ପାକିସ୍ଥାନକୁ ପ୍ରତିରକ୍ଷା ମନ୍ତ୍ରୀ Rajnath Singh ଙ୍କ କଡା ଚେତାବନୀ, କହିଲେ ‘ଆତଙ୍କର ବାଟ ବାଛିଲେ ମିଳିବ…” ଦେଖନ୍ତୁ Video

“ଆତଙ୍କର ବାଟ ବାଛିଲେ ମିଳିବ ମୁହଁ ତୋ-ଡ ଜବାବ । ଭାରତରେ ମା-ରି-ବୁ ଦରକାର ପଡିଲେ ଘରେ ପଶି ମା-ରି-ବୁ । ଦେଶର ସୁରକ୍ଷା ସହ ସାଲିସ କରାଯିବ ନାହିଁ । ଆ-ତ-ଙ୍କ-ବା-ଦୀ-ଙ୍କୁ ଶିକ୍ଷା ଦେବା ପାଇଁ ଭାରତ ସବୁବେଳେ ପ୍ରସ୍ତୁତ ।” ଏହି ପରି ସିଧାସଳଖ ନାଁ ନନେଇ ପଡୋଶୀ ପଡୋଶୀ ବୋଲି କହି ଖୁଲମ-ଖୁଲା ପାକିସ୍ଥାନକୁ ଚେ-ତା-ବ-ନୀ ଦେଇଛନ୍ତି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଦୁଇ ଦୁଇଟି ଯୁ-ଦ୍ଧ-ରେ ପରାଜୟ ହେବା ପରେ ପଡୋଶୀ ଅର୍ଥାତ ପାକିସ୍ତାନର ମନୋବଳ ଭାଙ୍ଗି ଯାଇଛି ।

ତେଣୁ ଭାରତ ସହ ସାମନା ସାମନି ଯୁ-ଦ୍ଧ କରିବା କଥା ପାକ୍ ଚିନ୍ତା ମଧ୍ୟ କରି ପାରିବ ନାହିଁ । ସେଥିପାଇଁ ପ୍ରୋ-କ୍ସି ଯୁ-ଦ୍ଧ-ର ସାହାରା ନେଉଛି ପାକିସ୍ତାନ । ଆ-ତ-ଙ୍କ-ବା-ଦୀ-ଙ୍କୁ ପାଣ୍ଠି, ଅ-ସ୍ତ୍ର-ଶ-ସ୍ତ୍ର ଏବଂ ତା-ଲି-ମ ଦେଇ ଭାରତକୁ ବାରମ୍ବାର ଟା-ର୍ଗେ-ଟ କରୁଛି । କିନ୍ତୁ ଏସବୁର ମଧ୍ୟ ଉଚିତ ଜବାବ ମିଳିବ ବୋଲି କହିଛନ୍ତି ଭାରତର ପ୍ରତିରକ୍ଷା ମନ୍ତ୍ରୀ । ରାଜନାଥ ସିଂ ସଫାସଫା କହିଛନ୍ତି ଯେ, ସୀମାରେ ଅଶାନ୍ତି ଥିବା ସତ୍ତ୍ୱେ ଦେଶର ସୁରକ୍ଷା ସହ କୌଣସି ସାଲିସ ହୋଇପାରିବ ନାହିଁ ।

ଭାରତ ନିଜ ଦେଶରେ ଆ-ତ-ଙ୍କ-ବା-ଦୀ-ଙ୍କୁ ସଫା କରିବା ସହ ଆବଶ୍ୟକ ପଡିଲେ ସେମାନଙ୍କ ଦେଶରେ ମଧ୍ୟ ଆ-ତ-ଙ୍କି-ଙ୍କୁ ସଫା କରିବାକୁ ପଛଘୁଞ୍ଚା ଦେବ ନାହିଁ । ଆମେ ଆମ ଦେଶରୁ ଯୁ-ଦ୍ଧ କରିବା ସହ ସେଠାକୁ ଯାଇ ମଧ୍ୟ ଯୁ-ଦ୍ଧ କରିବାର କ୍ଷମତା ରଖିଛୁ ।

ଯେକୌଣସି ପରିସ୍ଥିତିରେ ମଧ୍ୟ ଆ-ତ-ଙ୍କ-ବା-ଦ-କୁ ଜବାବ ଦେବାକୁ ଦେଶ ପ୍ରସ୍ତୁତ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ବର୍ତ୍ତମାନ ଆଫଗାନିସ୍ତାନରେ ପରିବର୍ତ୍ତିତ ସମୀକରଣ ଭାରତ ପାଇଁ ଏକ ବଡ ଆହ୍ଵାନ ବୋଲି କହିଛନ୍ତି ରାଜନାଥ ସିଂ। ତାଲିବାନ ଆଫାଗାନିସ୍ତାନ ଅ-କ୍ତି-ଆ-ର କରିବା ପରେ ଭାରତ ନିଜ ଷ୍ଟ୍ରା-ଟେ-ଜି ପରିବର୍ତ୍ତନ କରିବାରେ ବାଧ୍ୟ ହୋଇଛି ବୋଲି ସେ କହିଛନ୍ତି ।

ତେବେ ସମନ୍ଵିତ ଯୁ-ଦ୍ଧ ଗୋ-ଷ୍ଠୀ ନିର୍ମାଣକୁ ନେଇ ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ ଅତ୍ୟନ୍ତ ଗମ୍ଭୀରତାର ସହ ଚିନ୍ତା କରୁଛି । ଏହି ଗୋଷ୍ଠୀ ଗୁଡିକ ଶ-ତ୍ରୁ ମାନଙ୍କ ସହ ଲ-ଢି-ବା ଓ ଏହା ଅଧୀନରେ ଅତ୍ୟନ୍ତ ସାଂ-ଘା-ତି-କ ବ୍ରି-ଗେ-ଡ ଆକାରର ତଥା ସେଲ୍ଫ ରିଲିଆଣ୍ଟ ଯୁ-ଦ୍ଧ ବି-ମା-ନ ପ୍ରସ୍ତୁତ ହେବ ବୋଲି ରାଜନାଥ ସିଂ କହିଛନ୍ତି । ଏଥିରେ ଆପଣଙ୍କ ମତାମତ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ