ପୁଣି ଚର୍ଚ୍ଚାରେ 5 ବର୍ଷର ଏହି କୁନି ଝିଅ, ସେନା ପୋଷାକ ପିନ୍ଧି ଯବାନମାନଙ୍କ ସହ ପାଦକୁ ପାଦ ମିଳାଇ କରୁଛି ପରେଡ୍‌, ସୁମଧୁର ସ୍ଵରରେ ଗାଉଛି ଜାତୀୟ ସଙ୍ଗୀତ, ଦେଖନ୍ତୁ Video

ମିଜୋରାମର ୫ ବର୍ଷର କୁନି ଝିଅ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି ।  ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ମିଜୋରାମର ପାଞ୍ଚ ବର୍ଷର କୁନି ଝିଅଙ୍କ କଣ୍ଠରେ ଆମେ ଦେଶର ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ଖୁବ ଭା-ଇ-ରା-ଲ ହେଉଛି । ୫ ବର୍ଷର କୁନି ଝିଅ ଏଷ୍ଟର ହନୁମତେ ଙ୍କ କଣ୍ଠରେ ଆମ ଜାତୀୟ ସଙ୍ଗୀତର ଏହି ଭାବପୂର୍ଣ୍ଣ ପ୍ରସ୍ତୁତି ଶୁଣି ଦେଶପ୍ରେମରେ ସମସ୍ତଙ୍କ ଲୋମ ଟାଙ୍କୁରି ଉଠୁଛି । ଆର୍ମି ୟୁନିଫର୍ମ ପିନ୍ଧି ଆର୍ମି ବ୍ୟାଣ୍ଡର ତାଳେତାଳେ କୁନି ଝିଅଙ୍କ ସୁଲଳିତ କଣ୍ଠ ସ୍ଵର ସମସ୍ତଙ୍କୁ ଆକର୍ଷିତ କରୁଛି ।

ଯାହାଫଳରେ ଏହା ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହେବାରେ ଲାଗିଛି । ନିଜ ସୁଲଳିତ କଣ୍ଠ ସ୍ଵର ପାଇଁ ସମସ୍ତଙ୍କ ମନ ଜିଣୁଥିବା ଏହି କୁନି ଝିଅର ଜାତୀୟ ସଙ୍ଗୀତ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେବା ପରେ ଆସାମ ରାଇଫଲ ପକ୍ଷରୁ ତାଙ୍କ ସ୍ଵର ରେକଡିଂ କରାଯାଇଛି । ଆର୍ମି ବ୍ୟାଣ୍ଡର ତାଳେ ତାଳେ ଜାତୀୟ ସଙ୍ଗୀତ ଗାଇ ସମସ୍ତଙ୍କୁ ବିମୋହିତ କରୁଛନ୍ତି ଏଷ୍ଟର ।

ଆସାମ ରାଇଆଫଳ ପକ୍ଷରୁ ଜାରି କରା ଯାଇଥିବା ଏହି ଭି-ଡି-ଓରେ କୁନି ଝିଅଟି ସେନା ପୋଷାକ ପିନ୍ଧି ଯବାନ ମାନଙ୍କ ସହ ପାଦକୁ ପାଦ ମିଳାଇ ପରେଡ କରୁଥିବାର ଦେଖିବାକୁ ମିଳିଛି । ଗତ ବର୍ଷ ମଧ୍ୟ ‘ବନ୍ଦେ ମାତରମ’ ଗୀତ ଗାଇ ଏଷ୍ଟର ହନୁମତେ ଚର୍ଚ୍ଚାରେ ଆସିଥିଲେ। ବର୍ତ୍ତମାନ ଜାତୀୟୟ ସଙ୍ଗୀତ ଗାଇ ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥଙ୍ଗା ଙ୍କ ସହ ସମଗ୍ର ଦେଶବାସୀଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି ଏଷ୍ଟର ।

ଏନେଇ ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥଙ୍ଗା ତାଙ୍କ ଟ୍ଵିଟର ଆକାଉଣ୍ଟରେ ଗୋଟିଏ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି । ୭୫ତମ ସ୍ଵାଧୀନତା ଦିବସ ଉପଲକ୍ଷେ ଅଗଷ୍ଟ ୧୩ ତାରିଖ ଦିନ ଦୁଇ ମିନିଟର ଏହି ଭି-ଡି-ଓଟି ୟୁଟ୍ଯୁବରେ ଅଫଲୋଡ କରାଯାଇ ଥିଲା । ଏହି ଭି-ଡି-ଓଟିକୁ ଅବସର ପ୍ରାପ୍ତ ବାୟୁସେନା ଅଧିକାରୀ ଅନିଲ ଚୋପ୍ରା ମଧ୍ୟ ତାଙ୍କ ଟେଇତର ହ୍ୟାଣ୍ଡେଲରେ ସେୟାର କରିଥିଲେ ।

ଭାରତର ଏକତାକୁ ଦର୍ଶାଉଥିବା ଓ ପ୍ରତ୍ଯେକ ଭାରତୀୟଙ୍କ ମନରେ ଦେଶପ୍ରେମ ଜାଗ୍ରତ କରୁଥିବା ଆମ ଜାତୀୟ ସଙ୍ଗୀତକୁ କୁନି ଝିଅ ମୁହଁରୁ ଶୁଣି ସମସ୍ତେ ଭାବବିହ୍ଵଳ ହୋଇ ଯାଉଛନ୍ତି ।ଆଶା କରୁଛୁ ଆପଣଙ୍କୁ ମଧ୍ୟ କୁନି ଝିଅର କଣ୍ଠରେ ଆମ ଜାତୀୟ ସଙ୍ଗୀତ ଖୁବ ଭଲ ଲାଗିଥିବ । ଏହିଅପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ।