IAS Interview Questions: କହିଲ ଦେଖି ଭାରତର ରାଷ୍ଟ୍ରୀୟ ରଙ୍ଗ କଣ ? 99% ଲୋକ Fail (20 GK Q&A)

ଆଜିର ସମୟରେ ଭଲ ଚାକିରି କରିବା ପାଇଁ ବ୍ୟକ୍ତିଙ୍କ ମଧ୍ୟରେ ଦକ୍ଷତା ସହ ସାଧାରଣ ଜ୍ଞାନ ରହିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜିର ଦୈନନ୍ଦିନ ଜୀବନରେ ସାଧାରଣ ଜ୍ଞାନ ବ୍ୟଞ୍ଜନରେ ଲୁଣ ଭଳି କାମ କରେ । କାରଣ ଯେକୌଣସି ବ୍ୟଞ୍ଜନ ହେଉ ପଛେ ଲୁଣ ବିନା ତାହା ଅସମ୍ପୂର୍ଣ୍ଣ । ସେହିଭଳି ଜଣେ ବ୍ୟକ୍ତି ଅନ୍ୟ କୌଣସି କ୍ଷେତ୍ରରେ ଯେତେ ରୁଚି ରଖିଥାନ୍ତୁ ପଛେ ସାଧାରଣ ଜ୍ଞାନ ଜାଣିବା ମଧ୍ୟ ଜରୁରୀ ଅଟେ । ତେବେ ଚାଲନ୍ତୁ ଜାଣିବା କିଛି ବଛାବଛା ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ।

1- ଗାନ୍ଧୀଜୀଙ୍କ ପୂର୍ବରୁ ଭାରତୀୟ ନୋଟରେ କାହାର ଫଟୋ ରହିଥିଲା ?

ଉ: ଅଶୋକ ସ୍ତମ୍ଭ ର ଫଟୋ ।

2- ବିଶ୍ବରେ ଏମିତି କେଉଁ ଦେଶ ଅଛି ଯେଉଁଠି ଗୋଟିଏ ହେଲେ ବି ନଦୀ ନାହିଁ ?

ଉ: ସାଉଦି ଆରବରେ ବିଲକୁଲ ନଦୀ ନାହିଁ ।

3- ବଲବ ସର୍ବପ୍ରଥମେ କେଉଁ ଦେଶରେ ନିର୍ମିତ କରା ଯାଇଥିଲା ?

ଉ: ଆମେରିକାରେ ।

4- କେଉଁ ଜୀବର ହୃଦୟ ତା’ର ମୁଣ୍ଡରେ ରହିଥାଏ ?

ଉ: ସାମୁଦ୍ରିକ କଙ୍କଡା ।

5- କେଉଁ ଦେଶକୁ ସୁନା ଓ ହୀରାର ଦେଶ ବୋଲି କୁହାଯାଏ ?

ଉ: ସାଉଥ ଆଫ୍ରିକା ।

6- ଯଦି ବାୟୁମଣ୍ଡଳ ନଥାନ୍ତା ତେବେ ଆକାଶର ରଙ୍ଗ କିପରି ଦିଶିଥାନ୍ତା ?

ଉ: କଳା ରଙ୍ଗ ଦିଶିଥାନ୍ତା ।

7- ଭାରତର ପ୍ରଥମ ମହିଳା ରାଜ୍ୟପାଳ କିଏ ଥିଲେ ?

ଉ: ସରୋଜିନୀ ନାଇଡୁ ।

8- କେଉଁ ଗଛ ସବୁଠୁ ତ୍ରିବର ଗତିରେ ବୃଦ୍ଧି ପାଇଥାଏ ?

ଉ: ବାଉଁଶ ଗଛ ।

9- ଏମିତି କେଉଁ ଫୁଲ ଅଛି ଯାହାର ଓଜନ 10 କିଲୋଗ୍ରାମ ଯାଏଁ ହୋଇଥାଏ ?

ଉ: ରାଫ୍ଲେସିଆ ଫୁଲ ।

10- ବେଲୁନରେ କେଉଁ ଗ୍ଯାସ ଭର୍ତ୍ତି କରାଯାଏ ?

ଉ: ହାଇଡ୍ରୋଜେନ ଗ୍ଯାସ ।

11- ଭାରତର ପ୍ରଥମ ମୁସଲମାନ ରାଷ୍ଟ୍ରପତି କିଏ ଥିଲେ ?

ଉ: ଜାକିର ହୁସେନ ।

12- କେଉଁ ଜୀବର ଦାନ୍ତ ତା’ର ଜିଭରେ ଥାଏ ?

ଉ: ହଂସ ।

13- ଏମିତି କେଉଁ ଜୀବ ଅଛି ଯାହାର 32ଟି ମସ୍ତିଷ୍କ ରହିଛି ?

ଉ: ଜୋକ ।

14- ସୁନାର ପଥର କେଉଁ ନଦୀରେ ମିଳିଥାଏ ?

ଉ: କୃଷ୍ଣ ନଦୀ ।

15- ବୁଡୁଥିବା ସୂର୍ଯ୍ୟର ଦେଶ କେଉଁ ଦେଶକୁ କୁହାଯାଏ ?

ଉ: ନରୱେ କୁ ।

16- ଭାରତର ସବୁଠୁ ବଡ ଗାଁ କେଉଁଟି ?

ଉ: ଗେହମର ଗ୍ରାମ, ଯାହାକି ଉତ୍ତର ପ୍ରଦେଶର ଘାଜିପୁର ଜିଲ୍ଲାରେ ଅବସ୍ଥିତ ।

17- ଶ୍ଵେତ ହସ୍ତୀର ଦେଶ କେଉଁ ଦେଶକୁ କୁହାଯାଏ ?

ଉ: ଥାଇଲାଣ୍ଡ ।

18- ସଂସାରର ଛାତ କାହାକୁ କୁହାଯାଏ ?

ଉ: ପାମିର ଉପତ୍ୟକା ।

19- ଦୁନିଆର ସବୁଠୁ ଗଭୀର ନଦୀ କେଉଁଟି ?

ଉ: କାଙ୍ଗୋ ।

20- ଭାରତର ରାଷ୍ଟ୍ରୀୟ ରଙ୍ଗ କଣ ?

ଉ: ନାରଙ୍ଗୀ ହେଉଛି ଭାରତର ରାଷ୍ଟ୍ରୀୟ ରଙ୍ଗ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।