Interesting GK Q&A: କିଣିଲେ କଳା, ଜାଲିଲେ ନାଲି ଓ ଫିଙ୍ଗିଲେ ଧଳା, ତାହା କଣ ? ଏହା ସହ ଆହୁରି 19 GK Quiz

ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ ।

୧- ମନୁଷ୍ୟର କେଉଁ ଅଙ୍ଗ ବିଜୁଳି ଉତ୍ପନ୍ନ କରିପାରେ ?

ଉ: ମସ୍ତିଷ୍କ, ଯାହାକି ୧୨ ରୁ ୧୫ ୱାଟ ବିଜୁଳି ଉତ୍ପନ୍ନ କରିଥାଏ ।

୨- ସେ କେଉଁ ଜୀବ ଅଟେ ଯିଏ ଜନ୍ମ ହେବା ମାତ୍ରେ ୨ ରୁ ୩ ମାସ ପର୍ଯ୍ୟନ୍ତ ଶୋଇ ରହିଥାଏ ?

ଉ: ଭାଲୁ ଜନ୍ମ ହେବା ପରେ ତିନି ମାସ ଯାଏଁ ଶୋଇ ରୁହେ ।

୩- ଭାରତର ପ୍ରଥମ ଅଣ୍ଡର ୱାଟର ରେସ୍ତୋରାଁ କେଉଁଠାରେ ଖୋଲା ଯାଇଥିଲା ?

ଉ: ଅହମଦାବାଦ ଠାରେ ଖୋଲା ଯାଇଛି ।

୪- ତାହା କେଉଁ ଶବ୍ଦ ଅଟେ ଯେଉଁଥିରେ ଫଳ, ଫୁଲ ଏବଂ ମିଠା ତିନୋଟିର ନାମ ରହିଥାଏ ?

ଉ: ଗୁଲାବ ଜାମୁନ ରେ ରହିଛି ।

୫- କେଉଁ ଦେଶର ରାଷ୍ଟ୍ରୀୟ ଧ୍ଵଜ ସିଧା ହେଉ କି ଓଲଟା ଗୋଟିଏ ସମାନ ଦେଖା ଯାଇଥାଏ ?

ଉ: ଜାପାନର ଜାତୀୟ ଧ୍ଵଜ ।

୬- ଏଭଳି କେଉଁ ଜିନିଷ ଅଛି ଯାହା କେବଳ କହିବା ମାତ୍ରେ ଭାଙ୍ଗି ଯାଇଥାଏ ?

ଉ: ନୀରବତା ଗୋଟିଏ ଶବ୍ଦରେ ବି ଭାଙ୍ଗିଯାଏ ।

୭- ବର୍ଷର ସବୁଠାରୁ ଲମ୍ବା ଦିନ କେଉଁ ଦିନ ହୋଇଥାଏ ?

ଉ: ଜୁନ ୨୧ ବର୍ଷର ସବୁଠୁ ଲମ୍ବା ଦିନ ।

୮- କିଏ ଏବଂ କେଉଁ ମସିହାରେ ଟ୍ରେନର ଆବିଷ୍କାର କରିଥିଲେ ?

ଉ: ଜର୍ଜ ଷ୍ଟିଫେନ ୧୮୨୫ ମସିହାରେ ଟ୍ରେନର ଆବିଷ୍କାର କରିଥିଲେ ।

୯- ଦୁନିଆରେ ସବୁଠାରୁ ଦୁଃଖୀ ରହୁଥିବା ପଶୁ କିଏ ?

ଉ: ପୋଲାର ବିୟର ସବୁଠାରୁ ଦୁଃଖୀ ପଶୁ ।

୧୦- ଭାରତର ସବୁଠାରୁ ବିଶାଳ ମନ୍ଦିର କେଉଁଟି ?

ଉ: ଶ୍ରୀ ରଙ୍ଗନାଥସ୍ଵାମୀ ମନ୍ଦିର ।

୧୧- କେଉନ ଦେଶର ନିଜର କୌଣସି ରାଷ୍ଟ୍ର ଗୀତ ନାହିଁ ?

ଉ: ସାଇପର୍ସ ଦେଶର ।

୧୨- କେଉନ ଜୀବର କ୍ଷୀର ନୀଲ ରଙ୍ଗର ହୋଇଥାଏ ?

ଉ: ମାଈ ବନ୍ଥ ।

୧୩- ଆକାଶରୁ ପଡୁଥିବା ବିଜୁଳି କେତେ ୱାଟ ର ହୋଇଥାଏ ?

ଉ: ୧୦ ୱାଟ ର ।

୧୪- ଦୁନିଆର ସବୁଠାରୁ ବଡ ସୁନାର ହୋଟେଲ କେଉଁଠାରେ ଅବସ୍ଥିତ ?

ଉ: ଭିଏତନାମ ର ରାଜଧାନୀ ହାନୋଇରେ ।

୧୫- ପରୀକ୍ଷାର ସନ୍ଧାନ କିଏ କରିଥିଲେ ?

ଉ: ହେନେରୀ ଫିସେଲ ।

୧୬- ମୋବାଇଲର ଆବିଷ୍କାର କିଏ କରିଥିଲେ ?

ଉ: ମାର୍ଟିନ କୁପର ।

୧୭- ବ୍ଲଡ଼ ଗ୍ରୁପର ସନ୍ଧାନ କିଏ କରିଥିଲେ ?

ଉ: ଲର୍ଡ ଲାଣ୍ଡସଷ୍ଟିନର ।

୧୮- ଲେମ୍ବୁ ଏବଂ କମଳାରେ କେଉନ ଭିଟାମିନ ମିଳିଥାଏ ?

ଉ: ଭିଟାମିନ- C ।

୧୯- ଏମିତି କେଉଁ ଜିନିଷ ଅଛି ଯାହାକୁ ପିନ୍ଧିବା ପରେ ଆଉ କାଢି ହୁଏନା ?

ଉ: କଫନ ।

୨୦- କିଣିଲେ କଳା, ଜାଲିଲେ ନାଲି ଓ ଫିଙ୍ଗିଲେ ଧଳା, ତାହା କଣ ?

ଉ: କୋଇଲା କିଣିବା ବେଳେ କଳା, ଜାଲିଲେ ନାଲି ଓ ଫିଙ୍ଗିଲେ ଧଳା ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।