ଏହି 6 Bollywood ଷ୍ଟାରଙ୍କ ବଡିଗାର୍ଡଙ୍କ ଦରମା ଜାଣିଲେ ଆପଣଙ୍କ ହୋସ ଉଡିଯିବ

ବଲିଉଡ ସୁପରଷ୍ଟାର ଯୁଆଡେ ଯାଇଥାନ୍ତି ସେଠାରେ ତାଙ୍କର ଫ୍ୟାନସ ରହିଥାନ୍ତି । କିଛି ଫ୍ୟାନସ ଅଟେ ଯୁନିନି ହୋଇଥାନ୍ତି କି ସେମାନେ ନିଜ ପସନ୍ଦର ଷ୍ଟାର କୁ ଭେଟିବା ପାଇଁ କିଛି ମଧ୍ୟ କରିଥାନ୍ତି । କିନ୍ତୁ ଏହି ଷ୍ଟାର ମାନଙ୍କୁ ଭିଡରୁ ରକ୍ଷା କରିଥାନ୍ତି ସେମାନଙ୍କ ବଡ଼ିଗାର୍ଡ । ଏହି ବଡିଗାର୍ଡ ନିଜ ଆକ୍ଟର ମାନଙ୍କ ସହିତ ପରଚାଇ ଭଳି ରହିଥାନ୍ତି । ଯେଉଁ କାରଣରୁ ଏମାନଙ୍କୁ ବହୁତ ମୋଟ ରକମର ସ୍ୟାଲେରୀ ମିଳିଥାଏ । ବଲିଉଡ ର ଏହି ଟପ ଷ୍ଟାର ମାନଙ୍କର ବଡିଗାର୍ଡ ଙ୍କ ସ୍ୟାଲେରି ଶୁଣିଲେ ଆପଣଙ୍କ ହୋସ ଉଡ଼ିଯିବ । ଆଜି ଆମେ ଆପଣଙ୍କୁ ବଲିଉଡ ର ଷ୍ଟାର ମାନଙ୍କ ବଡ଼ିଗାର୍ଡଙ୍କ ସ୍ୟାଲେରି ବିଷୟରେ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଜାଣିବା ।

ସଲମାନ ଖାନ:- ବଲିଉଡ ଭାଇଯାନ ସଲମାନ ଖାନ ଙ୍କ ବଡିଗାର୍ଡ ଙ୍କ ନାମ ଶେରା ଅଟେ । ଶେରା ପ୍ରତି ମାସରେ ସ୍ୟାଲେରି ୨କୋଟି ଟଙ୍କା ନେଇଥାନ୍ତି । ଶେରା ସଲମାନ ଙ୍କ ବଡିଗାର୍ଡ ନୁହେଁ ବରଂ ତାଙ୍କ ପରିବାର ସଦସ୍ୟ ଭଳି ଅଟନ୍ତି । ଶେରା ବହୁତ ବର୍ଷ ଧରି ସଲମାନ ଙ୍କ ସହିତ ରହୁଛନ୍ତି ।

ସାରୁଖ ଖାନ:- ବଲିଉଡ ଷ୍ଟାର ସାରୁଖ ଖାନ ଙ୍କ ବଡିଗାର୍ଡ ଙ୍କ ନାମ ରଭି ସିଂ ଅଟେ । ରଭି ମାସକୁ ଦରମା ୩ କୋଟି ଟଙ୍କା ନେଇଥାନ୍ତି । ରଭି ସିଂ ସାରୁଖ ଖାନ ଙ୍କୁ ସବୁବେଳେ ପ୍ରୋଟେକ୍ସନ ଦେଇଥାନ୍ତି ।

ଅମୀର ଖାନ :- ବଲିଉଡ ଷ୍ଟାର ଅମୀର ଖାନ ଙ୍କ ବଡିଗାର୍ଡ ଙ୍କ ନାମ ଯୁବରାଜ ଘୋରପଡେ ଅଟେ । ସେ ମାସକୁ ଦରମା ୨ କୋଟି ଟଙ୍କା ନେଇଥାନ୍ତି । ଯୁବରାଜ ଅମୀର ଙ୍କୁ ପୁରା ସୁରକ୍ଷା ଦେଇଥାନ୍ତି ଏବଂ ସବୁ ବେଳେ ତାଙ୍କୁ ରକ୍ଷା କରିଥାନ୍ତି ।

ଦୀପିକା ପାଦୁକୋନ :- ବଲିଉଡ ଅଭିନେତ୍ରୀ ଦୀପିକା ଙ୍କ ବଡିଗାର୍ଡ ଙ୍କ ନାମ ଜଲାଲ ଅଟେ । ସେ ମାସକୁ ଦରମା ୧ କୋଟି ଟଙ୍କା ନେଇଥାନ୍ତି । ଦୀପିକା ନିଜ ବଡିଗାର୍ଡ ଜଲାଲ ଙ୍କ ସବୁ କଥା ସୁଣିଥାନ୍ତି ଏବଂ ତାଙ୍କୁ ରାକ୍ଷୀ ମଧ୍ୟ ବାନ୍ଧନ୍ତି ।

ଅମିତାଭ ବଚ୍ଚନ:- ବଲିଉଡ ବିଗ ବସ ଅମିତାଭ ବଚ୍ଚନ ଙ୍କ ବଡିଗାର୍ଡ ଙ୍କ ନାମ ଜୀତେନ୍ଦ୍ର ସିନ୍ଧରେ ଅଟେ । ସେ ମାସକୁ ଦରମା ୨ କୋଟି ଟଙ୍କା ନେଇଥାନ୍ତି । ଅମିତାଭ ବଚ୍ଚନ ଙ୍କ ଫ୍ୟାନସ ସବୁଠାରେ ରହିଥାନ୍ତି ତେଣୁ ତାଙ୍କ ସକ୍ୟୁରିଟି ମଧ୍ୟ ବହୁତ ହାଇ ରହିଥାଏ ।

ଅକ୍ଷୟ କୁମାର:- ବଲିଉଡ ଷ୍ଟାର ଅକ୍ଷୟ କୁମାର ଙ୍କ ବଡିଗାର୍ଡ ମାସକୁ ୧.୫ କୋଟି ଟଙ୍କା ନେଇଥାନ୍ତି । ଅକ୍ଷୟ ନିଜ ମାର୍ଶଲାଟ ରେ ମାହିର ଅଟନ୍ତି । କିନ୍ତୁ ଭିଡ଼ରୁ ରକ୍ଷା ପାଇବା ପାଇଁ ତାଙ୍କୁ ତାଙ୍କ ବଡିଗାର୍ଡ ର ଆବଶ୍ୟକତା ରହିଥାଏ ।

ତେବେ ଆପଣଙ୍କ ପସନ୍ଦ ବଲିଉଡ ଷ୍ଟାର କିଏ ଆମକୁ ନିଶ୍ଚୟ ଜଣାନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।