ଜେଲ ପଛେ ଯାଇଥାନ୍ତା ହାତ ଉଠେଇ ଦି’ଟା କଷି ଦେଇଥାନ୍ତା, ମୁଁ ସେ ଝିଅକୁ ଯେଉଁଠି ଦେଖିବି ସେଇଠି ତାକୁ… ସାଙ୍ଗ DJ Azex ପାଇଁ ଦେଖନ୍ତୁ କଣ କହିଲେ Voice Artist Liza

ଡିଜେ ଆଜେକ୍ସଙ୍କ ଆ-ତ୍ମ-ହ-ତ୍ୟା ଘଟଣା ଏବେ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ତ୍ରିକୋଣୀୟ ପ୍ରେମ କାହାଣୀ ଯୋଗୁଁ ଡିଜେ ଆଜେକ୍ସ ଆ-ତ୍ମ-ହ-ତ୍ୟା କରିଥିବା କଥା ତାଙ୍କ ପରିବାର ଓ ସାଙ୍ଗମାନେ ଅଭିଯୋଗ ଆଣିଛନ୍ତି । ଡିଜେ ଆଜେକ୍ସ ଓ ତାଙ୍କ ପ୍ରେମିକା ଜିଜ୍ଞାସାଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନାହିଁ । ତେବେ ସୁପରିଚିତ ଭଏସ୍ ଆର୍ଟିଷ୍ଟ ଲିଜା ଡିଜେ ଆଜେକ୍ସଙ୍କ ମୃ-ତ୍ୟୁ-କୁ ନେଇ ନିଜର ମତ ରଖିଛନ୍ତି । ସେ ଡିଜେ ଆଜେକ୍ସଙ୍କ ବନ୍ଧୁ ହୋଇଥିବା ବେଳେ ବହୁତ ଦିନ ହେବ ତାଙ୍କ ସହ ଯୋଗାଯୋଗରେ ନଥିଲେ ।

ହେଲେ ଏବେ ଡିଜେଙ୍କ ମୃ-ତ୍ୟୁ ଖବର ଜାଣିବା ପରେ ସେ ସାମ୍ନାକୁ ଆସିଛନ୍ତି । ଲିଜା କହିଛନ୍ତି କି, ସେ ଅନ୍ୟ ସାଙ୍ଗଙ୍କ ଠାରୁ ଶୁଣିବାକୁ ପାଇଥିଲେ କି, ଆଜେକ୍ସ ଜିଜ୍ଞାସାଙ୍କ ପ୍ରେମରେ ଖୁବ ପାଗଳ ହୋଇ ଯାଇଥିଲେ । ସେ ସବୁବେଳେ ଜିଜ୍ଞାସାଙ୍କୁ ଖୁସି କରିବାକୁ ଚାହୁଁଥିଲେ, ଏପରିକି ନିଜ ପ୍ରୋଗ୍ରାମ ମାନଙ୍କରେ ତାଙ୍କୁ ନେଇକରି ଯାଉଥିଲେ । ଦିନେ ଆଉ ଜଣେ ସାଙ୍ଗଙ୍କ ଫୋନରୁ ଲିଜା ଆଜେକ୍ସଙ୍କ ସହ କଥା ହେଇଥିଲେ ହେଲେ ଆଜେକ୍ସ ତାଙ୍କୁ ଚିହ୍ନି ପାରି ନଥିଲେ ।

ଜିଜ୍ଞାସା ପ୍ରେମରେ ପଡି ଆଜେକ୍ସ ସବୁକିଛି ଭୁଲି ଯାଉଥିଲେ । ଏପରିକି ନିଜ ଶୋ’ରେ ପହଞ୍ଚିବାକୁ ଡେରି ହୋଇ ଯାଉଥିଲା ଓ ଅନେକ ସମୟରେ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ମଧ୍ୟ ସେ ଭୁଲି ଯାଉଥିଲେ । କାରଣ ଜିଜ୍ଞାସା ସବୁବେଳେ ତାଙ୍କ ସହ କଥା ହେଉଥିଲେ । ଲିଜା କହିଛନ୍ତି କି, ଜିଜ୍ଞାସା ଯଦି ତାଙ୍କୁ ଚାପୁଡା ମା-ରି-ଥି-ଲା ତେବେ ଆଜେକ୍ସ ମଧ୍ୟ ସେଇଠି ତାଙ୍କୁ ଓଲଟା ଦି’ ଚାପୁଡା ଲଗେଇ ଦେବାର ଥିଲା ।

କେସ ହେଇଥାନ୍ତା କି ଜେ-ଲ ପଛେ ଯାଇଥାନ୍ତା ହେଲେ ସାଙ୍ଗଟା ଆମର ମରି ନଥାନ୍ତା । ଆଜେକ୍ସ ଟଙ୍କାରେ ଖାଇ ପିଇ ସଉକ କରିଲା ଆଉ ତାକୁ ଧୋକା ଦେଲା । ଶେଷରେ କୋଉ ସାହସରେ ସେ ତାକୁ ଚାପୁଡା ମା-ରି-ଲା ? ତେବେ ଜିଜ୍ଞାସାଙ୍କୁ ଲିଜା ଜାଣି ନଥିବା ବେଳେ ତାଙ୍କୁ ଯଦି କେଉଁଠି ଦେଖନ୍ତି ତେବେ ସେ ନିଜେ ତାଙ୍କୁ ଚୁଟି ଘୋଷାଡ଼ିକି ବା-ଡେ-ଇ-ବେ ବୋଲି କହିଛନ୍ତି ।

ଏମିତି ପ୍ରେମିକ ଓ ପ୍ରେମିକାଙ୍କ ଯୋଗୁଁ ଅନେକ ଯୁବକ ଯୁବତୀମାନେ ଆ-ତ୍ମ-ହ-ତ୍ୟା କରୁଥିବା ଦେଖିବାକୁ ମିଳୁଥିବା ବେଳେ ଜିଜ୍ଞାସା ଥରେ ଜେଲ ଯିବା ନିହାତି ଦରକାର ବୋଲି କହିଛନ୍ତି ଲିଜା । ସେ ଯେଉଁ ଭୁଲ କରିଛି ସେଥିପାଇଁ ତା’ ସାର୍ଟିଫିକେଟରେ କଳଙ୍କ ଲାଗିବା ଉଚିତ । ଯଦ୍ୱାରା ଜୀବନସାରା ତା’ର ମନେରହିବ କି ସେ ଆଜେକ୍ସ ସହ କଣ କରିଥିଲା ଓ ତା’ ପାଇଁ ଆଜେକ୍ସ ମଲା ବୋଲି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।