ଦୁନିଆକୁ ଅଲବିଦା କହି ସାରିଛନ୍ତି Shahrukh Khan ଙ୍କର ଏହି 5 ଜଣ ଅଭିନେତ୍ରୀ, ଜଣଙ୍କର ମାତ୍ର 19 ବର୍ଷ ବୟସରେ ହୋଇଥିଲା ରହସ୍ୟମୟୀ ମୃତ୍ୟୁ

ହିନ୍ଦୀ ସିନେମାରେ ଶାହରୁଖ ଖାନଙ୍କର କାମ କରିବାରେ ୨୯ ବର୍ଷ ହୋଇଗଲାଣି । ସେ ତାଙ୍କ ଜୀବନରେ ବହୁତ ସୁନ୍ଦର ଅଭିନେତ୍ରୀ ମାନଙ୍କ ସହ କାମ କରି ସାରିଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଶାହରୁଖ ଖାନଙ୍କ ସହ କାମ କରିଥିବା ଏମିତି ୬ ଜଣ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଆଜି ଏ ଦୁନିଆରେ ନାହାନ୍ତି । ସେମାନଙ୍କ ମଧ୍ୟରୁ କେହି ଶାହରୁଖଙ୍କର ପ୍ରେମିକ ଥିଲେ ତ ଆଉ କେହି ଦାଦି ଭାବେ ଅଭିନୟ କରିଥିଲେ । “ଶ୍ରୀଦେବୀ” : ଶ୍ରୀଦେବୀଙ୍କର ପ-ର-ଲୋ-କ-ରେ କେବଳ ବଲିଉଡ ନୁହେ ବରଂ ପୁରା ଦେଶରେ ଶୋକର ଆତଙ୍କ ଖେଳି ଯାଇଥିଲା ।

ହିନ୍ଦୀ ସିନେମାର ପ୍ରଥମ ମହିଳା ଭାବେ ଶ୍ରୀଦେବୀ ପରିଚିତ ଥିଲେ । ୨୦୧୮ ଫେବୃଆରି ୨୪ରେ ତାଙ୍କର ଦୁବାଇର ଏକ ହୋଟେଲରେ ମୃ-ତ୍ୟୁ ଘ-ଟି-ଥି-ଲା । ସେ ମାତ୍ର ୫୪ ବର୍ଷରେ ସବୁ ଦିନ ପାଇଁ ଦୁନିଆ ଛାଡି ଚାଲି ଯାଇଛନ୍ତି । ଶାହରୁଖ ଓ ଶ୍ରୀଦେବୀ ୧୯୯୬ରେ “ଆର୍ମୀ” ଫିଲ୍ମରେ କାମ କରିଥିଲେ ।

“ଦିବ୍ୟା ଭାରତୀ” : ଦିବ୍ୟା ଭାରତୀ ବଲିଉଡରେ ଯେତେ ଜଲ୍ଦି ନାଁ କରିଥିଲେ ସେତେ ଜଲ୍ଦି ଏ ଦୁନିଆରୁ ମଧ୍ୟ ବି-ଦା-ୟ ନେଇଛନ୍ତି । ତାଙ୍କର ୧୯ ବର୍ଷ ବୟସରେ ନି-ଧ-ନ ହୋଇଥିଲା । ଶାହରୁଖ ଓ ଦିବ୍ୟା ୧୯୯୨ରେ “ଦିବାନା” ଫିଲ୍ମରେ କାମ କରିଥିଲେ । ଏହି ଫିଲ୍ମରେ ଶାହରୁଖ ଡେବ୍ୟୁ କରିଥିଲେ । ଏହା ପରେ ୧୯୯୩ ଏପ୍ରିଲ ୫ରେ ତାଙ୍କର ରହସ୍ୟମୟୀ ମୃ-ତ୍ୟୁ ହୋଇଥିଲା ।

“ରିମା ଲାଗୁ” : ଅଭିନେତ୍ରୀ ରିମା ଲାଗୁ ବଲିଉଡରେ ଅଧିକାଂଶ ମା ଭୂମିକାରେ ଅଭିନୟ କରିଛନ୍ତି । ଶାହରୁଖ ଓ ରିମା “କୁଛ କୁଛ ହୋତା ହେ”, “ୟେସ ବସ”, “କଲ ହୋ ନା ହୋ’ ଫିଲ୍ମରେ କାମ କରିଛନ୍ତି । ୨୦୧୭ ମେ ୧୮ରେ ରିମା ମାତ୍ର ୫୮ ବର୍ଷରେ ସବୁ ଦିନ ପାଇଁ ଦୁନିଆରୁ ବିଦାୟ ନେଇଥିଲେ ।

“ସୁଧା ଶିବପୁରୀ” : ଅଭିନେତ୍ରୀ ସୁଧା ଶିବପୁରୀ ଫିଲ୍ମରେ କାମ କରିବା ସହ ଟିଭି ଜଗତରେ ମଧ୍ୟ କାମ କରିଛନ୍ତି । ଶାହରୁଖଙ୍କ ସହ ସେ ‘ମାୟା ମେମସାବ” ଫିଲ୍ମରେ କାମ କରିଥିଲେ । ୨୦୧୫ରେ ୭୭ ବର୍ଷରେ ସୁଧାଙ୍କର ନି-ଧ-ନ ହୋଇଥିଲା ।

“ଜୋହରା ସହଗଲ” : ଶାହରୁଖ ଖାନ ଜୋହାରା ସହଗଲଙ୍କ ସହ ମଧ୍ୟ କାମ କରିଛନ୍ତି । ଦୁହେଁ “କଭି ଖୁସି କଭି ଗମ”, “ଦିଲ ସେ’, “କଲ ହୋ ନା ହୋ” ଆଦି ଫିଲ୍ମରେ କାମ କରି ସାରିଛନ୍ତି । ଜୋହାରାଙ୍କର ୨୦୧୧ରେ ନି-ଧ-ନ ହୋଇଛି ।

“ରସିକା ଜୋଶୀ” : ୨୦୧୧ ଜୁଲାଇ ୭ରେ ଶାହରୁଖ ଖାନଙ୍କ କାମ କରିଥିବା ଅଭିନେତ୍ରୀ ରସିକା ଜୋଶୀଙ୍କର ନି-ଧ-ନ ହୋଇଛି । ଶାହରୁଖଙ୍କ ସହ ଅଭିନେତ୍ରୀ ରସିକା “ବିଲୁ ବାର୍ବର” ଓ “ସ୍ଵଦେଶ” ଫିଲ୍ମରେ କାମ କରିଥିଲେ । ଦୁଇଟି ଫିଲ୍ମରେ ରସିକା ବହୁତ ଭଲ ଅଭିନୟ କରି ଲୋକପ୍ରିୟ ହୋଇଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।