Manish Anurag ମୃତ୍ୟୁ ମାମଲା: ଦେଖନ୍ତୁ କିପରି ଥିଲା ହୋଟେଲ South City ରେ ସାଙ୍ଗମାନଙ୍କ ସହିତ ମନୀଷଙ୍କ ରଙ୍ଗୀନ ରାତି, ଭାଇରାଲ ହେବାରେ ଲାଗିଛି ଆଉ ଏକ Video

ମନୀଷ ଅନୁରାଗଙ୍କ ମୃ-ତ୍ୟୁ ମାମଲାକୁ ନେଇ ଦିନକୁ ଦିନକୁ ବହୁତ ଗୁମର କଥା ସାମ୍ନାକୁ ଆସୁଛି । ମନୀଷ ଅନୁରାଗଙ୍କ ମାମଲାରେ ଚର୍ଚିତ ସାଉଥ ସିଟି ହୋଟେଲ ପୁଣି ଥରେ ଚର୍ଚାରେ ଆସି ଯାଇଛି । ଏହି ସାଉଥ ସିଟି ହୋଟେଲରେ ମନୀଷ ଅନୁରାଗଙ୍କ ଶେଷ ରାତି କ-ଟି-ଥିଲା । ସାଉଥ ସିଟିର ବର୍ତ୍ତମାନ ଗୋଟିଏ ଭିଡିଓ ସାମ୍ନାକୁ ଆସୁଛି । ଯେଉଁଥିରେ କିଛି ବାର ଗର୍ଲଙ୍କ ସାମ୍ନାରେ କିଛି ଯୁବକ ନାଚି ନାଚି ଟଙ୍କା ଉଡାଉ ଥିବାର ଦୃଶ୍ୟ ସାମ୍ନାକୁ ଆସୁଛି ।

ଏଥିରୁ ଜଣା ପଡୁଛି କି ସାଉଥ ସିଟି ହୋଟେଲରେ କିଛି ଯୁବକ ଓ ବ୍ୟବସାୟମାନେ ଆସି ନିଜର ରାତି ରଙ୍ଗୀନ କରନ୍ତି । ସବୁଠୁ ବଡ ଆଶ୍ଚର୍ଯ୍ୟକର କଥା ଏହା ଅଟେ କି ରାତିରେ ହୋଟେଲ ରେ ଏହି ସବୁ ହେବା ସତ୍ବେ ବି ସ୍ଥାନୀୟ ପୋଲିସ ଏଥି ପ୍ରତି ସଜାଗ ନାହାନ୍ତି । ବର୍ତ୍ତମାନ ପ୍ରଶ୍ନ ଉଠୁଛି କି ବିଳମ୍ବିତ ରାତି ପର୍ଯ୍ୟନ୍ତ ଯେତେବେଳେ ଏହି ସବୁ ଘ-ଟ-ଣା ଘଟୁଛି ତେବେ କାହିଁକି ପୋଲିସ କିଛି ଆକସନ ନେଉ ନାହିଁ ।

ସବୁଠୁ ବଡ କଥା ଏହା ଅଟେ କି ଏହି ଭିଡିଓରେ ଜଣେ କନେଷ୍ଟବଳ ସଙ୍ଗର ସେକଟେରୀ ପ୍ରସନ୍ନ ବେହେରା ଏହି ଭିଡିଓରେ ନାଚୁଥିବାର ନଜର ଆସୁଛନ୍ତି । ପ୍ରସନ୍ନ ବେହେରା ହିଁ ଏହାକୁ ଲିଜ ନେଇ ଚାଲୁଛନ୍ତି । କିନ୍ତୁ ପୋଲିସ କିମ୍ବା ଅନ୍ୟ କୌଣସି ମାଧ୍ୟମରୁ ଏହାର ସତ୍ୟତା ସାମ୍ନାକୁ ଆସି ନାହିଁ । ଏହି ଭିଡିଓରେ ଆପଣ ସାଉଥ ସିଟି ହୋଟେଲର ଅସଲ ଗୁମୁର କଥା ଜାଣି ପାରିବେ ।

କେମିତି ଏଠି କିଛି ଯୁବକମାନେ ନିଜର ରାତି ରଙ୍ଗୀନ କରୁଛନ୍ତି । ବାର ଗର୍ଲଙ୍କ ସହ ନାଚି ନାଚି ତାଙ୍କ ଉପରେ ଟଙ୍କା ଉଡାଉ ଛନ୍ତି । ମନୀଷ ଓ ଏହି ହୋଟେଲର ସମ୍ପର୍କ ବିଷୟରେ କହିବା ତେବେ ମନୀଷ ଓ ତାଙ୍କର ସାଙ୍ଗମାନେ ପ୍ରାୟତଃ ଏହି ସ୍ଥାନକୁ ଆସନ୍ତି । ଏହି ସ୍ଥାନରେ ସେମାନେ ଟଙ୍କା ଉଡାଇ ମ-ଦ ପିଇ ଯାଉଥିଲେ । ସେହି ଦିନ ରାତିରେ ବି ଏହିଭଳି ସବୁ ହୋଇଥିଲା । କିନ୍ତୁ ସେହି ଦିନ ରାତିରେ ଯେତେବେଳେ ବିଲ ପେମେଣ୍ଟର ସମୟ ଆସିଲା ତେବେ ସେମାନଙ୍କ ମଧ୍ୟରେ ବି-ବା-ଦ ହୋଇଥିଲା ।

ଏହି ବି-ବା-ଦ-କୁ ନେଇ ତାଙ୍କର ମୃ-ତ୍ୟୁ ହୋଇଛି ବୋଲି କୁହାଯାଉଛି । ଏହି ଭିଡିଓ କହୁଛି କି ଏହି ବାରରେ କଣ ସବୁ ଘ-ଟୁ-ଥି-ଲା । ଏତିକି ନୁହେଁ ଯେଉଁ ଯୁବକ ଓ ବ୍ୟବସାୟମାନେ ଏହି ବାରକୁ ଆସନ୍ତି ତାଙ୍କୁ ବାର ପ୍ରଥମେ ଧାର ହିସାବରେ ଟଙ୍କା ଦେଇଥାଏ । ଏହି ସବୁ ଟଙ୍କାକୁ ସେମାନେ ବାର ଗର୍ଲଙ୍କ ସାମ୍ନାରେ ଉଡାଇ ଥାନ୍ତି । ମନୀଷ ଅନୁରାଗଙ୍କ ମାମଲାରେ ବାର ଅସଲ ଚେହେରା ସାମ୍ନାକୁ ଆସି ଯାଇଛି ।