ସାମ୍ନାକୁ ଆସି Shoaib ଓ Sania କାହିଁକି ନିଜର ତଲାକ ଘୋଷଣା କରୁ ନାହାନ୍ତି ? ଜାଣନ୍ତୁ ଏଭଳି କ’ଣ ଡର ରହିଛି

ବନ୍ଧୁଗଣ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ଚାଲିଛି ତଥାପି କାହିଁକି ଚୁପ ଅଛନ୍ତି ପାକ କ୍ରିକେଟର ଶୋଏବ ମଲ୍ଲିକ ଓ ଭାରତୀୟ ଟେନିସ ତାରକା ସାନିଆ ମିର୍ଜା । ଯାହା ପଛରେ କୌଣସି ମାନ ଅଭିମାନ ବା ପୁଅ ପାଇଁ ଚିନ୍ତା ନାହି । ଏଠାରେ ଅଛି ତ କେବେଳ ଭୟ ତାହା ପୁଣି ନିଜ ନିଜର କଣ୍ଟ୍ରାକ୍ଟର ଭୟ । ଏହି ଖେଳ ଜଗତର ଷ୍ଟାର ଦାମ୍ପତ୍ୟଙ୍କର କୋଟି କୋଟି ଟଙ୍କା ହାତରୁ ଚାଲିଯିବା ନେଇ ଭୟ ରହିଛି । ଆଉ ଯାହାର ଖବର ବର୍ତ୍ତମାନ ସାମନାକୁ ଆସିଛି ।

ଦୁହିଙ୍କ ସମ୍ପର୍କ ଆଜିକାଲି ଖୁବ ଚର୍ଚ୍ଚାରେ । ଆଉ ଦୁଇ ଜାଁକ ବିବାହ ବିଛେଦର ଖବର ସବୁଠାରୁ ହଟ ତପିକ କହିଲେ କିଛି ଭୁଲ ହେବ ନାହି । ମିଡିଆ ରିପୋର୍ଟଙ୍କ ଅନୁଯାୟୀ ଦୁହିଙ୍କ ବନ୍ଧୁଙ୍କ ଅନୁସାରେ ଦୁହେଁ ବିବାହ ବିଛେଦ କରିସାରିଛନ୍ତି ଆଉ ଅଲଗା ରହୁଛନ୍ତି । ପ୍ରଥମେ ସାନିଆ ଶୋଏବଙ୍କୁ ବିବାହ କରିବା ପରେ ଅନେକ ଟ୍ରୋଲର ଶିକାର ହୋଇଥିଲେ । ଆଉ ଏବେ ପୁଣି ଥରେ ବିବାହ ବିଛେଦର ଖବର ସବୁଠୁ ହଟ ତପିକ ପାଲଟିଛି ।

ଏବେ ସମସ୍ତଙ୍କ ମୁହଁରେ ଗୋଟିଏ ଚର୍ଚ୍ଚା ଉଭୟ ବିଛେଦ ପରେ ଅଲଗା ରହୁଛନ୍ତି ତେବେ ସର୍ବ ସାଧାରଣରେ କାହିଁକି ଦମ୍ପତି ଆସି ସ୍ପଷ୍ଟୀକରଣ ଦେଉ ଅନାହାନ୍ତି । ପାକିସ୍ତାନୀ ନିୟୁଜ ଚ୍ୟାନେଲର ଦାବି ଅନୁଯାୟୀ ସେମାନଙ୍କ ନିରବତାର ପଛରେ ଭୟ ରହିଛି । ଏହା ସହ କୋଟି କୋଟି ଟଙ୍କାର ଡିଲର ଭୟ । ହଁ ଆଜ୍ଞା ମୁହଁ ଖୋଲିଲେ ହାତରୁ ଡିଲ ଚାଲିଯିବ ଯାହା ପାଇଁ ସେମାନେ ଆଜି ଯାଏଁ ଚୁପ ରହିଛନ୍ତି ।

ସୂତ୍ରରୁ ଜଣା ପଡିଛି ଡୁହନେ ଅନେକ ସୋ ପାଇଁ କଣ୍ଟ୍ରାକ୍ଟ ସାଇନ କରିଥିଲେ । ଆଉ ଏବେ ବି ଦୁହେଁ ସେହି କଣ୍ଟ୍ରାକ୍ଟରେ ବାନ୍ଧି ହୋଇ ରହିଛନ୍ତି । ଏହା ସହ ବର୍ତ୍ତମାନ ମଧ୍ୟ ଅନେକ କଣ୍ଟ୍ରାକ୍ଟ ସେମାନଙ୍କୁ ପୁରା କରିବାର ଅଛି । ଆଉ ସେସବୁ କଣ୍ଟ୍ରାକ୍ଟ ପାଇଁ କୋଟି କୋଟି ତାଙ୍କାର ଡିଲ ସାଇନ କରିଛନ୍ତି । ହୋଇପାରେ ଆଇନଗତ ସମସ୍ଯା ପରେ ଯାଇ ଦୁହେଁ ବିବାହ ବିଛେଦର ଖୁଲାସା କରିବେ ।

ତେବେ ଷ୍ଟାର ଦମ୍ପତିଙ୍କ ଅଲଗା ହେବାର ଗୁଜବ ପ୍ରଥମେ ସାନିଆଙ୍କ ଇଂଷ୍ଟାଗ୍ରାମ ପୋଷ୍ଟରୁ ଆରମ୍ଭ ହୋଇଥିଲା । ସାନିଆ ନିକଟରେ ପୁଅ ସହ ଇଂଷ୍ଟାଗ୍ରାମରେ ଗୋଟେ ଫୋଟୋ ସେୟାର କରିଥିଲେ ଆଉ କ୍ୟାପସନରେ ଲେଖିଥିଲେ ଆଗକୁ ଅନେକ କିଛି ସାମନା କରିବାକୁ ଅଛି । ଆଉ ଏହା ପରେ ଆରମ୍ଭ ହୋଇଥିଲା ଦୁହିଙ୍କ ବୈବାହିକ ସମ୍ପର୍କକୁ ନେଇ ଚର୍ଚ୍ଚା ।

ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ ଦୁହେଁ ନିଜର ପୁଅ ଇଯହାନର ଲାଳନପାଳନ ଏକାଠି କରିବେ ବୋଲି ବୁଝାମଣା କରିଛନ୍ତି । ଡୁହନେ ୨୦୧୦ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହା ସହ ୨୦୧୮ରେ ସେମାନଙ୍କର ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ଗତ କିଛି ଦିନ ତଳେ ଭାଇରାଲ ହୋଇଥିଲା ଦୁହିଙ୍କ ପୁଅର ଜନ୍ମଦିନ ଏକାଠି ସେଲିବ୍ରେସନ କରିବାର ଭିଡିଓ । ଦୁହିଙ୍କ ଅଲଗା ହେବା ପଛରେ ପାକିସ୍ତାନ ଅଭିନେତ୍ରୀ ଆଈଶା ଓମାର୍ଟ ଦାୟୀ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।