ବାଦାମକୁ ଶୁଖିଲା ଖାଇବେ ନା ଭିଜେଇକି, ଜାଣନ୍ତୁ ଏହାକୁ କେମିତି ଖାଇବା ଦ୍ଵାରା ମିଳିଥାଏ ସବୁଠୁ ଅଧିକ ଫାଇଦା -Health Tips

ଆପଣ ମାନେ ଜାଣିଥିବେ ବାଦାମ ବହୁତ ପରିମାଣରେ ପ୍ରୋଟିନ ଭର୍ତି ହୋଇଅଛି ଓ ଆମେ ଯଦି ପ୍ରତିଦିନ ବାଦାମ ଖାଇଥାଉ ତେବେ ଆମର ବହୁତ ଫାଇଦା ମଧ୍ୟ ହେଉଥିଲା । ଆମେ ବାଦାମ ଖାଇବା ଫଳରେ ଆମର ଦେହ ପାଇଁ ଯେତିକି ଲାଭ ଦାୟକ ହୋଇଥାଏ ଏହା ସେତିକି ସ୍ଵାଦିଷ୍ଟ ମଧ୍ୟ ଲାଗିଥାଏ । ବାଦାମକୁ ବିଭିନ୍ନ ରୂପରେ ବିଭିନ୍ନ ଜାଗାରେ ଖାଇଥାନ୍ତି । କିଛି ଲୋକେ ଏହାକୁ ଚୋପା ଲାଗିଥିବା ଅବସ୍ଥାରେ ଖାନ୍ତି ଓ ଆଉ କିଛି ଲୋକେ ଏହାର ଚୋପ ଛଡାଇ ଏହାକୁ ଖାଇଥାନ୍ତି ।

ଆଉ କିଛି ଲୋକ ଅଛନ୍ତି ଯାହାକି ଏହାକୁ ରାତିରେ ଭିଯାଇ ସକାଳୁ ଉଠି ସେହି ବାଦମକୁ ଖାଇଥାନ୍ତି । ସେଥିପାଇଁ ଆଜି ଆମେ ଆପଣଙ୍କୁ କହିବୁ ବାଦାମକୁ ଆପଣ କିପରି ଖାଇବା ଫଳରେ ନିଜର ସ୍ୱାସ୍ଥ୍ୟରେ କୌଣସି ଅସୁବିଧା ଦେଖାଦେବ ନାହିଁ ।

ଆଉ କିଛି ଦିନ ଭିତରେ ଗ୍ରୀଷ୍ମ ରୂତୁ ଆସୁଛି । ଆଉ କିଛି ଦିନ ଭିତରେ ବହୁତ ଜୋରରେ ଖରା ହେବାର ଦେଖା ଯାଉଛି । କହିବାକୁ ଗଲେ ଖରା ଦିନରେ କେବେ ହେଲେ ବାଦାମ ଖାଇବା କଥା ନୁହେଁ, କାରଣ ଏହା ଯଦି ଖରା ଦିନରେ ଖାଉଛନ୍ତି ଯାହା ଫଳରେ ଏଥିରେ ଥିବା ତେଲିୟ ଅଂଶ ଆମ ଶରୀର ଉପରେ ବହୁତ ପ୍ରଭାବ ପକାଇଥାଏ ।

 

ଏହାଛଡା ଆମେ ଖାଉଥିବା ରାତିରେ ଭିଜା ହେଇଥିବା ବାଦାମ ଯଦି ସକାଳେ ଖାଉଛନ୍ତି ତେବେ ଏହା ଆମ ଶରୀରରେ ଅବଶୋଷିତ ପୋଷାକ ତତ୍ୟ ଓ ଭିଟାମିନର ସଂଖ୍ୟା ବହୁତ ବଢାଇ ଥାଏ । ଏହା ସହିତ ଏହି ଭଳି ଖାଇବା ଫଳରେ ଗରମ ମଧ୍ୟ ଲାଗି ନଥାଏ । ରାତିରେ ପାଣିରେ ଭିଯାଇ ରଖିଥିବା ବାଦାମ ଅତ୍ୟନ୍ତ ଲାଭ ଦାୟକ ହେବ ।

ଭିଜା ଯାଇଥିବା ବାଦାମ ସହିତ ଆପଣ ଅଖରୋଟ ମଧ୍ୟ ମିଶାଇ ଖାଇ ପାରିବେ । ଆମେ ଆପଣଙ୍କୁ କହିରଖୁ ବାଦାମ ଚୋପାରେ ମଧ୍ୟ ବହୁତ ଭିଟାମିନ ଭର୍ତି ହୋଇ ରହିଥାଏ । ସେହି ଭିଟାମିନ ତତ୍ୟ ଅବଶୋଶଣ କୁ ବାଧା ଦେଇଥାଏ । ସେଥିପାଇଁ ଖାଇବା ପୂର୍ବରୁ ସେଥିରେ ଥିବା କୋପା ଗୁଡିକୁ କାଢି ଦେବା ଉଚିତ ଅଟେ । ସବୁ ବେଳ ପାଇଁ ବାଦାମ ବହୁତ ଶୀଘ୍ର ହଜମ ମଧ୍ୟ ହୋଇଥାଏ ।

ବାଦାମ ଖାଇବା ପୂର୍ବରୁ ଏହାକୁ ଏକ ପାତ୍ରରେ ୬ ରୁ ୮ ଘଣ୍ଟା ପର୍ଯ୍ୟନ୍ତ ଭିଜାଇ ରଖିବା ଉଚିତ । ବାଦାମ ଖାଇବା ଦ୍ଵାରା ଆମର ବୃଦ୍ଧି ବହୁତ ବଢିଥାଏ । ବାଦାମରେ ପ୍ରୋଟିନ, ଭିଟାମିନ e, ଓମେଗା ୩ ଓ ଫାଇବାର ପୁରା ଭର ରହିଥାଏ । ଏହି ବାଦାମରେ ଏକ ଏପରି ଜିନିଷ ଅଛି ଯାହାକି ଏହା ଆମେ ଖାଇବା ଫଳରେ ଆମ ଭିତରେ ଥିବା ଖରାପ କୋଲୋଷ୍ଟ୍ରୋଲ ମଧ୍ୟ ଖୁବ ସହଜରେ କାଢିଥାଏ ।

ବାଦାମରେ ଥିବା ପୌଷ୍ଟିକ ତତ୍ୟ ଯୋଗୁଁ ଏହାକୁ ସୁପର ଫୁଡ ମଧ୍ୟ ମାନିଥାଉ । ସୁପର ଫୁଡ କଥା କହିବାକୁ ଗଲେ ପିସ୍ଥା ବାଦାମରେ ଏଧିକା ପରିମାଣରେ ଫାଇବାର ଲୁଚି ରହିଥାଏ ଯାହାକିୟ ଆମ ଶରୀର ଅଆଇନ ବହୁତ ଭଲ ଅଟେ ଓ ଏହାକୁ ଖାଇବା ଫଳରେ ଆମର ହେଉଥିବା କୋଲେନ କେସରକୁ ମଧ୍ୟ କମାଇ ଥାଏ । ଏକ ରିଷର୍ଚ କରାଯାଉ ଥିବା ସେଣ୍ଟର ଜଣା ପଡିଛି ଯେ ଉଚ ଫାଇବର ବୃହଦାନ୍ତ କେସର ବଢିବାକୁ ଦିଏ ନାହିଁ । ବାଦାମରେ ଥିବା ଫାଇଟୋ ମିକିଲ୍ସ, ଫ୍ଲୋବେନୋଇଡସ ଓ ଭିଟାମିନ ଇ ସ୍ତନ ର କେସର କୋସିକା ବଢିବାକୁ ନିୟତ୍ରଣ ରଖିଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।