4 ଦିନ ପିଇ ଦିଅନ୍ତୁ, ନିଦ ନ ଆସିବା, ଆଖି ସମସ୍ୟା, Joint Pain ପରି କଷ୍ଟ ହେଇଯିବ ଦୂର

ଆଜି ଆମେ ଆପଣଙ୍କୁ ଏକ ଘରେଲୁ ଉପାୟ ବିଷୟରେ କହିବୁ । ଯାହାକୁ ବ୍ୟବହାର କରି ଆପଣ ନିଜର ଶରୀରର ପ୍ରାୟତଃ ସବୁ ରୋଗକୁ ଦୂର କରି ପାରିବେ । ଯଦି ଆପଣଙ୍କ ଦ୍ରୁଷ୍ଟିଶକ୍ତି କମଜୋର ଅଛି, ପରିଷ୍କାର କିଛି ଦେଖା ଯାଉ ନାହିଁ, ଆଖିରୁ ପାଣି ଆସୁଛି, ସ୍ମରଣ ଶକ୍ତି କମଜୋର ଅଛି, ଶରୀରର ଗଣ୍ଠି ଗୁଡିକ ବ୍ୟଥା ହେଉଛି, ରାତିରେ ଶୋଇବା ସମୟରେ ଗୋଡ ବ୍ୟଥା ହେଉଛି, ଶରୀରରେ ରକ୍ତ ହୀନତା ଅଛି, ଆପଣଙ୍କୁ କମଜୋର ଲାଗୁଛି, ନିଦ ଆସୁ ନାହିଁ ତେବେ ଆଜି ଆମେ ଆପଣଙ୍କୁ ଯେଉଁ ଉପାୟ କହିବୁ ତାହା ଆପଣଙ୍କର ଏହି ସମସ୍ତ ରୋଗ ପାଇଁ ବହୁତ ହିଁ ଲାଭଦାୟକ ଅଟେ ।

ପ୍ରଥମେ ଆପଣ ଶୁଖିଲା ନଡିଆ ନିଅନ୍ତୁ ଓ ଏହି ନଡିଆକୁ ଆପଣ ପତଳା ପତଳା କରି ୬ ରୁ ୭ ଖଣ୍ଡ କାଟି ଦିଅନ୍ତୁ । ଏହା ଶରୀର ପାଇଁ ବହୁତ ହିଁ ଲାଭଦାୟକ ହୋଇଥାଏ । ଏଥିରେ କୋଲେସ୍ଟେରଲ, ଫାଇବାର, ମାଗ୍ନେସିୟମ, କପର ଓ ସେଲେନିୟମ ଭଳି ପୋଷାକ ତତ୍ଵ ମିଳିଥାଏ ।

ଏହା ପରେ ଆପଣ ଏକ ଚାମଚ ଧଳା ରାସୀ ନିଅନ୍ତୁ । ଏଥିରେ ଏମୀନୋ ଏସଡି ଓ ଭିଟାମିନ ଥାଏ । ଯାହା ହାଡ ଗୁଡିକୁ ମଜବୁତ କରିଥାଏ । ଏହା ଆପଣଙ୍କର ଟେନସନକୁ ବି କମ କରିଥାଏ । ଏହା ପରେ ଆପଣ ପାନମାଧୁରୀ ନିଅନ୍ତୁ । ଯାହାକୁ ବିଭିନ୍ନ ପ୍ରକାରର ଔଷଧ ତିଆରି କରିବା ପାଇଁ ବି ବ୍ୟବହାର କରାଯାଏ । ଆପଣଙ୍କୁ କହିଦେଉଛୁ କି ଏଥିରେ ସୋଡିୟମ, ପୋଟାସିୟମ, କ୍ୟାଲସିୟମ, ଆୟରନ ଭଳି ବହୁତ ମିନରଲ୍ସ ଅଛି ।

ଏହା ସ୍ମରଣ ଶକ୍ତିକୁ ବୁଦ୍ଧି କରିଥାଏ । ଏହା ପରେ ଆପଣ ମିଶିରି ନିଅନ୍ତୁ । ଏହାର ବ୍ୟବହାର ଦ୍ଵାରା ଶରୀରରେ ହିମୋଗୋଲବୀନର ମାତ୍ରା ବୁଦ୍ଧି ପାଇଥାଏ । ଏହି ଉପାୟକୁ କରିବା ପାଇଁ ପ୍ରଥମେ ଆପଣ ଗୋଟିଏ ଗ୍ଳାସ କ୍ଷୀରକୁ ଏକ ପାତ୍ରରେ ଢାଳି ଗ୍ଯାସରେ ଗରମ କରି ଦିଅନ୍ତୁ । ଏହା ପରେ ଯେତେବେଳେ କ୍ଷୀର ଗରମ ହୋଇଯିବ ତେବେ ଏଥିରେ ଗୋଟିଏ ଚାମଚ ଗୁଣ୍ଡ କରାଯାଇଥିବା ପାନମାଧୁରୀ ଦିଅନ୍ତୁ ।

ଏହାକୁ ଭଲ ଭାବରେ ମିଶ୍ରଣ କରି ସାରିବା ପରେ ଏଥିରେ ରାସୀକୁ ଓ ନଡିଆକୁ ଗ୍ରାଇଡିଙ୍ଗ କରି ଏହି କ୍ଷୀରରେ ଢାଳି ଦିଅନ୍ତୁ । ଏହା ପରେ କ୍ଷୀରକୁ ୩ରୁ ୪ ମିନିଟ ଗରମ ହେବା ପାଇଁ ଛାଡି ଦିଅନ୍ତୁ । ଏହା ପରେ ଆପଣ ନିଜର ସ୍ଵାଦ ଅନୁସାରେ ମିଶିରି ଦିଅନ୍ତୁ । ଯେତେବେଳେ ମିଶିରି ପୁରା ମିଶି ଯିବ ଓ କ୍ଷୀର ଭଲ ଭାବରେ ଗରମ ହୋଇଯିବ ତେବ ଏହାକୁ ଛାଣି ନିଅନ୍ତୁ ।

ଏହା ପରେ କ୍ଷୀର ଅଳ୍ପ ସମୟ ପାଇଁ ଛାଡି ଦିଅନ୍ତୁ ଓ ଅଳ୍ପ ଥଣ୍ଡା ହୋଇ ସାରିବା ପରେ ଅର୍ଥାତ ଉସୁମ କ୍ଷୀରକୁ ଆପଣ ରାତିରେ ଶୋଇବାର ୧ ଘଣ୍ଟା ପୂର୍ବରୁ ସେବନ କରି ନିଅନ୍ତୁ । ଏହି କ୍ଷୀରକୁ ପିଇବା ଦ୍ଵାରା ଆପଣଙ୍କୁ ଭଲ ନିଦ ଆସିବ ଓ ଏହାକୁ ଲଗାତର ସେବନ କରିବା ପରେ ଆପଣ ନିଜ ଶରୀରରେ କିଛି ପରିବର୍ତ୍ତନ ଅବଶ୍ୟ ଅନୁଭବ କରିବେ । ଏହା ସହିତ ଆପଣଙ୍କ ଶରୀରର ସମ୍ବନ୍ଧିତ ସମସ୍ତ ସମସ୍ୟା ଧୀରେ ଧୀରେ ଗାୟବ ହୋଇଯିବ ।

ଏହି ଉପାୟକୁ ଆପଣ ନିଶ୍ଚିତ ଘରେ କରନ୍ତୁ ଓ ଆମକୁ କମେଣ୍ଟ କରି କୁହନ୍ତୁ କି ଏହି ଉପାୟକୁ କରିବା ପରେ ଆପଣ କଣ ସବୁ ଅନୁଭବ କରୁଛନ୍ତି । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।