୨୦୧୨ରେ କରଣ ଜୋହରଙ୍କ ଧର୍ମା ପ୍ରଡକସନର ବ୍ୟାନରେ ଏକ ଫିଲ୍ମ ରିଲିଜ ହୋଇଥିଲା ଯାହା ଜବରଦସ୍ତ ହିଟ ହୋଇଥିଲା ଯାହାର ନାଁ ହେଉଛି “ଅଗ୍ନିପଥ” । ଏହି ଫିଲ୍ମରେ ଅଭିନେତା ରୀତିକ ରୋଶନ, ଅଭିନେତ୍ରୀ ପ୍ରିୟାଙ୍କା ଚୋପଡା, ରିଷି କପୁର, ସଞ୍ଜୟ ଦତ୍ତଙ୍କ ଭଳି ବଡ ବଡ କଳାକାର ମାନେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।
ଏହି ଫିଲ୍ମରେ ଅଭିନେତ୍ରୀ କନିକା ତିଵାରୀ ଅଭିନୟ କରିଥିଲେ ଯିଏ ରୀତିକ ରୋଷନଙ୍କର ଛୋଟ ଭଉଣୀ ଭୂମିକାରେ ନଜର ଆସିଥିଲେ । ବର୍ତ୍ତମାନ ଦୀର୍ଘ ୯ ବର୍ଷ ପରେ ରୀତିକଙ୍କ ଭଉଣୀ ଚରିତ୍ରରେ ଅଭିନୟ କରିଥିବା ସେହି ଅଭିନେତ୍ରୀ ଜଣକ ଆଜି କିପରି ଦେଖା ଯାଉଛନ୍ତି ସେହି ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।
ଏହି ୯ ବର୍ଷ ମଧ୍ୟରେ କନିକାଙ୍କ ମଧ୍ୟରେ ଗଜବ ପରିବର୍ତ୍ତନ ଆସି ଯାଇଛି । ସେ ଆଗ ଅପେକ୍ଷା ହଟ ଓ ସୁନ୍ଦର ଲାଗୁଛନ୍ତି । ସେ ନିଜର ଫୋଟୋ ସୋସିଆଲ ମିଡିଆରେ ଶେୟାର କରିବାର ନଜର ଆସୁଛନ୍ତି । ୨୦୧୨ରେ ଫିଲ୍ମ “ଅଗ୍ନିପଥ” ରେ ଅଭିନୟ କରିବା ସମୟରେ ତାଙ୍କୁ ମାତ୍ର ୧୫ ବର୍ଷ ହୋଇଥିଲା । ବର୍ତ୍ତମାନ ତାଙ୍କର ବୟସ ୨୫ ବର୍ଷ ଅଟେ । କନକ ତିଵାରୀ ୧୯୯୬ ମାର୍ଚ୍ଚ ୯ରେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଜନ୍ମଗ୍ରହଣ କରିଥିଲେ ।
ତାଙ୍କର ଭୋପାଳରେ ହିଁ ସ୍କୁଲ ପାଠପଢା ଶେଷ ହୋଇଥିଲା । ସେ ବଲିଉଡରେ “ଅଗ୍ନିପଥ” ଫିଲ୍ମରୁ ହିଁ ନିଜର ଅଭିନୟ କ୍ଯାରିୟର ଆରମ୍ଭ କରିଥିଲେ । ସେ ତାଙ୍କର ପ୍ରଥମ ଫିଲ୍ମରେ ସୁପର ଷ୍ଟାର ରୀତିକ ରୋଶନଙ୍କ ଭଉଣୀ ଭୂମିକାରେ ନଜର ଆସିଥିଲେ । “ଅଗ୍ନିପଥ” ଫିଲ୍ମରେ କନିକା ତିଵାରୀଙ୍କ ନାଁ ଶିକ୍ଷା ଚୌହାନ ଥିଲା ଯାହାକୁ ସେ ମାତ୍ର ୧୫ ବର୍ଷ ବୟସରେ କରିଥିଲେ ।
କନିକା ତିଵାରୀ ୬ ହଜାର ଝିଅଙ୍କ ମଧ୍ୟରୁ ବଛା ଯାଇଥିଲେ : କନିକା ତିଵାରୀ ଏକ ଇଣ୍ଟରବିୟୁରେ ଏହି କଥାର ଖୁଲାସା କରି କହିଥିଲେ ଯେ “ଅଗ୍ନିପଥ” ଫିଲ୍ମରେ ରୀତିକ ରୋଶନଙ୍କ ଭଉଣୀ ଭୂମିକାରେ ଅଭିନୟ କରିବା ପାଇଁ ତାଙ୍କୁ ୬ ହଜାର ଝିଅ ମାନଙ୍କ ମଧ୍ୟରୁ ଜଣେ ବଛା ଯାଇଥିଲା । ଏହି ଫିଲ୍ମ ପାଇଁ ସେ ଦୁଖ ଓ ଖୁଶି ଭଳି ଦୁଇଟି ଅଡିସନ ଦେଇଥିଲେ ।
ବର୍ତ୍ତମାନ ସେ ଦେଖିବାକୁ ବହୁତ ହାତ ଲାଗିବା ସହ ଆଗ ଅପେକ୍ଷା ବହୁତ ସୁନ୍ଦର ଲାଗିଛନ୍ତି । ସେ ତାଙ୍କର ସୁନ୍ଦରତା ପାଇଁ ବଲିଉଡର ଅନେକ ଅଭିନେତ୍ରୀଙ୍କୁ ଟକ୍କର ଦେଇଥାନ୍ତି । ସେ ସୋସିଆଲ ମିଡିଆରେ ପ୍ରାୟ ସକ୍ରିୟ ହୋଇ ରହୁଛନ୍ତି । ନିଜର କିଛି ଫୋଟୋ ସେ ସୋସିଆଲ ମିଡିଆରେ ଶେୟାର କରିବାର ନଜର ଆସୁଛନ୍ତି । ସେ ବଲିଉଡରେ କାମ କରିବା ସହ ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ କାମ କରିଛନ୍ତି ।
ବର୍ତ୍ତମାନ ସେ ସାଉଥ ଇଣ୍ଡଷ୍ଟ୍ରିରେ ଆକ୍ଟିଭ ଅଛନ୍ତି । ସେ ତାମିଲ, କାନାଡା, ତେଲୁଗୁ ଭାଷାରେ ଫିଲ୍ମ କରିଛନ୍ତି । ସେ ତେଲୁଗୁ ଫିଲ୍ମ “ବଏ ମିଟ୍ସ ଗାର୍ଲ୍ସ” ୨୦୧୪, କାନ୍ନାଡ଼ା ଫିଲ୍ମ “ରଙ୍ଗନା ଷ୍ଟାଇଲ” ୨୦୧୪, ତାମିଲ ଫିଲ୍ମ “ଆଭି କୁମାର” ୨୦୧୫ ରେ ଲିଡ ରୋଲରେ ନଜର ଆସିଥିଲେ । ସେ ଟିଭି ଜଗତର ମସୁର ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀଙ୍କର ସମ୍ପର୍କରେ କର୍ଜନ ଅଟନ୍ତି ।
ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।