ରଣବୀର ସିଂ ପିତା Deepika ଙ୍କୁ ବଞ୍ଚାଇବା ପାଇଁ ଏମିତି ଦେଖେଇଲେ ନିଜ ତାକତ

କୁହାଯାଏ ଯେତେବେଳେ ଘରର ଇଜ୍ଜତ ତଳେ ପଡିବାକୁ ଯାଉଥାଏ ସେତେବେଳେ ସମସ୍ତେ ନିଜର ସବୁ ବଳ ଲଗାଇଦେଇଥାନ୍ତି । ଏବେ କିଛି ଏମିତି ହିଁ ହେଉଛି ମୁମ୍ବାଇ ର ଭବନାନୀ ପରିବାର । ଭବନାନି ପରିବାର ମାନେ ରଣବୀର ସିଂ ଙ୍କ ପରିବାର । ରଣବୀର ସିଂ ବହୁତ ଧନୀ ସିନ୍ଧି ପରିବାରରୁ ଅଟନ୍ତି । ଫିଲ୍ମ ପରଦାରେ ତାଙ୍କର ନାମ ରଣବୀର ସିଂ ରହୁଥିଲା କିନ୍ତୁ ପ୍ରକୃତରେ ତାଙ୍କ ନାମ ରଣବୀର ସିଂ ଭବନାନି ଅଟେ ।

ରଣବୀର ସିଂ ଙ୍କ ପିତା ଜଗଜିତ ସିଂ ଭବନାନି ମୁମ୍ବାଇ ର ପ୍ରସିଦ୍ଧ ବ୍ୟବସାୟୀ ଅଟନ୍ତି । ତାଙ୍କର ନାମ ମୁମ୍ବାଇରେ ସର୍ବତମରେ ରହିଛି । ନିଜ ପୁଅ ର ଫିଲ୍ମ କ୍ୟାରିୟର ପାଇଁ ବ୍ୟାଣ୍ଡ ବାଜା ବାରାତ ରେ ସେ ବହୁତ ପଇସା ମଧ୍ୟ ଲଗାଇଥିଲେ । କିନ୍ତୁ ଏବେ ତାଙ୍କ ପରିବାର ଉପରେ ଦାଗ ଲାଗିଯାଇଛି । କାରଣ ତାଙ୍କ ବୋହୂ ଦୀପିକା ପାଦୁକୋନ ଡ୍ରଗ୍ସ ମାମଲାରେ ଫସିଯାଇଚନ୍ତି ।

ଏବଂ ଏମିତି ସ୍ଥିତିରେ ତାଙ୍କ ଶଶୁର ଚୁପ କେମିତି ରହିବେ । ଦୀପିକା ଙ୍କ ଶଶୁର ଏବଂ ପୁରା ଭବନାନି ପରିବାର ଦୀପିକା ଙ୍କୁ ବଞ୍ଚାଇବା ପାଇଁ ନିଜର ସବୁ ବଳ ଲଗାଇଛନ୍ତି । ଏଥିପାଇଁ ସର୍ବପ୍ରଥମେ ସେ ମୁମ୍ବାଇର ସବୁଠାରୁ ବଡ଼ ଓକିଲ ଙ୍କୁ ନିଯୁକ୍ତି କରିଛନ୍ତି । ସେମିତିରେ ବି ପଇସାର କୌଣସି ଅଭାବ ତ ଭବନାନି ଖାନଦାନ ରେ ନାହିଁ ।

କିନ୍ତୁ ମାମଲା ଡ୍ରଗ୍ସ ର ଅଟେ ତେଣୁ ଦୀପିକା ନିଜ ପିତା, ଶଶୁର ଏବଂ ସ୍ବାମୀ ଙ୍କ ସହିତ ସବୁ ବିଷୟରେ ମତାମତ ନେଉଛନ୍ତି । ଦୀପିକା ଙ୍କ ପିତା ପ୍ରକାଶ ପାଦୁକୋନ ଭାରତର ଜଣାଶୁଣା ବ୍ୟାଡମୀଟନ ଖେଳାଳି ଅଟନ୍ତି ।

ସେପଟେ ରଣବୀର ସିଂ ଙ୍କ ନିବିଡ଼ ସମ୍ପର୍କ ଅନିଲ କପୁର ଙ୍କ ସହିତ ରହିଛି ଏବଂ ଅନିଲ କପୁର ଙ୍କ ବହୁତ ଭଲ ସାଙ୍ଗ ହେଉଛନ୍ତି ଅନୁପମ ଖେର, ମାନେ ସବୁ ପଟୁ ଦୀପିକା ଙ୍କ ପରିବାର ତାଙ୍କ ସହିତ ରହିଛନ୍ତି । ଦୀପିକା ଙ୍କୁ ନେଇ ବହୁତ ହଙ୍ଗାମା ହୋଇସାରିଛି । ମାମଲା ଡ୍ରଗ୍ସ ର ଅଟେ ଏବଂ NCB କୁ ଅଟକାଇବା ଅସମ୍ଭବ ଅଟେ ।

ଏବେ ଏହା ଦେଖିବା ବାକି ରହିଛି କି ଦୀପିକା ଙ୍କ ପରିବାର ତାଙ୍କୁ କେତେ ପର୍ଯ୍ୟନ୍ତ ଆଊ କେମିତି ରକ୍ଷା କରିବ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।