Bollywood ର ଏହି 5 ଜଣ ହିରୋଇନ ସବୁଠୁ ଅଧିକ ଥର କରିଛନ୍ତି ବିବାହ, ନମ୍ବର 5 ତ ସବୁ ରେକର୍ଡ ହିଁ ଭାଙ୍ଗିଦେଲେ

ଜୀବନରେ ବିବାହ ଥରେ ମାତ୍ର ହୋଇଥାଏ ଓ ଯାହା ସହିତ ହୋଇଥାଏ ପୁରା ଜୀବନ ସାରା ସମ୍ପର୍କ ଯୋଡି ହୋଇଥାଏ । ଯଦି ସେହି କଥା ଆମେ ଚଳଚିତ୍ର ଜଗତର କଥା କହିବାକୁ ଗଲେ ଏମିତି କିଛି ଅଛନ୍ତି ଯେଉଁ ମାନେ ଜଣଙ୍କୁ ବିଭାହ କରି ଶାନ୍ତିରେ ଅଛନ୍ତି ଓ ଆଉ ବଲିଉଡରେ କିଛି ଲୋକ ଅଛନ୍ତି ଯିଏକି ୨ଟି ଓ ୩ଟି ବିଭାହ କରିଛନ୍ତି ।

ବିନ୍ଦିୟା ଗୋସ୍ଵାମୀ

ସବୁଠାରୁ ପୁରୁଣା କଥା କହିବାକୁ ଗଲେ ଜଣା ଶୁଣା ଅଭିନେତ୍ରୀ ବିନ୍ଦିୟା ଗୋସ୍ଵାମୀଙ୍କୁ ସମସ୍ତେ ଜାଣିଥିଲେ ଓ ତାଙ୍କର ସୁନ୍ଦରତା ଉପରେ ବହୁତ ମରୁଥିଲେ । ସେହି ସମୟ ଠାରୁ ବଲିଉଡ ଜଗତର ଏକ ପପୁଲାର ଅଭିନେତ୍ରୀ ହୋଇଥିଲେ । ସେ ଦୁଇ ଜଣଙ୍କୁ ବିଭାହ କରିଥିଲେ ।

ସେ ପ୍ରଥମେ ବିନୋଦ ମେହରା ଓ ଦୁତୀୟ ବିଭାହ ଜ୍ଯୋତି ପ୍ରକାଶଙ୍କ ସହିତ ବିଭାହ କରିଥଲେ । ତାଙ୍କର ପ୍ରଥମ ବାହା ଘର କେବେ ଯାହାଙ୍କ ସହ ବିଭାହ ହୋଇଥିଲା ତାଙ୍କ ସହ ବେସୀ ଦିନ ରହିପାରିଲେ ନାହିଁ । ସେଥିପାଇଁ ସେ ପରେ ଦୁତୀୟ ବିଭାହ କରିଥିଲେ ।

ନିଲମ କୋଠରି

ଆମେ ଆପଣଙ୍କୁ କହିବାକୁ ଯାଉଛୁ ୯୦ମସିହାରେ ଦେଖୁଥିବା ଦର୍ଶକ ମାନେ ଅଭିନେତ୍ରୀଙ୍କର ଚଳଚିତ୍ର ଯାହାଙ୍କର ନାମ ନିଲାମ କୋଠାରି ବହୁତ ଜଣା ଶୁଣା ଅଭିନେତ୍ରୀ ଥିଲେ ।  ତାଙ୍କର କଥା କହିବାକୁ ଗଲେ ସେ ମଧ୍ୟ ଜୀବନ କାଳରେ ୨ ଟି ବିଭାହ କରିଥିଲେ । ପ୍ରଥମ ବିଭାହ ସେ ଉତ୍ତରାଖଣ୍ଡରେ ରହୁଥିବା ବଡ ବ୍ୟବସାୟ କରୁଥିବା ଜଣେ ବ୍ୟକ୍ତି ଓ ଦୁତୀୟ ବିଭାହ ଅଭିନେତା ସମୀର ସୋନିଙ୍କ ସହିତ କରିଥିଲେ । ତାଙ୍କ ଜୀବନରେ ପ୍ରଥମ ବିଭାହରେ ତାଙ୍କ ଭିତରେ ବହୁତ ସମସ୍ୟା ଆସିଥିଲା, ଯାହା ଦ୍ଵାରା ସେ ଆଉଥରେ ବିଭାହ କରିବା ପାଇଁ ନିସ୍ପତି ନେଲେ ।

 

ୟୋଗିତା ବାଲି

ବଲିଉଡ ଜଗତରେ ବହୁତ ନାମ କମାଇ ଥିବା ଓ ବହୁତ ସଂମ୍ମାନ ଅଭିନେତ୍ରୀ ୟୋଗିତା ବାଲି ଯିଏ କି ଚଳଚିତ୍ର ଜଗତରେ ଥିବା ଜଣା ଶୁଣା ଷ୍ଟାଇଲିସ ଥିଲେ । କିନ୍ତୁ ଆପଣ ଜାଣି ବହୁତ ଆଶ୍ଚର୍ଯ୍ୟ ସେ ମଧ୍ୟ ଦୁଇଟି ବିଭାହ କରିଥିଲେ । ସେ ପ୍ରଥମ ବିଭାହ କରିଥିଲେ ବହୁତ ଜଣା ଶୁଣା ଗାୟକ କିଶୋର କୁମାରଙ୍କ ସହିତ କରିଥିଲେ । ଓ ଦୁତୀୟ ବିଭାହ ସେହି ସମୟରେ ବହୁତ ନାମ କମାଇ ଥିବା ମିଥୁନ ଚକ୍ରବର୍ତି ।

 

ନୀଳିମା ଆଜିମ

ବଲିଉଡ ଜଗତରେ ବହୁତ ନାମ କମାଇ ଥିବା ଓ ବହୁତ ସଂମ୍ମାନ ଅଭିନେତ୍ରୀ ନୀଳିମା ଅଜିମ ରହିଥିଲେ । କିନ୍ତୁ ବଡ ଚିନ୍ତା କଥା ହେଉଛି ସେ ଅନ୍ୟ ଲୋକଙ୍କ ଭଳି ୨ଟି ନୁହେଁ ୩ଟି ବିଭାହ କରିଥିଲେ । ଆପଣଙ୍କୁ ଜଣାଇ ଦେବାକୁ ଚାହେଁ ସେ ପ୍ରଥମ ବିଭାହ ପଙ୍କଜ କପୁରଙ୍କ ସହିତ ଓ ଦୁତୀୟ ବିଭାହ ରାଜେସ ଖଟର ଓ ତୃତୀୟ ବିଭାହ ଉଷ୍ମାଦ ରାଜା ଅଲି ଖାନଙ୍କ ସହିତ ହୋଇଥିଲା । ତାଙ୍କ ଜୀବନରେ ବହୁତ କଠିନ ଥିଲା ।

 

ଜେବା ବକ୍ତିୟାର

ଜେବାଙ୍କୁ ବହୁତ କମ ଲୋକ ଜାଣିଛନ୍ତି ସତ, କିନ୍ତୁ ଆମେ ଆପଣଙ୍କୁ କହିରଖୁ କି ସଲମାନ ଖାନଙ୍କ ସହିତ ଜେବା କାମ କରିଥିଲେ । ସେତିକି ନୁହେ ସେ ଚଳଚିତ୍ର ହୀନାରେ କପୁରଙ୍କ ସହିତ ମଧ୍ୟ କାମ କରିଛନ୍ତି । ଆମେ ଆପଣଙ୍କୁ କହିରଖୁ ସେ ଏକ ପାକିସ୍ଥାନର ଅଭିନେତ୍ରୀ ଥିଲେ ଓ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ସେ ୪ଟି ବିଭାହ କରିଥିଲେ । ସେ ପ୍ରଥମ ବିଭାହ କରିଥିଲେ ଅଦନାନି ଶସୀ ଓ ଦୁତୀୟ ଜାବେଦ ଜାଫ୍ରି ଓ ତୃତୀୟ ସଲମାନ ବଳିୟାନିଙ୍କ ସହିତ ଓ ଚତୁର୍ଥ ବିଭାହ ଷୋହେଲ ଖାନ ଲେଘାରିଙ୍କ ସହିତ କରିଥିଲେ ।

ତେବେ ଫ୍ରେନ୍ଦ୍ସ ଆପଣଙ୍କୁ ସବୁଠୁ ଅଧିକ କେଉଁ ହିରୋଇନ ଭଲ ଲାଗନ୍ତି କମେନ୍ଟ କରନ୍ତୁ ଓ ବଲିଉଡ ର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ