୋଗ ହେବ । ତେଣୁ ସତର୍କ ରହିବା ସହ ଏହାର ପ୍ରତିକାର କରନ୍ତୁ ।

୩- ଭଗବାନ କୃଷ୍ଣ : ଆମ ଲିଷ୍ଟର ତୃତୀୟରେ ଅଛନ୍ତି ଭଗବାନ କୃଷ୍ଣ ଯଦି ଆପଣ ତାଙ୍କ ଫୋଟୋ ଚୟନ କରିଛନ୍ତି ଆପଣ ଦେଖିବାକୁ ସୁନ୍ଦର ଅଟନ୍ତି । ଅନ୍ୟର ମନ ମୋହୀ ନେବା ଭଳି ବ୍ୟକ୍ତି ଅଟନ୍ତି ଆପଣ । ଆପଣ ଚତୁର, ସମାଜରେ କ୍ଷତି ସମ୍ପନ୍ନ ବ୍ୟକ୍ତି ଅଟନ୍ତି । ଆପଣ ମନ୍ଦ କାରଣରୁ ଚିନ୍ତାରେ ଅଛନ୍ତି । ବର୍ତ୍ତମାନ ଆଉ ଆପଣଙ୍କ ଜୀବନରେ କିଛି ମନ୍ଦ ଘଟିବାର ନାହି ।

ସନ୍ତାନ ସୁଖରେ ଆନନ୍ଦ ପାଇବେ । ଅପବ୍ୟୟରେ ସୁଧାର ଆସିବ । ଆର୍ଥିକ ସ୍ଥିତିରେ ଉନ୍ନତି ହେବ । ସଞ୍ଚୟ ଅଧିକ କରିବେ । ଆପଣାର ଲୋକେ ପର ହେଉଛନ୍ତି ଆପଣ ଅନୁଭବ କରୁଛନ୍ତି । ଯାହା ବି ଖରାପ ଦିଶା ଥିଲା ତାହା ଦୂର ହେବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି  ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।