ସକାଳୁ ଉଠି କେଉଁ କାମ କଲେ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ, ଏହା ସହିତ ପଢନ୍ତୁ ଆଜିର 20 + Anuchinta

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆମ ଜୀବନ ରେ ଶାସ୍ତ୍ର ର ପ୍ରାୟତଃ ବହୁତ ମହତ୍ତ୍ୱ ରହିଛି । ଶାସ୍ତ୍ର ରେ କେତେକ ଅନୁଚିନ୍ତା ବିଷୟରେ ଲେଖାଯାଇଛି ଯାହା ଦ୍ୱାରା ଆମର ବହୁତ ଶୁଭ ହୋଇଥାଏ ଓ ଘରେ ସୁଖ ଶାନ୍ତି ର ବାତାବରଣ ଦେଖିବାକୁ ମିଳିଥାଏ । ତେବେ ଆସନ୍ତୁ ଜାଣିବା ସେହି ଅନୁଚିନ୍ତା ଗୁଡିକ ଵିଷୟରେ, ୧ ସକାଳୁ ଉଠିବା ଦ୍ଵାରା ଶରୀର ସତେଜ ରହିଥାଏ, ଯେକୌଣସି କାର୍ଯ୍ୟ ରେ ମନ ଲାଗିଥାଏ ଓ ଶରୀରର ବ୍ଲଡସୁଗାର ଏବଂ କୋଲେଷ୍ଟ୍ରୋଲ ନିୟନ୍ତ୍ରଣ ରହିଥାଏ ।

୨ ସକାଳୁ ଉଠି ଜଳଖିଆ ଶୀଘ୍ର କଲେ ଶରୀର ଫୁରତି ରହିବା ସହ ଶରୀରର ସୁସ୍ଥ ଏବଂ ନିରୋଗ ରହିଥାଏ । ୩ – ସକାଳୁ ଉଠିବା ଦ୍ଵାରା ପୁରାଦିନ ମନ ଖୁସିରେ ଥାଏ ଓ ଚିନ୍ତାଧାରା ସକାରାତ୍ମକ ରହିଥାଏ । ୪ – ସକାଳୁ ଉଠିବା ଦ୍ଵାରା ଯେକୌଣସି କାର୍ଯ୍ୟ କଋବା ପାଇଁ ଅଧିକ ସମୟ ମିଲୋଥାଏ ଏବଂ ନିଜ ପାଇଁ ଅଧିକ ସମୟ ମିଳିଥାଏ ।

୫ – ସକାଳୁ ଉଠିବା ଦ୍ଵାରା ମସ୍ତିସ୍କ ସୁସ୍ଥ ରହିଥାଏ ଏବଂ ଏକାଗ୍ରତା ବୃଦ୍ଧି ହୋଇଥାଏ ଯାହାଫଳରେ ପ୍ରତେକ କାରଜ୍ୟା ଉତ୍ତମ ରୂପେ କରି ହୁଏ ।

୬ – ସକାଳୁ ସମୟ ଶରୀରର ପାଇଁ ଉତ୍ତମ ହୋଇଥାଏ ସକାଳୁ କିଛି ସମୟ ବ୍ୟୟମ କିମ୍ବା ଯୋଗ ଅଭ୍ଯାସ କରିବା ଦ୍ଵାରା ଶରୀର ଓ ମନ ସୁସ୍ଥ ରହେ ।

୭ – ସକାଳୁ ଉଠି ସୂର୍ଯ୍ୟଙ୍କ କଅଁଳିଆ କିରଣରେ କିଛି ସମୟ ବସିବା ଦ୍ଵାରା ହାଡ ଏବଂ ଗଣ୍ଠି ସମାସ୍ୟା ଦୂର ହୋଇଥାଏ ।

୮ – ସକାଳୁ ବାୟୁ ମଣ୍ଡଳରେ ଅମ୍ଳଜାନ ପରିମାଣ ଅଧିକ ଥାଏ । ତେଣୁ ସକାଳୁ ଉଠି କିଛି ସମୟ ବାହାରେ କଟାଇଲେ ମସ୍ତିସ୍କ ଉପରେ ଭଲ ପ୍ରଭାବ ପଡିଥାଏ ।

୯ – ସକାଳୁ ଉଠିବା ଦ୍ଵାରା ପେଟ ଜନିତ ରୋଗ ଦୂର ହୋଇଥାଏ ଏବଂ ହଜମ ଶକ୍ତି ବୃଦ୍ଧି ହୋଇଥାଏ ।

୧୦ – ସକାଳୁ ଉଠି ବାହାର ତାଜା ପବନରେ ନିଶ୍ଵାସ ନେବା ଦ୍ଵାରା ଏବଂ କିଛି ସମୟ ବୟାମ କରିବା ଦ୍ଵାରା ଶରୀରର ସୌନ୍ଦର୍ଜ୍ୟ ବୃଦ୍ଧି ହୋଇଥାଏ ।

୧୧ – ଆୟୁର୍ବେଦ ଅନୁସାରେ ଚନ୍ଦ୍ରଙ୍କ ଅମୃତ କିରଣ ଦ୍ଵାରା ସକାଳର ପବନ ଅମୃତ ତୁଲ୍ୟ ହୋଇଥାଏ । ଏବଂ ଏହାକୁ ବୀରବାୟୁ ଯାହା ଫଳରେ ଶକ୍ତିର ସଂଚାର ହୋଇଥାଏ ।

୧୨ – ସକାଳର ବାୟୁ ଶରୀରରେ ବାଜିବା ଦ୍ଵାରା ଶରୀରର ବଳ ତେଜ, ପୁର୍ତି ଏବଂ କାନ୍ତି ବୃଦ୍ଧି ହୋଇଥାଏ ତା ସହିତ ମନ ଶାନ୍ତ ରହେ ।

୧୩ – ସକାଳର ପବନରେ ନିଶ୍ଵାସ ମାରିବା ଦ୍ଵାରା ଫୁସଫୁସ ସୁସ୍ଥ ଓ ମଜବୁତ ହୁଏ ଯାହା ଦ୍ଵାରା ରକ୍ତ ପରିଷ୍କାର ହୋଇଥାଏ ।

୧୪ – ଯେଉଁ ଲୋକ ପ୍ରତେକ ଦିନ ବ୍ରହ୍ମ ମୂହୁର୍ତ୍ତରେ ଉଠେ ସେ ଜୀବନରେ ଖୁସି ରହିବା ସହିତ ସମୃଦ୍ଧି ଶାଳି ହୋଇଥାଏ ।

୧୫ – ସକାଳୁ ଶୀଘ୍ର ଉଠିବା ପାଇଁ ହେଲେ ରାତିରେ କମ ଖାଦ୍ୟ ଖାଇବା ଉଚିତ ଏବଂ ତା ସହିତ ଦୁଇ ଗ୍ଳାସ ପାଣି ପିଇବା ଉଚିତ ।

୧୬ – ସକାଳୁ ଉଠିବ ପାଇଁ ହେଲେ ରାତିରେ ମିଠା ଖାଇବା ଏବଂ ଅଧିକ ଭୋଜନ କରିବା ଅନୁଚିତ କାରଣ ଏହା ଦ୍ଵାରା ଅଳସୁଆ ଲାଗିଥାଏ ।

୧୭ – ରାତି ଚାରିଟାରେ ଉଠିବା ପାଇଁ ହେଲେ ଶୀଘ୍ର ଶୋଇବା ଉଚିତ ତା ସହିତ ରାତିରେ ମୋବାଇଲ ବ୍ୟବହାର କରିବା ଅନୁଚିତ ।

୧୮ – ସକାଳୁ ଉଠିବା ପରେ କେବେ ବି ଆଇନା ଦେଖିବା ଉଚିତ ନୁହେଁ ଏହା ଦ୍ଵାରା ଘରେ ନକାରତ୍ମକ ଶକ୍ତି ବୃଦ୍ଧି ହୋଇଥାଏ ।

୧୯ – ସକାଳୁ ଉଠି ଜଳଖିଆ କରିବା ପର୍ଯ୍ୟନ୍ତ କୌଣସି ପଶୁଙ୍କ ନାମ ନେବା ଉଚିତ ନୁହେଁ ଏହା ଅଶୁଭ ହୋଇଥାଏ ।

୨୦ – ସକାଳୁ ଉଠି ଜଳଖିଆ ନ ଖାଇଲା ପର୍ଯ୍ୟନ୍ତ ଟିଭି କିମ୍ବା ପେପର ଦେଖିବା ଅନୁଚିତ କାରଣ ଏହା ଦ୍ଵାରା ନକରତ୍ମକ ପ୍ରଭାବ ପଡିଥାଏ ।

୨୧ – ସକାଳୁ ଉଠି ତୁଲସୀ ଗଛରେ ପାଣି ଦେଲେ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ ଏବଂ ବହୁତ ସକାରାତ୍ମକ ପ୍ରଭାବ ପରିବାର ଉପରେ ପଡିଥାଏ ।

୨୨ – ସକାଳୁ ଉଠିଲା ପରେ ଗୋଟିଏ ତମ୍ଭା ପାତ୍ରରେ ପଣି ସହିତ ତୁଲସୀ ପତ୍ର ପକାଇ ଘରର ଭିତର ଏବଂ ବାହାରେ ଛିଞ୍ଚିଲେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ।

୨୩ – ସକାଳୁ ଉଠିଲା ପରେ ଘରେ ଦୀପଟିଏ ଲଗାଇଲେ ସକାରାତ୍ମକ ପ୍ରଭାବ ପଡିଥାଏ ଏବଂ ଘରେ ଅର୍ଥର ଅଭାବ ଦୂର ହୋଇଥାଏ ।

୨୪ – ସକାଳୁ ଉଠି ପାଣିରେ ଅଳ୍ପ କ୍ଷୀର ମିଶାଇ ଘରର ଦୁଆର ମୁହଁରେ ଛିଞ୍ଚିଲେ ଘରେ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ।

୨୫ – ସକାଳୁ ଉଠି ଘର ଦୁଆର ମୁହଁରେ ଚିତା ପକାଇବା ଦ୍ଵାରା ଶୁଭ ହୋଇଥାଏ ଏବଂ ଦେବୀ ଦେବତା ଆକର୍ଷିତ ହୋଇଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।