ଆଜିର ରାଶିଫଳ, 16 ଜୁନ 2022, ଗୁରୁବାର, ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ ଏହି ୪ ଟି ରାଶି ଉପରେ, ହେବ ଧନବର୍ଷା

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୬ ଜୁନ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଅଯଥାରେ କାହା ସହ ବିବାଦ କରନ୍ତୁ ନାହି । କାରୋବାର ଠିକ ରହିବ । ନୂଆ ଲୋକଙ୍କ ସହ ସାକ୍ଷାତକାର ଆପଣଙ୍କ ପାଇଁ ଫାଇଦା ଆଣିପାରେ । ଆପଣଙ୍କ ଭଲ ହେବ କି ଆପଣ କାହା ଉପରେ ଭରସା କରନ୍ତୁ ନାହି । ଏହି ରାଶିର ଛାତ୍ର ଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ । ଆପଣଙ୍କ ଆତ୍ମବିଶ୍ଵାସ ରେ ବୃଦ୍ଧି ହେବ । ଆପଣଙ୍କ ଜୀବନରେ ଉନ୍ନତି ଆସିପାରେ । ମିତ୍ର ତଥା ପ୍ରିୟଜନ ମାନଙ୍କ ସହଯୋଗ ମିଳିବାର ଅବସର ମିଳିପାରେ । ଯେଉଁ ମାନେ ପ୍ରେମ ବନ୍ଧନରେ ଅଛନ୍ତି ସେମାନଙ୍କ ପାଇଁ ସମୟ ଭଲ ରହିବ ।

ବୃଷ ରାଶି : ଆଜି ମିତ୍ର ମାନ ଙ୍କ ସହ ମସ୍ତି କରିବାର ମୋକା ପାଇବେ । ଆପଣଙ୍କର ଭେଟ ମହତ୍ଵ ପୂର୍ଣ୍ଣ ଲୋକଙ୍କ ସହ ହୋଇପାରେ । ଏହି ରାଶିର ଲୋକଙ୍କୁ ନୂଆ ବେପାର ଆରମ୍ଭ କରିବା ପାଇଁ ଦିନ ଭଲ ରହିବ । ଆପଣଙ୍କ ଜୀବନରେ ଦୀର୍ଘ ଦିନରୁ ଚାଲିଥିବା ଧନର ସମସ୍ଯା ଏବେ ଦୂର ହେବେ । ଅଚାନକ ଆପଣଙ୍କ ମନରେ ଚିନ୍ତାଧାରା ଆସିପାରେ । ନିଜ ପିଲାଙ୍କ ସହ ଆଲୋଚନା କରିବେ । ଶତ୍ରୁ ମାନେ ଆପଣଙ୍କର କ୍ଷତି କରି ପାରନ୍ତି ।

ମିଥୁନ ରାଶି : କ୍ଯାରିୟର ପାଇଁ ଆଜି ଦିନ ଟି ଆପଣଙ୍କ ପାଇଁ ବହୁତ ଭଲ ରହିବ । ଏହି ସମୟରେ ସମ୍ପର୍କ ରେ ମଧୁରତା ଆସିବ । ଯାହା ଆପଣଙ୍କୁ ନୂଆ ଊର୍ଜା ପ୍ରଦାନ କରିବ । ଆଜି ଆପଣଙ୍କର କାହା ସହ ବାଦ ବିବାଦ ହୋଇପାରେ । ତେଣୁ ନିଜର କ୍ରୋଧ ଉପରେ କାବୁ ରଖନ୍ତୁ । ଆପଣ ନିଜର ବାଣୀ ର ମଧୁରତା ବଜାୟ ରଖନ୍ତୁ । ଆଜି ଆପଣଙ୍କ ଘରେ କୌଣସି ଛୋଟ ପୂଜା ହୋଇପାରେ ଯାହା ଦ୍ଵାରା ଆପଣଙ୍କ ଦିନ ବେହତର ରହିବ । କାମ କାର୍ଯ୍ୟ କ୍ଷେତ୍ର ରେ ଆପଣଙ୍କର ଦାୟିତ୍ଵ ବୃଦ୍ଧି ପାଇପାରେ ।

କର୍କଟ ରାଶି : ଦିନ ହସ ଖୁସିରେ ବ୍ଯତୀତ ହେବ । ନିଜର ସ୍ୱାସ୍ଥ୍ୟ ଓ ବ୍ୟକ୍ତିତ୍ବରେ ସୁଧାର ଆଣନ୍ତୁ । ଧର୍ମ କର୍ମ କାର୍ଯ୍ୟ ରେ ରୁଚି ବଢିବ । କିନ୍ତୁ ଆପଣଙ୍କର ବ୍ଯବଧାନ ଆସିବ ଯାହା ପାଇଁ ଆପଣ କମ ସମୟ ଦେବେ । ବ୍ଯବସାୟିକ କ୍ଷେତ୍ର ରେ ଆପଣଙ୍କର ଲାଭ ହୋଇପାରେ । ନିଜର ଭବିଷ୍ୟତ ପାଇଁ ଆପଣ ନୂଆ ପ୍ଳାନ କରିବେ । ଚାକିରି କ୍ଷେତ୍ର ରେ ଆପଣ ଙ୍କର ପଦ ଉନ୍ନତି ହୋଇପାରେ । ଅଚାନକ ଧାନ ଲାଭ ହୋଇପାରେ ।

ସିଂହ ରାଶି : ଆଜି କାହା ଠାରୁ ଟଙ୍କା ଲେନଦେନ କରିବା ସମୟରେ ବିଚାର କରନ୍ତୁ । ଅଧିକ ପରିଶ୍ରମ କରି ଆପଣ ବଡ ସଫଳତା ପାଇବେ । ଜୀବନରେ ନୂଆ କାମ ଆରମ୍ଭ କରିବା ପାଇଁ ଚିନ୍ତା କରିବେ । ସମାଜରେ ମାନ ସମାନ ବୃଦ୍ଧି ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ପ୍ରଶଂସା କରିବେ । ଆର୍ଥିକ ସ୍ଥିତି ମଜବୁତ ରହିବ । ଜମିବାଡି ମାମଲାରେ ଆପଣଙ୍କୁ ଲାଭ ମିଳିପାରେ । ଖର୍ଚ୍ଚ ଅଧିକ ହେବା କାରଣରୁ ଆପଣଙ୍କର ଆର୍ଥିକ ସ୍ଥିତି ଖରାପ ହୋଇପାରେ । ଦାଂପତ୍ଯ ଜୀବନ ସୁଖମୟ ରହିବ ।

କନ୍ୟା ରାଶି : ଆପଣଙ୍କର ନୂଆ ବନ୍ଧୁ ଙ୍କ ସହ ମିତ୍ରତା ସ୍ଥାପନ ହୋଇପାରେ । ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ହେବ । ଜୀବନରେ ନୂଆ ଦିଗକୁ ଯିବା ଆଇନ ଆପଣ କିଛି ଯୋଜନା କରିବେ । ଦାଂପତ୍ଯ ଜୀବନରେ ଯେଉଁ ସବୁ ସମସ୍ଯା ରହିଥିଲା ତାହା ଦୂର ହେବ । ଜୀବନ ସାଥିଙ୍କ ସହଯୋଗ ଅପାନ ପାଇବେ । ନିଜର ବ୍ୟବହାର ପ୍ରତି ଧ୍ୟାନ ଦିଅନ୍ତୁ । ଆପଣ କର ସବୁ ଇଚ୍ଛା ପୂରଣ ହେବ । ଅଚାନକ ଧନ ଲାଭର ଯୋଗ ରହିଛି । କୌଣସି ସ୍ଥାନକୁ ଯାତ୍ରା କରିବେ ।

ତୁଳା ରାଶି : ଜୀବନ ସାଥିଙ୍କ ଦ୍ଵାରା ଦିଆ ଅଯାଇଥିବା ଉପହାର ଆପଣଙ୍କ ଦାଂପତ୍ଯ ଜୀବନରେ ଖୁସି ଆଣିବ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ସମାଜରେ କୀର୍ତ୍ତି ମାନ ସ୍ଥାପନ କରିବେ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ । ଶତ୍ରୁ ମାନେ ଆପଣଙ୍କ ଠାରୁ ଦୂରେଇ ରହିବେ । ଆପଣଙ୍କ ଜୀବନରେ ଯାହା ବି କରିବେ ତାହା ସଫଳ ହେବେ । ମହିଳା ମାନେ ଘର କାମରେ ବ୍ୟସ୍ତ ରହିବେ । ଗୃହରେ ଶୁଭ କାର୍ଯ୍ୟ ଆରମ୍ଭ ହୋଇପାରେ । ଅଚାନକ କୌଣସି ଜାଗାକୁ ଯାତ୍ରା କରିବାକୁ ପଡିପାରେ । ଯାହା ଦ୍ଵାରା ଆପଣ ଥକାପଣ ଅନୁଭବ କରିବେ ।

ବିଛା ରାଶି : ଆଜି ଆପଣ ଚିନ୍ତା କରିଥିବା କାମ ପୂରଣ ହେବ । ସାମାଜିକ ମଣ୍ଡଳରେ ଆପଣ ଖ୍ଯାତି ଓ ପ୍ରତିଷ୍ଠା ପ୍ରାପ୍ତ କରିବେ । ଆଜି କୌଣଶୁ ଉଧାର ନେବାରୁ ବଞ୍ଚିତ ହୁଅନ୍ତୁ । ଆଜି ଅପାନନକୁ ସବୁ କ୍ଷେତ୍ର ରେ ସମାନନା ମିଳିପାରେ । ପାରିବାରିକ ସହଯୋଗ ପ୍ରାପ୍ତ ହେବ । ଧନ ମାମଲାରେ ଆପଣଙ୍କର ଉନ୍ନତି ହେବ । ଯେଉଁ ମାନେ ବେରୋଜଗାର ଥିଲେ ସେମାନଙ୍କୁ ରୋଜଗାର କରିବାର ଅବସର ମିଳିବ । ନୂଆ ଚାକିରି ମିଳିପାରେ ।

ଧନୁ ରାଶି : ଆଜି ଆପଣଙ୍କର ଆର୍ଥିକ ମାମଲା ରେ ସମୟ ଭଲ ରହିବ । ଆପଣ ମିତ୍ର ମାନଙ୍କ ପାଇଁ ଅହିକ ଖର୍ଚ୍ଚ କରିବେ । ତେଣୁ ସାବଧାନ ରୁହନ୍ତୁ । ପ୍ରେମୀ ଯୁଗଳଙ୍କ ପାଇଁ ସମୟ ଭଲ ରହିବ । ଯେଉଁ ମାନେ କାହାକୁ ପ୍ରପୋଜ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଦିନ ବହୁତ ଭଲ ରହିବ । ବେପାର ବାଣିଜ୍ୟ କ୍ଷେତ୍ର ରେ ଆପଣ ଦୁଇ ଗୁଣା ଧନ ଲାଭ କରିବେ । ଯେଉଁ କ୍ଷେତ୍ର ରେ ରହିବେ ଉଚ୍ଚ ସ୍ତର ରେ ରହିବେ । ଜୀବନରେ ଆଗକୁ ବଢିବା ପାଇଁ ଆପଣଙ୍କୁ ନୂଆ ମାର୍ଗ ମିଳିବ । ଦାଂପତ୍ଯ ଜୀବନ ସୁଖମୟ ରହିବ ।

ମକର ରାଶି : ଆପଣଙ୍କୁ ପରିବାରର ସହଯୋଗ ପ୍ରାପ୍ତ ହେବ । ଯାହା ଦ୍ଵାରା ଆପଣ ଜୀବନର ଶୀର୍ଷ ରେ ପହଞ୍ଚି ପାରିବେ । ନୂଆ ଲୋକଙ୍କ ସହ ମିତ୍ରତା ସ୍ଥାପନ କରିବେ । ଯାହା ଦ୍ଵାରା ଆପଣଙ୍କ ଜୀବନରେ ବହୁତ ସାରା ଖୁସିର ଆଗମନ ହେବ । ସାମାଜିକ କ୍ଷେତ୍ର ରେ ଆପଣ ନୂଆ କାମ ଆରମ୍ଭ କରିବେ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ରାଏ ମାଗିବେ । କୌଣସି କ୍ଷେତ୍ର ରୁ ଅଚାନକ୍ଡ ହାଣ ଲାଭ ହେବ । ମହିଳା ମାନେ ଶୁଭ କାମ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ ।

କୁମ୍ଭ ରାଶି : ଏହି ରାଶିର ଲୋକ ମାନେ ଜୀବନରେ ଅନେକ ସାରା ଖୁସି ଆସିବାକୁ ଯାଉଛି । ବାଦ ବିବାଦ ଠାରୁ ଦୂରେଇ ରୁହନ୍ତୁ । ଅଚାନକ ଯାତ୍ରା କରିବାକୁ ପଡିପାରେ । ଆକସ୍ମିକ ଧନ ଲାଭର ଯୋଗ ରହିଛି । ଜୀବନରେ ମହତ୍ଵ ପୂର୍ଣ୍ଣ ନିସ୍ପତି ନେବା ପୂର୍ବରୁ ବିଚାର କରନ୍ତୁ । ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଭଲ ରହିବ । ଯେଉଁ ମାନେ ଚାକିରି ସନ୍ଧାନରେ ରହିଥିଲେ ସେମାନଙ୍କୁ ନୂଆ ଚାକିରି ମିଳିବାର ସମ୍ଭାବନା ରହିଛି । ରାଜନୀତି କ୍ଷେତ୍ର ରେ ଥିବା ବ୍ୟକ୍ତ ଙ୍କ ପାଇଁ ସମୟ ବହୁତ ଭଲ ରହିବ ।

ମୀନ ରାଶି : ଆପଣଙ୍କ ଜୀବନରେ ଏମିତି ଜଣେ ବ୍ୟକ୍ତିଙ୍କ ଆଗମନ ହେବ ଯାହା ଦ୍ଵାରା ଆପଣଙ୍କ ଜୀବନରେ ବହୁତ ସାରା ଖୁସି ଆସିବ । ସନ୍ତାନ ମାନଙ୍କ ପକ୍ଷରୁ ଖୁସି ଖବର ପ୍ରାପ୍ତ ହେବ । ନୂଆ ଚାକିରି ମିଳିପାରେ । ପ୍ରେମ ଜୀବନ ସାନଦାର ରହିବ । ସବୁ କ୍ଷେତ୍ର ରେ ଆପଣ ସଫଳ ହେବେ । ଆଗାମୀ ସମୟ ଆପଣଙ୍କର ବହୁତ ଭଲ ରହିବ । ଅଚାନକ ଧନ ଲାଭର ଯୋଗ ରହିଛି । ଅଟକି ରହିଥିବା କାମ ପୂରଣ ହେବ । ଆମ ସହ ଆଗକୁ ରହିବା ଏପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।