ହଟନେସ ମାମଲାରେ ଗୌହର ଖାନଙ୍କ ଠୁ ଟିକେ ବି କମ ନୁହନ୍ତି ତାଙ୍କ ବଡ ଭଉଣୀ, ନିଜେ ଦେଖି ନିଅନ୍ତୁ

ଗୌହର ଖାନ ର ବଡ ଭଉଣୀ : ବଲୀଉଡ ହେଉ କିମ୍ବା ଟିଭି ର ଦୁନିଆ, ଏଠି ସବୁବେଳେ କିଛି ନା କିଛି କଥା କୁ ନେଇ ଚର୍ଚା ଚାଲିଥାଏ । ମିଡିୟା ରେ ପ୍ରାୟତଃ ବଲୀଉଡ ସହିତ ଜଡିତ ଥିବା ଭିନ୍ନ ଭିନ୍ନ ଖବର ଦେଖିବାକୁ ମିଳେ । ଯଦି କିଛି କଥା ନାହିଁ ତେବେ ବଲୀଉଡ ସହିତ ସମ୍ପର୍କ ଥିବା ଲୋକମାନଙ୍କ ର ଜୀବନ ବିଷୟରେ କଥା ବାର୍ତ୍ତା କରାଯାଇଥାଏ । ତାଙ୍କ ପରିବାର ବିଷୟରେ କଥା କରାଯାଏ ଏବଂ ଫ୍ୟାନ୍ସ ବି ଏହି କଥା ବିଷୟରେ ଜାଣିବାକୁ ଚାହାନ୍ତି । ସୋସିୟାଲ ମିଡିୟା ରେ ଏବେ କିଛି ବି କଥା ଲୁଚି ପାରୁ ନାହିଁ ।

ସୋସିୟାଲ ମିଡିୟା ର ସମୟରେ କୌଣସି ବି କଥା ଲୁଚି ପାରିବ ନାହିଁ

ଏସବୁଦିନ ସୋଶଲ ମିଡିୟା ରେ ଭିନ୍ନ ଭିନ୍ନ ଫୋଟୋ ଦେଖିବାକୁ ମିଳୁଛି। ଏହା ସହିତ ମିଶି ଥିବା କେତେକ ଖବର ମଧ୍ୟ ଦେଖିବାକୁ ମିଳି ଥାଏ । ସୋସିୟାଲ ମିଡିୟା ଆଜି ସମସ୍ତଙ୍କୁ ପତ୍ରକାର ବନେଇ ଦେଇଛି । ଆଜି ସୋସିୟାଲ ମିଡିୟା କାରଣରୁ ଛୋଟ ରୁ ଛୋଟ ଗାଁ ର ଖବର ବିଷୟରେ ଲୋକମାନେ ଜାଣି ପାରୁଛନ୍ତି ।

ବିଗ ବସ ରେ ବହୁତ ଚର୍ଚ୍ଚା ରେ ଥିଲେ ଗୌହର ଖାନ

ଆଜି ଆମେ ଆପଣଙ୍କୁ ସୋସିୟାଲ ମିଡିୟା ବିଷୟରେ କହିବାକୁ ଯାଉଛୁ । ଟିଭି ସୋ ତ ଦେଖୁ ଥିବେ ? ଯଦି ଆପଣଙ୍କୁ ଟିଭି ସୋ ବିଗ ବସ ପସନ୍ଦ ଅଛି ତେବେ ଗୌହର ଖାନଙ୍କୁ ମନେ ରଖିଥିବେ । ଗୌହର ଖାନ ନିଜର ହଟ ଅବତାର ପାଇଁ ଚର୍ଚିତ ଥିଲେ ।

ଗୌହର ଖାନ ଙ୍କର ଭଉଣୀ ନିଗାର ଖାନ

ବିଗ ବସରେ ଗୌହର ଖାନ ର ସମ୍ଭଧ ଟିଭି ଅଭିନେତା କୁଶଲଙ୍କ ସହ ଦେଖିବାକୁ ମିଳିଥିଲା । ଗୌହର ଖାନ ବଲୀଉଡ ର ବହୁତ ଫିଲ୍ମରେ ଦେଖାଯାଇଛନ୍ତି । ଗୌହର ଖାନ ପ୍ରଥମେ ରକେଟ ସିଂହ : ସେଲ୍ସ ମ୍ୟାନ ଓଫ ଦ ଇୟର ରେ ଦେଖା ଯାଇଥିଲେ । ଗୌହର ଖାନ ର ସୁନ୍ଦରତା ବିଷୟରେ ସମସ୍ତେ ଜାଣିଛନ୍ତି ।


କିନ୍ତୁ ଆପଣ ଜାଣିଛନ୍ତି ଗୌହର ଖାନ ଭଳି ତାଙ୍କ ଭଉଣୀ ମଧ୍ୟ ସୁନ୍ଦର ଅଟନ୍ତି । ଗୌହର ଖାନ ଙ୍କ ଭଉଣୀ ର ନାମ ନିଗାର ଖାନ ଅଟେ । ନିଗାର ଖାନ ଗୌହର ଖାନ ଠାରୁ ବୟସରେ ବଡ ଅଟନ୍ତି । ଏବଂ ସେ କେତେକ ଟିଭି ସୋ କୁ ମଧ୍ୟ ଆସିଥିଲେ ।

ନିଗାର ଖାନ ସବୁ ଦିନ ସୋସିୟାଲ ମିଡିୟା ରେ ନିଜର ଫଟୋ ଛାଡନ୍ତି । ନିଗାର ଖାନ ୨୦୧୫ ରେ ଖୟାମ ସେଖଙ୍କ ସହ ବିବାହ କରିଥିଲେ ।