ଲୋକପ୍ରିୟ TV ସିରିଏଲ ‘ସିନ୍ଦୁର ର ଅଧିକାର’ ର କଳାକାର ମାନଙ୍କ ବୟସ କେତେ ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ…

ସିନ୍ଦୁର ଅଧିକାରୀ ରେ ଥିବା ଅଭିନେତ୍ରୀ ଓ ଅଭିନେତା ଙ୍କ ଦରମା ବିଷୟରେ ଆମେ କହିବା । ଆଜି ଆମେ କହିବା କି ଓଡିଆ ଦୁନିଆ ରେ ଥିବା ସବୁ କଳାକାର  ମାନେ ନିଜ ଦୁନିଆ ରେ ସବୁ ଠାରୁ ଅଧିକା ଖୁଶି ଅଛନ୍ତି । କିଛି କଳାକାର ମାନେ ଆଗରୁ ଥିଲେ ଯେଉଁ ମାନଙ୍କୁ ବହୁତ ପରିଶ୍ରମ ଅକରିବା ପାଇଁ ପଡୁଥିଲା । ଏକା ଥରକେ ଅନେକ କାମ କରିବା ପାଇଁ ପଡୁଥିଲା । ଯାହା ଦ୍ଵାରା ଆମ ଓଡିଆ ଜଗତ ଆଗକୁ ଯାଇ ପାରୁ ନଥିଲା ।

ଏବେ କିନ୍ତୁ ଆମ ପାଖରେ ନା ଅଛି ପୁରୁଣା ଯୁଗ ନା ଅଛି ପୁରୁଣା ଦୁନିଆ ଏବେ ନୂଆ ରୁ ନୂଆ କଳାକାର ମାନେ ଆଗକୁ ଆସିବା ପାଇଁ ଲାଗୁଛନ୍ତି । ଯାହା ଦ୍ଵାରା ଆମ ଓଡିଆ ଦୁନିଆ ଆଗକୁ ଯିବାରେ ସଫଳ ହୋଇଛି । ଅନେକ ଛୋଟ ବଯଶ ରୁ ଏହି ଭଳି ମହାରଥ ଅଧିକା ଓ ସାବ୍ୟସ୍ତ କରିଥିବା କଳାକାର ଙ୍କ ଅଭିନୟ ଏବେ ଚାରି ଆଡେ ଚର୍ଚ୍ଚା ରେ ।

ତେବେ ଦେଖିବା ପାଇଁ ଗଲେ ଏବେ ଏକ ରୁ ଅଧିକା ଚ୍ଯାନେଲ ମଧ୍ୟ ଆସି ଗଲାଣି ଯାହା ଦ୍ଵାରା ଆମେ ଆମ ଅଧିକା ରୁ ଅଧିକା ପ୍ରିୟା ଅଭିନେତ୍ରୀ  ଓ ଅଭିନେତା ମାନ ଙ୍କୁ ଦେଖିବା ପାଇଁ ପାଉଛୁ । ଏହା ସହ ଆଉ କିଛି ଜଣ ଅଛନ୍ତି ଯେଉଁ ମାନେ ନିଜର କାମକୁ ନେଇକି ବହୁତ ଖୁଶି ଅଛନ୍ତି । ଆପଣ ଏହା ସହ ଆଉ ଏକ କଥା ମଧ୍ୟ ଦେଖିବା ପାଇଁ ଯିବା କି ଏକ ସିରିୟାଲ ନୁହେଁ ବରଂ ନୂଆ ପଦ୍ଧତି ଦ୍ଵାରା ଆମେ ଏବେ ସବୁ ବେଳେ ଆମ ପ୍ରିୟା ଅଭିନେତା ମାନଙ୍କ ଶିରିୟାଲ ଦେଖିବା ପାଇଁ ଯିବା ।

କାରଣ ହେଉଛି କି ଆମ ଆଖ ପାଖରେ ସୋସିଆଲ ମିଡିଆ ର ଭିଡ ଅଛି । ତେଣୁ ଏହାକୁ ଆମେ ବହୁତ ଜଲ୍ଦି ଦେଖି ପାରୁଛୁ । ଆଜି ଆମେ କହିବା ସବୁ ଙ୍କ ପ୍ରିୟ ସିନ୍ଦୁର ଅଧିକାର କଥା  । ଏଥିରେ ଯେଉଁ କଳାକାର ମାନେ ନିଜ ଅଭିନୟ କୁ ଜାରି ରଖିଛନ୍ତି ତାଙ୍କର ବୟଶ କେତେ ଆଜି ଆମେ ଆପଣଙ୍କ ସହ ସେୟାର କରିବା ।

ପ୍ରଥମ ନମ୍ବର ଉରଭି ଙ୍କ ର ଆସେ ସେ 23 ବର୍ଷ ର ଅଟନ୍ତି । ସେ ଇତି ଙ୍କ ଭଉଣୀ ପାଇଁ ଅଭିନୟ କରୁଛନ୍ତି । ଏହା ଅପରେ ଆସେ ଦାମିନୀ ତାଙ୍କୁ 31 ବର୍ଷ ସେ ସିରିୟାଲ ରେ ଆରବ ଙ୍କ ମା ଭୂମିକାରେ ଅଛନ୍ତି । ଏହା ଅପରେ ଆସେ ଆରଭ ମୁଖ୍ୟ ନାୟକ ସେ 25 ବର୍ଷ ର ଅଟନ୍ତି ।

ଆରଭ ଙ୍କ ଭଉଣୀ ହେଉଛନ୍ତି ନିକି ତାଙ୍କ ବୟଶ ହେଉଛି 22 ବର୍ଷ । ଏହା ପରେ ଆସେ ମିଠୁ ଙ୍କ ନାମ ସେ 21 ବର୍ଷ ର ଅଟନ୍ତି । ସବିତା ହେଉଛନ୍ତି ଇତି ଙ୍କ ମା ତାଙ୍କ ବୟଶ 30 ବର୍ଷ । ଏହା ପରେ ଇତି ଆସନ୍ତି ତାଙ୍କୁ 21 ବର୍ଷ ଅଟେ । ଏହା ପାରେ ଆସେ କାମୟା  ସେ 28 ବର୍ଷ ର ଅଟନ୍ତି ।