ଆପଣ ଏହି ଜିନିଷକୁ ମାତ୍ର ତିନି ଥର ପିଇବା ଦ୍ୱାରା ଆପଣଙ୍କର ଯେକୌଣସି ହାତ ଦରଜ, ଗୋଡ଼ ଦରଜ, ଅଣ୍ଟା ଦରଜ, ଗଣ୍ଠି ଦରଜ ଇଆଦି ରୋଗ ଭଲ ହୋଇଥାଏ । ଏହାକୁ ପିଇବା ଦ୍ୱାରା ଆପଣଙ୍କ ଶରୀରର ବହୁତ ପ୍ରକାରର ରୋଗ ଭଲ କରି ପାରିବେ । ଆପଣ ଶରୀରରେ ହାତୀ ଭଳି ବଳ ଆଣିପାରିବେ । ଏହାକୁ ପିଇବା ଦ୍ୱାରା ଆପଣଙ୍କୁ କୌଣସି ରୋଗ ହୋଇନଥାଏ । ଏହାକୁ ପିଇବା ଦ୍ୱାରା ଆପଣଙ୍କ ଶରୀରରେ ଇମ୍ୟୁନ ସିଷ୍ଟମ ବଢ଼ିଥାଏ । ଯାହା ଦ୍ୱାରା ଆପଣଙ୍କ ସବୁ ରୋଗ ଭଲ ହୋଇ ଯାଇଥାଏ । ଆପଣ ସବୁବେଳେ ସୁସ୍ଥ ରହିଥାନ୍ତି । ଏହା ଆପଣଙ୍କର ରକ୍ତକୁ ମଧ୍ୟ ସଫା କରିଥାଏ ।
ଯଦି ଆପଣଙ୍କର ହାତ ଗଣ୍ଠି, ଗୋଡ଼ ଗଣ୍ଠି, ଅଣ୍ଟା ଦରଜ ଆଦି କ୍ୟାଲସିୟମ ଅଭାବରୁ ହୋଇଥାଏ । ଏହା ଆପଣଙ୍କ ଶରୀରରେ କ୍ୟାଲସିୟମର ମାତ୍ରା ବଢାଇଥାଏ । ଏହା ଆପଣଙ୍କ ରକ୍ତ ହୀନତାକୁ ମଧ୍ୟ ଦୂର କରିଥାଏ । ଆପଣଙ୍କ ଶରୀରରେ ରକ୍ତ ହିନତା ହେବା ଦ୍ୱାରା ଆପଣଙ୍କ ଶରୀରରେ ବହୁତ ରୋଗ ହୋଇଥାଏ ।
ଆପଣ ଏହାକୁ ତିନି ଥର ପିଇବା ଦ୍ୱାରା ଆପଣଙ୍କର ଅଳସୁଆ ପଣ ଦୂର ହୋଇଥାଏ । ଏହାର ମୁଖ୍ୟ ସାମଗ୍ରୀ ହେଲା ପୋସ୍ତ । ପୋସ୍ତ ଆପଣଙ୍କ ଶରୀରର ବହୁତ ରୋଗକୁ ଭଲ କରିଥାଏ । ଏହା ଆପଣଙ୍କ ଶରୀରର ସୁନ୍ଦରତାକୁ ବଢ଼େଇଥାଏ । ଏହା ଆମ ଶରୀରକୁ ଅନେକ ବଳ ଦେଇଥାଏ ।
ଏହାର ଦ୍ୱିତୀୟ ସାମଗ୍ରୀ ହେଲା କ୍ଷୀର । କ୍ଷୀରର ଉପକାରୀତା ବିଷୟରେ ଆପଣ ମାନେ ବହୁତ ଭଲ ଭାବେ ଜାଣିଥିବେ । କ୍ଷୀର ଆପଣଙ୍କ ଶରୀର କୁ ବହୁତ ପୋଷକ ତତ୍ଵ ଦେଇଥାଏ । ଆସନ୍ତୁ ଏବେ ଏହାକୁ ବନେଇବାର ଉପାୟ ବିଷୟରେ ଜାଣିବା ।
ପ୍ରଥମେ ଆପଣ ଗୋଟିଏ ବାସନରେ ଗୋଟିଏ ଚାମଚ ଘିଅ ପକାଇ ଏହାକୁ ନିଆଁ ଉପରେ ରଖିଦିଅନ୍ତୁ । ଏହା ପରେ ଆପଣ ଏଥିରେ ଗୋଟିଏ ଚାମଚ ପୋସ୍ତ ପକାଇ ଏହାକୁ ଭାଜି ଦିଅନ୍ତୁ । ଏହା ପରେ ଆପଣ ଏଥିରେ ଗୋଟିଏ ଗ୍ଲାସ କ୍ଷୀର ପକେଇ ଦିଅନ୍ତୁ । ଏଥିରେ ଆପଣ ସ୍ୱାଦ ଅନୁସାରେ କିଛି ମିଶ୍ରି ମିଶାନ୍ତୁ । ଏହାକୁ ଆପଣ ଭଲଭାବେ ଫୁଟାଇ ଦିଅନ୍ତୁ । ଏହା ପରେ ଏହାକୁ ନ ଛାଣି ପିଅନ୍ତୁ ।
ଏହାକୁ ଆପଣ ପ୍ରତ୍ୟେକ ଦିନ ଖାଲିପେଟରେ ପିଅନ୍ତୁ । ଏହାକୁ ପିଇବା ଦ୍ୱାରା ଆପଣଙ୍କର ସବୁ ରୋଗ ଭଲ ହୋଇ ଯାଇଥାଏ । ଆପଣଙ୍କ ଦୃଷ୍ଟି ଶକ୍ତି ବୃଦ୍ଧି ହୋଇଥାଏ । ଏହା ଆପଣଙ୍କ କୋଲଷ୍ଟରକୁ ନିୟନ୍ତ୍ରଣ କରିଥାଏ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।