ଝିଅମାନଙ୍କର ଏହି କାମ ସବୁ ଦେଖି ପୁଅମାନେ ହେଲେ ପାଗଳ, ଏକୁଟିଆ ଥିଲା ବେଳେ ହିଁ ଦେଖନ୍ତୁ ଏହି ସବୁ ଫୋଟୋ

ଆଜିକାଲି ଦୁନିଆ ସାରା ଲୋକମାନଙ୍କର କିଛି ନୂଆ ଏବଂ ମଜାଦାର ଫଟୋ ସୋଶଲ ମିଡିୟା ଦ୍ଵାରା ସାମ୍ନାକୁ ଆସିଥାଏ । ଏହି ଫଟୋ ଗୁଡିକ ସୋଶଲ ମିଡିୟା ରେ ଭାୟରାଲ ହେଉଛି ଏବଂ ଲୋକମାନେ ଏହାକୁ ପସନ୍ଦ ମଧ୍ୟ କରୁଛନ୍ତି । ଝିଆପିଲା ମାନଙ୍କର ଏହି ଅଭୁତ କାମ ସହ ଜଡିତ ଏହି ଫଟୋ ଗୁଡିକ ବହୁତ ମଜାଦାର ଅଟେ । ଆଜି ଅମେ ଆପଣଙ୍କୁ ଏମିତି କିଛି ଫଟୋ ଦେଖାଇବାକୁ ଯାଉଛୁ ଯେଉଁଥିରେ ଝିଆପିଲାମାନେ ବହୁତ ଅଜୀବ ଏବଂ ଲଜ୍ଜ୍ୟାନୀୟ କାମ କରିବା ର ଦେଖା ଯାଉଛି । ଆପଣ ବି ଦେଖି ଅବାକ ହୋଇଯିବେ ।

ଦେଖନ୍ତୁ, ଏହି ଝିଅଟି କଣ ଦେଖିବାକୁ ଚେଷ୍ଠା କରୁଛି । ବିବାହିତ ଝିଅ କୁ ଏତେ ମଜା କାହିଁକି ଆସୁଛି, OMG ସେତିକି ଥାଉ, ବହୁତ ମଜା ଆସୁଛି।


ଚେହେରା ତ ଦେଖାଅ ।

ଝିଅ ପିଲା ହେଇ ପୁଅ ପିଲା ଭଳି କାମ କାହିଁକି କରୁଛ । କିଛି ତ ଲଜ୍ଜା କର

ଆଇନା ସହ ଏତେ ପ୍ରେମ ବୋଧେ କେହି କରିନଥିବେ । ଏବେ ଛାଡି ବି ଦିଅ ।

ହାତୀ ଛୁଆ କରୁଛି ଏମିତି କାମ ।

ମ୍ୟାଡମ ରେଳ ଲାଇନରୁ ହଟିଯାଆନ୍ତୁ , ଟ୍ରେନ ଆସିଯିବ ।

ମ୍ୟାଡମ କଣ ଏହି ଗଧ ହିଁ ମିଳିଲା ତାହା ସହିତ ଚୁମ୍ବନ କରିବାପାଇଁ, କଉ ବୟପ୍ରେଣ୍ଡ ଖୋଜିନିଅନ୍ତୁ।

ଏହାକୁ କହନ୍ତି ଟିମ ୱାର୍କ .. ଟିମ ୱାର୍କ ର ଏଭଲି ଭଲ ନମୁନା କେଉଁଠି ମିଳିବନି , କିନ୍ତୁ ଶେଷ ରେ ଥିବା ଝିଅର କଣ ଦୋଷ ଅଛି .. ଯଦି ଗୋଲ ହେଇ ବସି ଯାନ୍ତି ତେବେ ଆହୁରି ସୁବିଧା ହବ ..

ଝିଅ ପିଲାମାନେ , ପୁଅ ପିଲାମାନଙ୍କ ଠାରୁ କମ ନୁହନ୍ତି, ଏହି ଫୋଟ ଦେଖି ଜଣାପଡିଯାଉଛି

ଆଙ୍ଗୁଠି କାହାକୁ ଦେଖାଉଛନ୍ତି ମ୍ୟାଡମ , ସେ ତ ପଶୁ ଅଟେ , ଏବଂ ଆପଣ ବି…

ଏହି କୋକା କୋଲା କାହାପାଇଁ ନେଉଛନ୍ତି

ବେଳେ ବେଳେ ଆମେ ମାନେ ନିଜ ସାଙ୍ଗମାନଙ୍କ ସହ ଏମିତି ଥଟ୍ଟା କରିଦେଉ ଯେ ନିଜର ସୀମା ଭୁଲି ଯାଉ, ମଜା ପାଇଁ କିଛି ଏମିତି କରି ଦେଉ , ଯାହାଫଳରେ ଆମକୁ ବହୁତ ପଶ୍ଚାତାପ ହୋଇଥାଏ । ଏହି ଫୋଟୋ ଏମିତି ହିଁ କିଛି ଅଛି ।

ସୋସିୟାଲ ମିଡିଆ ରେ ଏଭଳି ଫୋଟୋ ଛାଡିଲେ କେବେ କେବେ ଆମକୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ।