କୁନି ବୟସରେ ବହି ଲେଖି ପବ୍ଲିଶ କଲେ ଅଭିନେତା Hariଙ୍କ ଝିଅ Tabis Tanaya Mohapatra, କଣ କହୁଛନ୍ତି Hari ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଯେଉଁ ବୟସରେ ପିଲା ବହି ଦେଖି ପାଠ ପଢନ୍ତି ସେହି ବୟସରେ ଗୋଟିଏ କୁନି ଝିଅ ନିଜେ ବହି ଲେଖି ପବ୍ଲିଶ କରିବା ସତରେ ଏକ ବହୁତ ବଡ ପ୍ରଭାବଶାଳୀ କାର୍ଯ୍ୟ ଅଟେ । ସୂଚନା ଅନୁଯାୟୀ ହାସ୍ୟ ଅଭିନେତା ହରିଙ୍କ ଝିଅ ନିଜେ ଏକ ବହି ଲେଖି ପବ୍ଲିଶ କରିଛନ୍ତି । ଯାହା ଆଶ୍ଚର୍ଯ୍ୟ ଜନକ ଅଟେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ସମ୍ପର୍କରେ ।

ଜଣେ ଅଭିନେତାଙ୍କ ଝିଅର ପରିଚୟ ପାଇ ରହିବା ପାଇଁ ସେ ପସନ୍ଦ କଲେ ନାହିଁ । ତେଣୁ ଛୋଟ ବେଳରୁ ହିଁ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ସେ ଲାଗିପଡିଛନ୍ତି । ସେହି ପ୍ରତିଭାଶାଳୀ ଝିଅ ଆଉ କେହି ନୁହନ୍ତି ବଂର ଅଭିନେତା ହରିରର ମହାପାତ୍ରଙ୍କ ଝିଅ ତବିଶ ତନୟା ମହାପାତ୍ର । ତନୟା ଏକ କବିତା ବହିଟିଏ ଲେଖିଛନ୍ତି । ସେଥିରେ ଥିବା ଗୋଟିଏ ଗୋଟିଏ କବିତା ଲେଖିବା ପାଇଁ ଗୋଟିଏ ସପ୍ତାହ ଲାଗିଥାଏ ।

ସେ ନିଜ ପାଠ ପଢା ସହ ଏହି କାର୍ଯ୍ୟକୁ ବହୁତ ଭଲ ଭାବରେ ସମ୍ପର୍ଣ କରିପାରିଛନ୍ତି । ତନୟା କହିଛନ୍ତି କି ସେ ସପ୍ତାହର ପ୍ରତି ଶନିବାର, ରବିବାର ଦିନ କବିତା ଲେଖିବା ପାଇଁ ସମୟ ବାହାର କରିଥାନ୍ତି । ଏବଂ ଯେଉଁଦିନ ସ୍କୁଲ ଟିଉସନ ଛୁଟି ଥାଏ ସେହିଦିନ ସେ ଏହି କବିତା ଲେଖାକୁ ସମୟ ଦେଇଥାନ୍ତି । ତେଣୁ ଏହାର ପ୍ରଭାବ ତାଙ୍କ ପାଠ ପଢା ଉପରେ ପଡିନାହି ବୋଲି ସେ କହିଛନ୍ତି । ସେ ଲେଖିଥିବା ବହିର ନାମ ହେଉଛି Birds are mean to fly । ଏହି ବାହିର ନାମ ତାଙ୍କ ଅଭିଭାବକ ଏବଂ ସେ ନିଜେ ମିଶି ନେଇଛନ୍ତି ।

ଏହି ବହିରେ ଏକ ବିଷୟ ମଧ୍ୟ ରହିଛି ଯାହାର ନାମ Birds are mean to fly । ଏହି ବହିରେ ଥିବା ସମସ୍ତ ବିଷୟ ଚକଲେଟ ଉପରେ ଆଧାରିତ । ତନୟାଙ୍କୁ ଛୋଟ ବେଳୁ ବହି ପଢିବାର ସଉକ ଥିଲା । ତେଣୁ ତାଙ୍କର ସେହି ବହି ପଢିବା ଅଭ୍ଯାସ ତାଙ୍କୁ ଆଜି ବହି ଲେଖିବା ପାଇଁ ପ୍ରୋତ୍ସାହନ ଯୋଗାଇ ଦେଇଛି ।

ତାଙ୍କ ସାଙ୍ଗମାନେ ତାଙ୍କର ଖବର ପ୍ରସାରଣ ହେବା ପରେ ସେମାନେ ଜାଣିବା ପାଇଁ ପାଇଲେ କି ସେ ହରିହର ମହାପାତ୍ରଙ୍କ ଝିଅ ବୋଲି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।