ଆପଣଙ୍କ ହାତର ରେଖାରେ ରହିଛି ଆପଣଙ୍କର ଧନୀ ହେବାର ରାଜ, ଆପଣ ନିଜେ ବି ପଢି ପାରିବେ ଆପଣଙ୍କର ହାତର ଏହି ଅଦ୍ଭୁତ ରେଖାଗୁଡିକୁ ! ଜାଣନ୍ତୁ କେମିତି

ସମସ୍ତ ବ୍ୟକ୍ତିଙ୍କ ହାତରେ ଜୀବନର ରେଖା ରହିଥାଏ । ଆପଣଙ୍କ ହାତର ରେଖା ହିଁ ଆପଣଙ୍କ ଭବିଷ୍ୟ ହୋଇଥାଏ । ସେଥିପାଇଁ କିଛି ଲୋକମାନେ ଜ୍ୟୋତିଷଙ୍କ ପାଖକୁ ଯାଇ ନିଜର ହାତ ଦେଖାଇ ଥାନ୍ତି । କିନ୍ତୁ କିଛି ଜ୍ୟୋତିଷମାନେ କହି ପାରନ୍ତି ନାହିଁ କି ଆପଣଙ୍କର ଧନୀ ହେବାର ଯୋଗ କେତେବେଳେ ଓ କେଉଁ ବୟସରେ ଅଛି ?

ତେବେ ଚାଲନ୍ତୁ ଆପଣଙ୍କୁ ଏକ ଉପାୟ କହୁଛୁ, ଯାହା ଦ୍ଵାରା ଆପଣ କେବଳ ନିଜର ଧନୀ ହେବାର ଯୋଗ ଜାଣି ପାରିବେ ନାହିଁ ହାତ ରେଖା ବିଷୟରେ ମଧ୍ୟ ଜାଣି ପାରିବେ ।

୧. ପ୍ରତ୍ୟେକ ବ୍ୟକ୍ତି ହାତରେ ରହିଥାଏ ଧନ ଲାଭର ବିଭିନ୍ନ ରେଖା

ପ୍ରତ୍ୟେକ ବ୍ୟକ୍ତିଙ୍କ ହାତରେ ଧନର ରେଖା ଅଲଗା ଅଲଗା ସ୍ଥାନରୁ ଆରମ୍ଭ ହୋଇ ବିଭିନ୍ନ ରେଖା ଆଡକୁ ଯାଇ ଯୋଗ ହୋଇଥାଏ । ଏହା ଛଡା ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଭାଗ୍ୟ ଓ ହୃଦୟ ରେଖାକୁ କାଟୁଥିବା ରେଖାକୁ ବି ଧନ ରେଖା କୁହାଯାଏ ।

ଏହା ଛଡା ଆପଣଙ୍କ ହାତରେ ଥିବା ଛୋଟ ଛୋଟ ରେଖା ଗୁଡିକରେ ବି ଧନ ପ୍ରାପ୍ତିର ସମ୍ଭାବନା ଲୁଚି ଥାଏ । ସେଥିପାଇଁ ଜୀବନ ରେଖାରୁ ନେଇ ଧନ ରେଖା ପର୍ଯ୍ୟନ୍ତ ସମସ୍ତ ରେଖା ପ୍ରତ୍ୟେକ ବ୍ୟକ୍ତି ହାତରେ ସବୁବେଳେ ଅଲଗା ଭବିଷ୍ୟତ ଦର୍ଶାଇ ଥାଏ ।

୨. କର୍ମ ହାତ ଦେଖି ଜାଣନ୍ତୁ ଧନ ରେଖାର ରହସ୍ୟ

ପ୍ରାୟତଃ ଜ୍ୟୋତିଷମାନଙ୍କର ମାନିବା ଅଟେ କି ଯଦି କୌଣସି ପୁରୁଷର ହାତ ଦେଖୁଛ ତେବେ ଡାହାଣ ହାତ ଦେଖିବା ଉଚିତ ଓ ଯଦି କୌଣସି ମହିଳାଙ୍କର ହାତ ଦେଖୁଛ ତେବେ ବାମ ହାତ ଦେଖିବା ଉଚିତ । କିନ୍ତୁ ଏହିଭଳି କିଛି ହୋଇ ନ ଥାଏ । ବାସ୍ତବରେ ଆମକୁ ସବୁବେଳେ ସେହି ହାତ ଦେଖିବା ଉଚିତ ଯେଉଁ ହାତ ଆପଣଙ୍କର କର୍ମ ହାତ ହୋଇଥିବ, ମାନେ ଯେଉଁ ହାତରେ ଆପଣ ସବୁବେଳେ କର୍ମ କରିଥାନ୍ତି । ଏହା ସ୍ତ୍ରୀ ଓ ପୁରୁଷଙ୍କ ପାଇଁ ସମାନ ହୋଇଥାଏ ।

୩. ଏହି ଆୟୁରେ ହେବ ଧନ ପ୍ରାପ୍ତି

ଯଦି ଆପଣଙ୍କ ହାତରେ ଜୀବନ ରେଖା, ଭାଗ୍ୟ ରେଖା ଓ ମସ୍ତିଷ୍କ ରେଖା ମିଶି M ଆକୃତି ହୋଇଥାଏ ତେବେ ଏହି କଥାର ସଂକେତ ଅଟେ କି ଆପଣ ୩୫ ରୁ ୫୫ ବର୍ଷ ମଧ୍ୟରେ ବହୁତ ଧନ ଆୟ କରି ପାରିବେ । ଏହାର ଅନ୍ୟ ଏକ ଅର୍ଥ ହେଉଛି କି ଆପଣଙ୍କର ଜୀବନରେ ଧନର ପ୍ରାପ୍ତି ବିବାହ ପରେ ହେବ । ଏହା ମଧ୍ୟରୁ କୌଣସି ବି ସତ ହୋଇପାରେ ।