ବିବାହ କରିବେ Ollywood ଅଭିନେତ୍ରୀ Riya, ସରିଲା ନିର୍ବନ୍ଧ… ଦେଖନ୍ତୁ ନିର୍ବନ୍ଧର ପୁରା Video

ଦର୍ଶକ ବନ୍ଧୁ ଆପଣ ମାନେ ଓଲିଉଡ ଅଭିନେତ୍ରୀ ମାନଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେମାନେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିଣି ପାରିଛନ୍ତି । ଓଡିଆ ହିରୋଇନ ମାନେ ନିଜର ଅଭିନୟ ବ୍ଯତୀତ ନିଜର ଷ୍ଟାଇଲ, ଲୁକ, ବ୍ୟକ୍ତିଗତ ଲାଇଫ କୁ ନେଇ ମଧ୍ୟ ବେଶ ଚର୍ଚ୍ଚା ରେ ରହିଥାନ୍ତି । ଖାସ କରି ଯେଉଁ ଅଭିନେତ୍ରୀ ମାନେ ମ୍ୟାରେଜ କରିବାକୁ ଯାଉଥିବେ ସେମାନେ ନିଜର ଟିକିନିଖି ଖବର ସୋସିଆଲ ମିଡିଆ ଜରିଆରେ ଫ୍ୟାନ୍ସ ମାନଙ୍କୁ ଜଣାଇଥାନ୍ତି ।

ଆଜି ଆମେ ଆପଣଙ୍କୁ ସେମିତି ଜଣେ ଖାସ ହିରୋଇନ ଙ୍କ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ସେହି ହିରୋଇନ ଜଣଙ୍କ ଆଉ କେହି ନୁହନ୍ତି ସେ ହେଉଛନ୍ତି ଆପଣ ସମସ୍ତଙ୍କର ପ୍ରିୟ ରିୟା ଦେ । ଅଭିନେତ୍ରୀ ରିୟା ଦେ ସୁପର ଷ୍ଟାର ବାବୁସାନ ମହାନ୍ତି ଙ୍କ ସହ “ପ୍ରେମ ଅଢେଇ ଅକ୍ଷର” ଫିଲ୍ମ ରୁ ନିଜର ଅଭିନୟ କ୍ଯାରିୟର ଆରମ୍ଭ କରିଥିଲେ ଓଲିଉଡ ରେ । ଏହା ପରେ ସେ କେବେ ବି ପଛକୁ ଫେରି ଅନାହାନ୍ତି ।

ସେ ଅନେକ ସାରା ସୁପର ହିଟ ଫିଲ୍ମ ଓଲିଉଡ ଇନସ୍ତ୍ରୀ କୁ ଭେଟି ଦେଇଛନ୍ତି ଯାହାକୁ ଦର୍ଶକ ମାନେ ବେଶ ପସନ୍ଦ ମଧ୍ୟ କରିଛନ୍ତି ଆଉ ତାଙ୍କୁ ଖୁବ ସାରା ଭଲ ପାଇବା ମଧ୍ୟ ଦେଇଛନ୍ତି । ତେବେ ରିୟା ଅନେକ ସମୟରେ ନିଜର ବ୍ୟକ୍ତିଗତ ଯିବାକୁ ନେଇ ବେଶ ଚର୍ଚ୍ଚା ରେ ରହିଥାନ୍ତି । ଗତ ଦିନ ମାନଙ୍କରେ ତାଙ୍କର ନିର୍ବନ୍ଧ ଶେଷ ହୋଇଛି ଯାହାର ଭିଡିଓ ଓ ଫୋଟୋ ଗୁଡିକ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଯାହାକୁ ଦେଖି ତାଙ୍କ ଫ୍ୟାନ୍ସ ମାନେ ବେଶ ଖୁସି ବ୍ୟକ୍ତ କରିଛନ୍ତି । ଅଭିନେତ୍ରୀ ରିୟା ଏବେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ତାଙ୍କ ଭାବି ସ୍ଵାମୀ ମଧ୍ୟ ଜଣେ ବହୁତ ଭଲ ମଣିଷ ଅଟନ୍ତି । ଦୁହିଙ୍କର ନିର୍ବନ୍ଧ ଖୁବ ଧୂମ ଧାମ ରେ ପାଳନ କରା ଯାଇଛି । ଦୁହେଁ ପରସ୍ପରକୁ ମୁଦି ପିନ୍ଧାଇବା ସହ ଏନଗେଜମେଣ୍ଟ କୁ ଖୁବ ଏଞ୍ଜୋଏ ମଧ୍ୟ କରିଛନ୍ତି । ଦୁହେଁ ପରସ୍ପର ସହ ବେଶ ଖୁସି ଥିବାର ଏହି ଭିଡିଓ ରେ ନଜର ଆସୁଛନ୍ତି ।

ତେବେ ବର୍ତ୍ତମାନ ଓଲିଉଡ ଇଣ୍ଡଷ୍ଟ୍ରି ରେ ବିବାହର ସିଜିନ ଚାଲିଛି । ଆଉ ହିରୋଇନ ମାନେ ବିବାହ ବନ୍ଧନରେବାନ୍ଧି ହେବାକୁ ଯାଉଛନ୍ତି । ସେମାନଙ୍କ ମଧ୍ୟ ରୁ ରିୟା ଦେ ହେଉଛନ୍ତି ଅନ୍ୟତମ । ସେ ନିଜର ଭାବି ସ୍ଵାମୀ ଙ୍କ ସହ ସାରା ଜୀବନ ରହିବା ପାଇଁ କଥା ଦେଇ ସାରିଛନ୍ତି । ବହୁତ ଜଲ୍ଦି ଦୁହିଙ୍କର ମ୍ୟାରେଜ ହେବାକୁ ଯାଉଛି କିନ୍ତୁ ଡେଟ ଏ ଯାଏଁ ସ୍ପଷ୍ଟ ହୋଇ ନାହି । ବନ୍ଧୁଗଣ ଆପଣ ମାନଙ୍କୁ ହିରୋଇନ ରିୟା ଦେ ଙ୍କ ବିବାହକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।